Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ୟା ସମାଧାନରେ ବିଳମ୍ବକୁ ନେଇ ୧୨ ଘଣ୍ଟିଆ ବନ୍ଦ
ଓଡ଼ଗାଁ, ୫।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ଅବହେଳିତ ଅବସ୍ଥାରେ ରହିଆସୁଛି। ଏହି ସମସ୍ୟାର ସମାଧାନ ପାଇଁ ଶରଣକୁଳ ବିକାଶ ମଞ୍ଚ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ…
ତିନି ବ୍ୟାପୀ ପାଳନ ହେବ ଆନ୍ତର୍ଜାତିକ ମହିଳା ଦିବସ।
କେନ୍ଦୁଝର,ତା୫/୩- ମହିଳାମାନଙ୍କ ସ୍ୱାସ୍ଥ୍ୟ, ସଶକ୍ତିକରଣ ଏବଂ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୬ ମାର୍ଚ୍ଚରୁ ୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସ୍ଥାନୀୟ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡଠାରେ 'ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୬' ବହୁ ଉତ୍ସାହର ପାଳନ…
ମୃତ୍ୟୁ ସହ ଲଢ଼େଇ କରୁଛି ବଣ୍ଡା ଘାଟିର ଏକ ନିଷ୍ପାପ ଜୀବନ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜଣେ ମେଧାବୀ ଛାତ୍ରର ସ୍ୱପ୍ନ ଏବେ ହସ୍ପିଟାଲ ଶଯ୍ୟାରେ ଛଟପଟ ହେଉଛି। ମାଲକାନଗିରି ଜିଲ୍ଲା ଅନ୍ଦ୍ରାହାଲ ପଞ୍ଚାୟତର ୧୭ ବର୍ଷୀୟ ବଣ୍ଡା ଯୁବକ ସୋନିଆ ଚାଲାନଙ୍କ ପାଇଁ ଏବେ ସମୟ ସାଜିଛି ସବୁଠାରୁ ବଡ଼ ଶତ୍ରୁ। ଜୟପୁର ଜିଏଲସି ସ୍କୁଲର ଅଷ୍ଟମ…
ସୁସ୍ଥ ମନ୍ଦିର ପରିବେଶ ସଚେତନତା ଶିବିର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଆୟୋଜନ କ୍ରମେ ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ହନୁମାନ ମନ୍ଦିର ପ୍ରାଙ୍ଗଣରେ ସୁସ୍ଥ ମନ୍ଦିର ପରିବେଶ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଇକୋ…
ବେଲଗୁଣ୍ଠା ଅଞ୍ଚଳରେ ଧୁମଧାମରେ ପାଳିତ ହେଲା ରଙ୍ଗର ପର୍ବ ହୋଲି; ସବୁଠି ଉତ୍ସବର ମାହୋଲ ।
ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ବୁଧବାର ରଙ୍ଗର ପର୍ବ ହୋଲି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ପରସ୍ପରକୁ ରଙ୍ଗ ଓ ଅବିର ଲଗାଇ ଲୋକେ ହୋଲିର ଶୁଭେଚ୍ଛା ଜଣାଇବା ସହ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି।…
ଜିଲ୍ଲାପାଳଙ୍କ ବ୍ରଜରାଜନଗର ମାରାଥନ ଗସ୍ତ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ଇବ୍ ନଦୀ ପଠାର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ଅତ୍ୟାଧୁନିକ ବୃଦ୍ଧାଶ୍ରମ
ଜାତୀୟ ରାଜପଥ ହେବ ଅବରୋଧ ମୁକ୍ତ ଓ ସ୍ୱଚ୍ଛ
ପର୍ଯ୍ୟଟନ ଓ କ୍ରୀଡ଼ା ଭିତ୍ତିଭୂମି ଉପରେ ଗୁରୁତ୍ୱ
ଝାରସୁଗୁଡା: ସହରର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ…
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ,
ଝାରସୁଗୁଡା, ୫/୩,ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ର ଭୂମିପୁତ୍ର ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଝାରସୁଗୁଡା ବିଜେଡି ତରଫରୁ ଗୁରୁବାର ପୂର୍ବାହ୍ନ ୧୦ ଟା ରେ ବଡ଼ମାଳ ବିଜୁ ପଟ୍ଟନାୟକ ଛକ ଠାରେ ପାଳନ ହୋଇ ଯାଇଛି |ବଡ଼ମାଳ ଛକ ରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ…
ଜଳସମ୍ପଦ ବିଭାଗ ଓ ଜଳ ନିଷ୍କାସନ ବିଭାଗ ଦ୍ଵାରା ଗମେଇ ନଦୀ ଶାଖା ନାଳର ଉନ୍ନତୀ କରଣ ପାଇଁ ଶୁଭ ଦେଲେ ସାଂସଦ ଓ ବିଧାୟକ
ବାସୁଦେବପୁର ଜଳସମ୍ପଦ ବିଭାଗ ଓ ଜଳ ନିଷ୍କାସନ ବିଭାଗ ଦ୍ଵାରା ଗମେଇ ନଦୀ ଶାଖା ନାଳର ଉନ୍ନତୀ କରଣ ପାଇଁ ଶୁଭ ଦେଲେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ଅଶୋକ ଦାସ। ବରଣ୍ଡୁଆ, ପ୍ରତାପପୁର,ଚାଲୁଣି ଗାଁ ଓ ବିରଞ୍ଚିପୁର ଆଦି ଚାଷ ଜମିର ଜଳ ସେଚନ ସୁବିଧା ହେବ ସହିତ ଅଞ୍ଚଳ ର ଉନ୍ନତି ହେବ…
ବେଲଗୁଣ୍ଠା ଏନ୍.ଏ.ସି ବିଜୁ ଜନତା ଦଳ ପକ୍ଷରୁ ୧୧୦ ତମ ବିଜୁ ଜୟନ୍ତି ପାଳିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ଆଜି ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ଇଣ୍ଡୋନେସିଆର ଭୂମିପୁତ୍ର ସ୍ଵର୍ଗତ ବୁଜୁ ପଟ୍ଟନାୟଙ୍କ ୧୧୦ ତମ ଜନ୍ମ ଜୟନ୍ତି ସମଗ୍ର ଦେଶରେ ପାଳନ କରାଯାଉଥିବା ବେଳେ, ବେଲଗୁଣ୍ଠା ଏନ୍.ଏ.ସି. ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ପାଳନ କରାଯାଇଅଛି. ଏହି ଅବସରରେ…
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଓଡିଶା ଜାତିର ସ୍ୱାଭିମାନ ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀରେ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି…