Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାଂସ୍କୃତିକ ଭାବବିନିମୟରେ ଅନୁବାଦ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର, ୨ ମାର୍ଚ୍ଚ, ୨୦୨୬: ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା, ମୁମ୍ବାଇର ମିଳିତ ଆନୁକୂଲ୍ୟରେ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନ ଠାରେ "ଓଡ଼ିଆ-ମରାଠୀ ଅନୁବାଦ କର୍ମଶାଳା ଓ କବିତା ପାଠୋତ୍ସବ" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ…
ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି: ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ୱାର୍କିଂ ଗ୍ରୁପ ଗଠିତ
ଯୋଗାଯୋଗ ପାଇଁ ହେଲ୍ପ ଲାଇନ ଓ ହ୍ୱାଟ୍ସ ଆପ ନଂ ଜାରି
ଭୁବନେଶ୍ୱର : ମଧ୍ୟ ପ୍ରାଚ୍ୟରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ପ୍ରରିପେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ…
ଚତୁର୍ଥ ଦିନରେ ଦୋଳ ଉତ୍ସବ : ମୁଖ୍ୟ ଆକର୍ଷଣ “ମଘାପୋଡି”
https://youtu.be/EZwvLhp9VOI
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳ ଉତ୍ସବ ଆଜି (ସୋମବାର)…
କ୍ଷତ୍ରିୟବରପୁରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I କ୍ଷତ୍ରିୟବରପୁର ପଞ୍ଚାୟତ କାଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅଭିଯୋଗ ଶୁଣାଣି ଶିବିର…
ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬: ଚମକିଲେ ପୂର୍ବ ଭାରତର ଦକ୍ଷ ଯୁବ ପ୍ରତିଭା
ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗର ପ୍ରତିଯୋଗୀଙ୍କ ଶ୍ରେଷ୍ଠ ସଫଳତା
ଭୁବନେଶ୍ୱରରେ ଶେଷ ହେଲା ୪ଦିନିଆ ଦକ୍ଷତା ମହାକୁମ୍ଭ; ୧୩୨ ଜଣ କୃତି ପ୍ରତିଯୋଗୀ ପୁରସ୍କୃତ
ପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର…
ଧରଣୀଧର ମେଡିକାଲ କଲେଜରେ ଶୌଚାଳୟ ଅବସ୍ଥା ଶୋଚନୀୟ।
ପାଣି ନିଷ୍କାସନ ହେଉନଥିବାରୁ ରୋଗୀ ହନ୍ତସନ୍ତ।
କେନ୍ଦୁଝର,ତା୨/୩- ଶହ ଶହ କୋଟି ଖର୍ଚ୍ଚ କରି କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ସ୍ଥାପନ କରାଯାଇଥିଲା। ଭବ୍ୟ କୋଠା ହୋଇଗଲା ପରେ ଏହାକୁ ଦେଖି ସମସ୍ତେ ଖୁସି ହୋଇଥିଲେ କି କେନ୍ଦୁଝର ଜିଲ୍ଲାର ନିଜସ୍ୱ ଜିଲ୍ଲା ଖଣିଜ ପ୍ରତିଷ୍ଠାନ…
ସିନ୍ଧିଗୁଡ଼ା ଠାରେ କଳିଙ୍ଗ ବୈଶ୍ୟ ସମାଜ ର ମହା ସମ୍ମିଳନୀ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ପାପଡାହାଣ୍ଡି ତା ୦୨/୦୩/୨୬ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଠାରେ କଳିଙ୍ଗ ବୈଶ୍ୟ ସମାଜ ଇନ୍ଦ୍ରାବତୀ ଅଞ୍ଚଳ ର ଏକ ମହା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। କଳିଙ୍ଗ ବୈଶ୍ୟ ସମାଜ (ଇନ୍ଦ୍ରାବତୀ ଅଞ୍ଚଳ) ସଭାପତି ଟି…
ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଜଳ ସଙ୍କଟ
ଦୁଇବର୍ଷ ହେଲା ଅଚଳ ହୋଇପଡିଛି, ସୋଲାର ପାନୀୟ ଜଳ ପ୍ରକଳ୍ପ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ)-, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଧିରେ ଧିରେ ଆରମ୍ଭ ହେଲାଣି I ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ହିଁ ବିଭିନ୍ନ ନଦୀ, ନାଳ, ପୋଖରୀ ଶୁଖିବାକୁ ବସିଲାଣି I ଏହାର ପ୍ରଭାବ ପାନୀୟ ଜଳ ସମସ୍ୟାକୁ ହାତ ଠାରି…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, :ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବର୍ତମାନ ଯୁଗରେ ବିଜ୍ଞାନ କିପରି ବହୁ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ବିଜ୍ଞାନ ବଳରେ ଅସମ୍ଭବ କାର୍ଯ୍ୟ ମଧ୍ୟ…
ଭବିଷ୍ୟତରେ ଯନ୍ତ୍ର ଅଧିକ କାର୍ଯ୍ୟକ୍ଷମ ଓ ଚତୁର ଭାବେ ଉଭା ହେବ: ପ୍ରଫେସର (ଡକ୍ଟର) ପେନ୍
ଭୁବନେଶ୍ୱର, ମାର୍ଚ୍ଚ, ୦୨: ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତା ଏବେ ସବୁଠି ଚର୍ଚ୍ଚାରେ ରହିଥିବା ବେଳେ ଏହି ସମ୍ପର୍କିତ ଜଣେ ଆନ୍ତର୍ଜାତିକ ବିଶେଷଜ୍ଞ କହିଛନ୍ତି ଯେ ଭବିଷ୍ୟତରେ ମେସିନ୍ ଅଧିକ କାର୍ଯ୍ୟକ୍ଷମ ଓ ଚତୁର ହେବା ସହ ମଣିଷର ବୁଦ୍ଧିମତାକୁ ପଛରେ…