Browsing Category

ରାଜ୍ୟ

ମହାବୀର ଙ୍କ ମନ୍ଦିର ରେ ଦଧିନଉତି ସ୍ଥାପନ।

 ବାସୁଦେବପୁର -ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ  ଲକ୍ଷିଦାସ ପୁର,,ଗ୍ରାମପଞ୍ଚାୟତ ଅଧିନ ରାମଚନ୍ଦ୍ର ପୁର ଗ୍ରାମ ରେ ମହାବୀର ମନ୍ଦିର ର ଦଧିନଉତି ବହୁ ଆଡମ୍ବର ସହିତ ମନ୍ଦିର କାର୍ଯକ୍ରମ ସମ୍ପୂର୍ଣ୍ଣ ହେଇଯାଇଛି ।ଏଥିରେ ୩ଟି ମୁଖ୍ୟ କଳସ ଦାୟିତ୍ଵ ରେ ଗ୍ରାମର ନୀଳମଣି ବାରିକ ,…

“ଅନ୍ଵେଷା” ଶୀତଳ ଭଣ୍ଡାରରେ, ଜନଜାତି ମେଧାବୀଙ୍କ ଭବିଷ୍ୟତ ଅନ୍ଧାରରେ

ଉଦାସୀନ ରାଜ୍ୟ ସରକାର ନିଦା ବିଷ୍ଣୁ ମୁଦ୍ରାରେ କେନ୍ଦୁଝର, ତା୧୨/୩- ଜନଜାତି ବର୍ଗର ଅଭାବି ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହରର ଉନ୍ନତ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠପଢ଼ାର ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରଖି, ନବୀନ ସରକାର "ଅନ୍ଵେଷା" ଯୋଜନା ପ୍ରଣୟନ କରିଥିଲେ। ଏ ଯୋଜନା…

ଶିରିଡି ସାଇବାବାଙ୍କ ପବିତ୍ର ଚରଣ ପାଦୁକା ଦର୍ଶନ ସମାରୋହ

କେନ୍ଦୁଝର,ତା୧୨/୦୩- ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ, ଶିରିଡି ଦ୍ଵାରା ଶିରିଡିରେ ସାଇବାବାଙ୍କ ଦ୍ଵାରା ବ୍ୟକ୍ତିଗତ ଭାବେ ବ୍ୟବହାର କରାଯାଇଥିବା ପବିତ୍ର ଚରଣ ପାଦୁକା ଆସନ୍ତା ମାର୍ଚ୍ଚ ୧୬ ତାରିଖ ସୋମବାର ଦିନ କେନ୍ଦୁଝର ସହର ଉପକଣ୍ଠ ବାମ୍ପାରସ୍ଥିତ ସାଇବାବା ମନ୍ଦିରରେ ପହଞ୍ଚିବ।…

ଓପିଜିସି ପକ୍ଷରୁ ଚକ୍ଷୁ ଶିବିର

ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ପକ୍ଷରୁ ସିଏସଆର ଅଧୀନରେ ଲଖନପୁର ବ୍ଲକ ତେଲେନପାଲି ପଞ୍ଚାୟତରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କେୟାର ନେଟ୍ରାମ ଏଲଏଲପି ସହଯୋଗରେ ଅନୁଷ୍ଠିତ ଶିବିରକୁ ଓପିଜିସିର ନିର୍ଦ୍ଦେଶକ (ଅପରେସନ୍) ଅଞ୍ଜନ ରଞ୍ଜନ ଦାଶ…

ବିଜେପୁର ସିଏଚସିର ନୂତନ ଭବନ ପାଇଁ ଶିଳାନ୍ୟାସ, ୧୬.୭୫ କୋଟି ଟଙ୍କା ବ୍ୟୟ ଅଟକଳ

 ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ର ନୂତନ ଭବନ ନିର୍ମାଣ ପାଇଁ ଗୁରୁବାର ଶିଳାନ୍ୟାସ କରାଯାଇଛି। ବିଜେପୁର ନିର୍ବାଚନମଣ୍ଡଳୀର ବିଧାୟକ ସନତ କୁମାର ଗଡ଼ତୀୟାଙ୍କ କରକମଳରେ…

ଆଇଜର କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ।

ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ . ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର) କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…

ମୁଖ୍ୟ ଅଭିଯୁକ୍ତ କୁ ଗିରଫ, ହତ୍ୟା ପରେ ଫିଙ୍ଗି ଦେଇ ଥିଲା

ନିଖୋଜ ର ଦୁଇ ଦିନ ପରେ ନାବାଳିକା ର ମୁତଦେହ ଉଦ୍ଧାର  ରାଜଗାଙ୍ଗପୁର, ୧୧-୦୩-୨୬. ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଗତ (୦୯-୦୩-୨୬) ନିଖୋଜ ଥିବା ଜଣେ ନାବାଳିକା(୮) ଙ୍କ ମୃତଦେହ ପୁଲିସ ବୁଧୁବାର ଅପରାହ୍ନରେ ଏକ ଜଙ୍ଗଲରୁ ଉଦ୍ଧାର କରିଛି। ନାବାଳିକାଙ୍କ ତଣ୍ଟି ଚିପି ହତ୍ୟା…

ବାଲିଆପାଳରେ ଟାଟା ଷ୍ଟିଲ ଫାଉଣ୍ଡେସନ ଅରୁଣିମା, ୨୦୨୬ର ଶୁଭାରମ୍ଭ – ଫୋକସରେ ଜଳବାୟୁ ଅନୁକୁଳ ଜୀବନଶୈଳୀ

ଆଖପାଖ ଗାଁରୁ ୨୦୦ ରୁ ଉର୍ଦ୍ଧ୍ୱ ମହିଳା ଏବଂ 200 ଉର୍ଦ୍ଧ୍ବ ଚାଷୀଙ୍କ ଅଂଶଗ୍ରହଣ ବାଲିଆପାଳ, ଓଡ଼ିଶା, ମାର୍ଚ୍ଚ ୧୧, ୨୦୨୬ - ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଅଧିନରେ ଥିବା ଦେଉଳ ଗାଁର ମିନି ଷ୍ଟାଡିୟମରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଅରୁଣିମା, ୨୦୨୬କାର୍ଯ୍ୟକ୍ରମର ଶୁଭାରମ୍ଭ…

ବିଶିଷ୍ଟ ସାହିତ୍ୟିକ ଚକ୍ରପାଣି ପରିଚ୍ଛା ପାଇବେ ‘କବି ବଳରାମ ପୂଜାରୀ ସ୍ମୃତି ସମ୍ମାନ’

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୧/୩/୨୬: ଦୀର୍ଘ ବର୍ଷର ସାଧନାରେ ଓଡ଼ିଆ ସାହିତ୍ୟର ବାଣୀଭଣ୍ଡାରକୁ ସମୃଦ୍ଧ କରୁଥିବା ବିଶିଷ୍ଟ କବି ଚକ୍ରପାଣି ପରିଚ୍ଛା ପାଇବେ 'କବି ବଳରାମ ପୂଜାରୀ ସ୍ମୃତି ସମ୍ମାନ' । ଆସନ୍ତା ମାର୍ଚ୍ଚ ୨୧ ତାରିଖ ଦିନ ଜୟପୁର ଠାରେ ଅନୁଷ୍ଠିତ ହେବାକୁ…

ଗ୍ରୀଷ୍ମ ଆରମ୍ଭ ରୁ ବଢୁଛି ତାତି, ଦେଶୀ ତରଭୁଜ ଆଣୁଛି ଆଶ୍ବସ୍ତି ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ମାଲକାନଗିରି ତା ୧୧/୩/୨୬: ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ବଢ଼ିବାରେ ଲାଗିଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଆଖୁ ରସ ଏବଂ ଫଳ ରସ ପିଇବାକୁ ପସନ୍ଦ କରିଥାନ୍ତି । ଖରାଦିନ ଆରମ୍ଭରେ ଜିଲ୍ଲା ର ବିଭିନ୍ନ…