Browsing Category

ରାଜ୍ୟ

ସାର୍ବଜନୀନ ଷୋହଳ ପ୍ରହରୀ ନାମଯଜ୍ଞ

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାର୍ବଜନୀନ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ଧାର୍ମିକ ଆୟୋଜନକୁ ନେଇ ସମଗ୍ର ତାଳପଦର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ…

କଦଳୀବନ୍ଧ ହତ୍ୟାକାଣ୍ଡ: ପଥର ଖଣି ବିବାଦରୁ ଯୁବକଙ୍କୁ ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଗିରଫ

ଓଡଗାଁ, ୧୧।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡଗାଁ ଥାନା ଅନ୍ତର୍ଗତ କଦଳୀବନ୍ଧ ଅଞ୍ଚଳରେ ଅବୈଧ ପଥର ଖଣି ଓ ପରିବହନକୁ କେନ୍ଦ୍ର କରି ଘଟିଥିବା ଏକ ରକ୍ତାକ୍ତ ଘଟଣାରେ ଅଜିତ କୁମାର ସାହୁ (୩୮) ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସମଗ୍ର…

ପୁରୁଣା କର୍ମଚାରୀଙ୍କ ପୁନଃନିଯୁକ୍ତି ଦାବି ତୀବ୍ର

୧୩ରୁ ଓଡିଶା ମେଟାଲିକ୍ସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ଧାରଣା ଚେତାବନୀ ଝାରସୁଗୁଡା, ୧୧/୫: ଝାରସୁଗୁଡା ସଦର ବ୍ଲକ ମରାକୁଟା ପଞ୍ଚାୟତ ଅନ୍ତର୍ଗତ ବୁଢୀପଦାର ଠାରେ ଅବସ୍ଥିତ ଓଡିଶା ମେଟାଲିକ୍ସ କମ୍ପାନୀରେ ପୁରୁଣା କର୍ମଚାରୀଙ୍କ ପୁନଃନିଯୁକ୍ତି ପ୍ରସଙ୍ଗ ପୁଣିଥରେ ତୀବ୍ର ଆକାର ଧାରଣ କରିଛି।…

ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରେ ମେରା ଯୁବା ଭାରତ ଦ୍ୱାରା ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆଜି ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ମାଲକାନଗିରି ଠାରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ ହୋଇ ଯାଇଛି । ୧୯୯୮ ପୋଖରାନ-୨ ପରମାଣୁ ପରୀକ୍ଷଣର ବାର୍ଷିକୀ ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଦେଶର ଉନ୍ନତିକୁ…

ଓଡ଼ିଶାକୁ ଚୋରାରେ ଆସୁଛି କେନ୍ଦୁପତ୍ର, ବେପାରୀ ମାଲାମାଲ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,, ତା ୧୧/୦୫ : ମାଲକାନଗିରି ଜିଲ୍ଲାର କାଲିମେଳା ଓ ଏମ୍‌ଭି-୭୯ କେନ୍ଦୁପତ୍ର ରେଞ୍ଜ ଅଧୀନରେ ଥିବା ସରକାରୀ ଓ ଘରୋଇ ଫଡ଼ିରେ କେନ୍ଦୁପତ୍ର କିଣା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ବେପାରୀମାନେ ଚୋରାରେ ଛତିଶଗଡ଼ରୁ କେନ୍ଦୁପତ୍ର କିଣି…

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):- ତା.୧୧-୦୪-୨୦୨୬ରିଖ ଦିନ ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ…

ଅବସର ପ୍ରାପ୍ତ ନୌସୈନିକଙ୍କ ଆକସ୍ମିକ ମୃତ୍ୟୁ କୁ ନେଇ ଶୋକରେ ବୁଡ଼ିଲା ଅଞ୍ଚଳ

 ସ୍ଥାନୀୟ ଯୁବକଙ୍କ ପାଇଁ ତିଆରି କରୁଥିଲେ ଅଗ୍ନିଯୋଦ୍ଧା ତାଲିମ କେନ୍ଦ୍ର। ଉମରକୋଟ /ନବରଙ୍ଗପୁର 11/05/2026,ଗତକାଲି ଉମରକୋଟ ର ଉଦୀୟମାନ ଯୁବକ ତଥା ପୂର୍ବତନ ନୌସୈନିକ ଗୋଲଡ ସ୍ମିଥ ସୁମିତ (୩୬)ଙ୍କ ଆକସ୍ମିତ ମୃତ୍ୟୁ କୁ ସହରବାସୀ ସହଜରେ ଗ୍ରହଣ କରୁନଥିବା ବେଳେ, ଆଜି ତାଙ୍କର ଅନ୍ତିମ…

କେନ୍ଦୁଝର ଜିଲ୍ଲା କଳାକାର ସଙ୍ଘ ପକ୍ଷରୁ କେନ୍ଦୁଝର ଉତ୍ସବ ଅନୁଷ୍ଠିତ

 କଳା ସଂସ୍କୃତି ଏକ ବିକଶିତ ସମାଜର ପ୍ରତିବିମ୍ବ କେନ୍ଦୁଝର,ତା୧୧/୫- କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କେନ୍ଦୁଝର ଉତ୍ସବ ୨୦୨୬ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ କେନ୍ଦୁଝର ଜିଲ୍ଲା କଳାକାର…

ଘିମିରି ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର : ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିମିରି ନିରାକରଣ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ସାହୁ ଉପସ୍ଥିତ ରହି କହିଲେ ଗ୍ରୀଷ୍ମ ରୁତୁର ଉତ୍ତାପରୁ ସ୍ଵେଦ ଓ ମଇଳା ଚର୍ମରେ…

ଆବାସ ଯୋଜନା କାହାପାଇଁ: ଉକିଆଙ୍କ ପାଇଁ ଆବାସ ଯୋଜନା ସାତ ସପନ

କୁଚିଣ୍ଡା,(ଅଜୟ କୁମାର ବାଘ) : ଦୁଇ ବର୍ଷ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ ଗ୍ରାମର ବୃଦ୍ଧା ମହିଳା ଉକିଆ ରାଉତଙ୍କ ଘରଟି ଭାଙ୍ଗି ଯାଇଛି। ଫଳରେ ଭାଙ୍ଗି ଯିବାରୁ ରହିବା ଓ ରୋଷେଇବାସ କରିବା ପାଇଁ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ…