Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଳା ସଦର ମହକୁମାରେ ଉଦ୍ଘାଟନ ହେଲା ସାଇବର ଓ ଅର୍ଥନୈତକ ଅପରାଧ ଥାନା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ତା ୭/୩: ମାଲକାନଗିରି ଜିଲ୍ଲା ସଦର ମହକୁମା ରେ ସାଇବର ଓ ଅର୍ଥନୈତକ ଅପରାଧ ଥାନାର ଉଦ୍ଘାଟନ ହୋଇଯାଇଛି | ସାରା ରାଜ୍ୟରେ ଗତକାଲି ବିଭିନ୍ନ ସ୍ଥାନରେ ଏହି ଥାନାକୁ ଭିଡିଓ କଂଫରେନ୍ସ ଯୋଗେ ଉଦ୍ଘାଟନ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲା ସଦର…
କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗର ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକାସାଥିରେ ଅନେକ ସ୍ଥାନରେ ତଲାସି ।
କେନ୍ଦ୍ରାପଡ଼ା:୦୭,୦୩(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗର ଜଣେ ଇଞ୍ଜିନିୟରଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ଜଳ ସମ୍ପଦ ବିଭାଗର କେନ୍ଦ୍ରାପଡ଼ା ଡିଭିଜନ ଅଧିନସ୍ଥ ଡେରାବିଶ ସବ୍ଡିଭିଜନରେ କାର୍ଯ୍ୟରତ…
ବରଗଡ଼ରେ ପୁଣି ଛୁରା ମାଡ଼: ନିଶାଖୋରଙ୍କ ଆକ୍ରମଣରେ ଟ୍ରକ୍ ଡ୍ରାଇଭର ଗୁରୁତର
ବରଗଡ଼ ୦୭/୦୩ - ବରଗଡ଼ ଜିଲ୍ଲାରେ ପୁଣିଥରେ ଛୁରା ମାଡ଼ ଘଟଣା ଦେଖିବାକୁ ମିଳିଛି! ଏହି ଘଟଣା ଏଵେ ସହରରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିଶାଖୋର ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଜଣେ ଟ୍ରକ୍ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଟ୍ରକ୍ ଡ୍ରାଇଭର ରଞ୍ଜନ…
ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚଡ଼କ ପର୍ବ ୨୦୨୬ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭୋଗରାଇ, ତା.୭/୩/୨୬_: ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚଡ଼କ ପର୍ବ–୨୦୨୬ ଉତ୍ସବ ପାଳନ ଉପଲକ୍ଷେ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ଚନ୍ଦନେଶ୍ୱର ସ୍ଥିତ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି।ସେବାୟତ ସଂଘର ମୌରସୀ ତଥା ଅଧ୍ୟକ୍ଷ ଶ୍ରୀ ତପନ କୁମାର ପଣ୍ଡା ଚଡ଼କ ମେଳାର…
ରାମକୃଷ୍ଣ ଆଇଡ଼ିଆଲ ପବ୍ଲିକ ସ୍କୁଲ ର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲେଶ୍ଵର: ରାମକୃଷ୍ଣ ଆଇଡ଼ିଆଲ ପବ୍ଲିକ ସ୍କୁଲ ର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ l ସଭାପତି ପ୍ରତିଷ୍ଠାତା ସମାଜସେବୀ ମହେଶ୍ୱର ପାତ୍ର, ମୁଖ୍ୟ ଅତିଥି, ଡ଼ଃ ଅକ୍ଷୟ କୁମାର ପାଣିଗ୍ରାହୀ, ଓଡ଼ିଆ ଅଧ୍ୟାପକ ପଞ୍ଚଲିଙ୍ଗେଶ୍ୱର ଡିଗ୍ରୀ କଲେଜ, ମୁଖ୍ୟ ବକ୍ତା ଡ଼ଃ ପ୍ରଦୀପ୍ତ କୁମାର ମିଶ୍ର,…
ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ପାଳିତ
ବାଲେଶ୍ଵର: କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କର ନିର୍ଦ୍ଧେଶ କ୍ରମେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ର ସ୍ଥାନୀୟ ଆଈ ଟି ଆଇ ଛକରେ ଥିବା ଇନଡୋର୍ ଷ୍ଟାଡିୟମ ଠାରେ ପାଳନ କରାଯାଉ ଅଛି। ଏହି ଅନ୍ତର୍ଜାତୀୟ ମହିଳା ଦିବସ ଉତ୍ସବ ତା. ୦୬.୦୩.୨୦୨୬…
କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ
ଭୁବନେଶ୍ୱର, ୦୭/୦୩/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଏହାର ଗୋଷ୍ଠୀ ଜୀବିକା କାର୍ଯ୍ୟକ୍ରମ ଅଧୀନରେ, ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ସୁଙ୍ଗେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରପାଦର ଏବଂ ପୋରଲୋଙ୍ଗ ଗ୍ରାମରେ ପ୍ରଥମ ଛତୁ ଚାଷ ପଦେକ୍ଷପକୁ ସଫଳତାର…
ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧକୁ ବିଶ୍ୱବିଦିତ କରିବ ଓଡ଼ିଶା ଉତ୍ସବ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର.୬ ମାର୍ଚ୍ଚ, ୨୦୨୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ଉତ୍ସବ। ମାର୍ଚ୍ଚ ମାସ ୮ ତାରିଖରେ କଲିକତା ଠାରେ ଥିବା ନ୍ୟାସନାଲ ଲାଇବ୍ରେରୀ ଅଡ଼ିଟୋରିୟମ୍ ଠାରେ ଆୟୋଜିତ ହେବ ଓଡ଼ିଶା ଉତ୍ସବ। ସଂସ୍କୃତି ମନ୍ତ୍ରୀ…
ସ୍ୱଚ୍ଛତା ଯୋଜନାରେ କୋଟି କୋଟି ଖର୍ଚ୍ଚ, ତାଳପଦର ପଞ୍ଚାୟତରେ ଜାଗା ଜାଗାରେ ମଇଳା ଢେର
ବିଜେପୁର :-ଗ୍ରାମାଞ୍ଚଳରେ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ଓ ମଇଳା ପରିଚାଳନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସରକାର ପକ୍ଷରୁ ବ୍ୟାପକ ଯୋଜନା ହାତେ ନିଆଯାଇଛି। ପ୍ରତ୍ୟେକ ପଞ୍ଚାୟତକୁ ମଇଳା ସଂଗ୍ରହ ପାଇଁ ଇଲେକ୍ଟ୍ରିକ ଗାଡି ଯୋଗାଇବା ସହ ଗ୍ରାମର ବିଭିନ୍ନ ସ୍ଥାନରେ ଡଷ୍ଟବିନ ଓ ମଇଳା ପକାଇବା…
ମାର୍ଚ୍ଚ ମାସ ୫ ତାରିଖ ୧୨ ଘଣ୍ଟିଆ ଧର୍ମଘଟ ଡାକରା ସଫଳ
ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡା.ତାପସ ରଞ୍ଜନ ସେନାପତି ପୁନଃ ଦାୟିତ୍ଵ ଗ୍ରହଣ ପାଇଁ ଆଦେଶନାମା ଜାରି କଲେ ନୟାଗଡ଼ ଜିଲ୍ଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ
ଓଡ଼ଗାଁ,୬।୩(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଗୋଷ୍ଠୀ…