Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଝାରସୁଗୁଡ଼ା ଡିଏଭିରେ ଇନଭେଷ୍ଟିଚର ସେରେମନି
ଛାତ୍ର ପରିଷଦରେ ଚାରିଟି ହାଉସ ଓ ବାରଟି କ୍ଲବ ଗଠିତ
ଝାରସୁଗୁଡ଼ା-ଝାରସୁଗୁଡ଼ା ଡିଏଭି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଶିକ୍ଷାବର୍ଷ ୨୦୨୬-୨୭ ଲାଗି ଛାତ୍ର ପରିଷଦ ଗଠନ ହେବା ସହ ଦାୟିତ୍ୱ ଅର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି ଏବଂ!-->!-->!-->!-->!-->…
ଏମ୍ଏମ୍ଡିଆର୍ ବିଲ୍କୁ ନେଇ ଝାରସୁଗୁଡ଼ାରେ ମଶାଲ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀ ଓ ବିଜେପି ସାଂସଦଙ୍କ କୁଶପୁତ୍ତଳିକା…
ଝାରସୁଗୁଡ଼ା: ଏମ୍ଏମ୍ଡିଆର୍ ବିଲ୍କୁ ନେଇ ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ପ୍ରଶ୍ନରେ ରାଜ୍ୟ ସରକାର ଓ ବିଜେପିର ୨୦ ଜଣ ସାଂସଦ ନୀରବ ରହିଥିବା ଅଭିଯୋଗ କରି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ସମେତ ଇଣ୍ଡିଆ ଗଠବନ୍ଧନର ବିଭିନ୍ନ ଦଳ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି।
!-->!-->…
ପଠାଣି ସାମନ୍ତ ଗଣିତ ମେଧାବୃତ୍ତିରେ ଛାତ୍ରଙ୍କ କୃତିତ୍ୱ
ବେଲଗୁଣ୍ଠା,୨୫/୦୮, -(ଶିବରାମ ଚୌଧୁରୀ )-ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ ଗାଙ୍ଗପୁର ଅନ୍ତର୍ଗତ ସିଆରିମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ହିଂମାଶୁ ବିଷୋୟୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ପରୀକ୍ଷାରେ ୫୭ ନମ୍ବର ପାଇ ସୋରଡ଼ା ବ୍ଲକ୍ରେ ପ୍ରଥମ ସ୍ଥାନ ଅଧିକାର!-->…
ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ କାର୍ଯ୍ଯକ୍ରମ ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପାଇକମାଳ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ନବସୃଜନ ଉଦ୍ୟୋଗକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । " ବଡ଼ ପରିବର୍ତ୍ତନ ସବୁବେଳେ ବଡ଼ ଚିନ୍ତାରୁ ନୁହେଁ , ଏକ ଛୋଟ ନୂଆ!-->!-->!-->…
ଓଡ଼ିଶାର ସର୍ବଶ୍ରେଷ୍ଠ ଏନ୍ଏସି ଭାବେ ଓଡ଼ଗାଁ ଏନ୍ଏସିକୁ ମିଳିବ ସମ୍ମାନ
ପୁରସ୍କାର ବାବଦରେ ମିଳିବ ୨ କୋଟି ଟଙ୍କା
ଓଡ଼ଗାଁ, ୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ସମଗ୍ର ଓଡ଼ିଶାରେ ସ୍ଥାନୀୟ ରାଜସ୍ୱ ଆୟ ଅଭିବୃଦ୍ଧି ଓ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରି ସର୍ବଶ୍ରେଷ୍ଠ ଏନ୍ଏସି ଭାବେ!-->!-->!-->…
ଓଡ଼ଗାଁ ବ୍ଲକ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମ
ଶିଶୁଙ୍କ ଅଧିକାର ଓ ସୁରକ୍ଷା ସହ ବାଲ୍ୟବିବାହ ରୋକିବା ଉପରେ ଗୁରୁତ୍ୱ
ଓଡ଼ଗାଁ, ୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭାଗୃହରେ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁଙ୍କ ଅଧିକାର, ସୁରକ୍ଷା ଓ ବାଲ୍ୟବିବାହ ରୋକିବା ନେଇ ଏକ!-->!-->!-->!-->!-->…
ସେପ୍ଟେମ୍ବର ୮ରେ ଓଡ଼ଗାଁ କଲେଜ ପରିସରରେ ଅନୁଷ୍ଠିତ ହେବ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର
ଓଡ଼ଗାଁ, ୨୫ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୬-୨୭ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏହି ଶିବିରରେ ଶୁନରୁ ରୁ ୬ ବର୍ଷ ବୟସର ଶିଶୁ,!-->…
ଲାଞ୍ଚ ନେଇ ୪ବର୍ଷ ଜେଲ୍ ଗଲେ ପଞ୍ଚାୟତ କାର୍ଯ୍ଯ ନିର୍ଵାହୀ ଅଧିକାରୀ।
ପଦ୍ମପୁର : - ରାଜବୋଡାସମ୍ବର୍ ବ୍ଲକ ପୁରେନା ଗ୍ରାମ ପଞ୍ଚାୟତ କାର୍ଯ୍ଯ ନିର୍ଵାହୀ ଅଧିକାରୀ ଛବିଳ ବରିହାଙ୍କୁ ମାନ୍ୟବର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତୃତୀୟ କିସ୍ତି ଟଙ୍କା ବିଲ୍ କରାଇଦେବା ବାହାନାରେ ସତିଭଟା ଗ୍ରାମର ଅର୍ଜୁନ ଲୁହାର ଙ୍କ ଠାରୁ!-->!-->!-->…
ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍ ସମାରୋହ
ଭୁବନେଶ୍ୱର, ଅଗଷ୍ଟ୨୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୪୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ଏକ ବିଶେଷ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।ପନ୍ଦରଟି ବିଭିନ୍ନ ଦେଶରୁ!-->!-->!-->…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ବେଦକ୍ଷତା ସ୍କିଲ୍ ଡେଭଲପମେଣ୍ଟ ପଦକ୍ଷେପ ମାଧ୍ୟମରେ ୩୦ ଯୁବକ-ଯୁବତୀଙ୍କୁ ସଶକ୍ତ…
ଏହି ପଦକ୍ଷେପ ଅଧୀନରେ ୩୦ ଯୁବକ-ଯୁବତୀଙ୍କୁ ଶିଳ୍ପ ଆବଶ୍ୟକତା ଅନୁକୂଳ ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ନିଯୁକ୍ତିଯୋଗ୍ୟତା ଓ ସ୍ଥାୟୀ ଜୀବିକା ସୁଯୋଗ ବୃଦ୍ଧି କରାଯାଇଛି।
ଝାରସୁଗୁଡ଼ା, ଓଡ଼ିଶା; ୨୪ ଅଗଷ୍ଟ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ!-->!-->!-->!-->!-->…