Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜନଗଣନା ୨୦୨୭ ନିମନ୍ତେ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ
କଟକ,୧୪ .୦୩ .୨୦୨୬ ରିଖ – ୨୦୨୭ ଜନଗଣନାକୁ ସ୍ଵଚ୍ଛତା ଅବଲମ୍ବନ ପୂର୍ବକ ନିର୍ଭୁଲ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ତରଫରୁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ…
ଆକ୍ସନ ମୋଡ୍ରେ ନୂତନ ଜିଲ୍ଲାପାଳ: ପ୍ରଶାସନିକ ସମୀକ୍ଷା ବୈଠକ ଜରିଆରେ ବିକାଶର ନୂଆ ପର୍ଯ୍ୟାୟ*
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: - ମାଲକାନଗିରିର ନୂତନ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ…
ଏନଆଇଟି ରାଉରକେଲାରେ ମେଗା ରକ୍ତଦାନ ଶିବିର ଆୟୋଜିତ.
ରାଉରକେଲା, (ବସନ୍ତ କୁମାର ଜେନା ): ରୋଟାରି କ୍ଲବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଏନଆଇଟି ବିକ୍ରମ ସାରାଭାଇ ହଲ୍ ଅଫ୍ ରେସିଡେନ୍ସ ଠାରେ ଏକ ବିଶାଳ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଶିବିରଟି ଏନଆଇଟି କ୍ୟାମ୍ପସ୍ର ସ୍ବାସ୍ଥ୍ୟ ସେଣ୍ଟର ଏବଂ ଆରଜିଏଚ୍…
ସ୍ବଭାବକବି ଗଙ୍ଗାଧରଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି
ବରଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁର ପକ୍ଷରୁ ସ୍ବଭାବକବି ଗଙ୍ଗାଧରଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମରେ ପରିଷଦର ଉପଦେଷ୍ଟା ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ…
ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ବୈଠକ
ଆଜି ଅପରାହ୍ନ 4ଘଟିକା ସମୟରେ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ବର୍ଗତ ସାମ୍ବାଦିକ ବାସୁଦେବ ରାଉଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା…
ସାମାନ୍ୟ ବଚସାରୁ ଆକ୍ରମଣ: ୨ ଗିରଫ,
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-୧୪/୩-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୁଆପଲ୍ଲୀ ଗ୍ରାମରେ ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ମିଳିଥିବା ସୂଚନା ଅନୁଯାୟୀ,…
ଓପିଜିସି ତରଫରୁ ଦଲଗାଁ ରେ ଚକ୍ଷୁ ଚିକିତ୍ସା ଶିବିର
ଇବଥର୍ମାଲ, ୧୩/୦୩/୨୦୨୬ : ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡା ଜିଲ୍ଲାର ଦଲଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି| କେୟାର ନେତ୍ରମ, ଭୁବନେଶ୍ୱର ର ସହଯୋଗରେ ଏହି ଶିବିର ଆୟୋଜିତ…
ବେଦାନ୍ତ ଝାରସୁଗୁଡାରେ ମହିଳା ବୃତିଗତମାନେ ଶିଳ୍ପରେ ଏକ ବୈପ୍ଳବିକ ପରିବର୍ତନ ଆଣିଛନ୍ତି
ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଆଲୁମିନିୟମ ପ୍ଲାଂଟର କେନ୍ଦ୍ରସ୍ଥଳରେ, ମହିଳା ବୃତିଗତମାନେ ଆତ୍ମବିଶ୍ୱାସର ସହିତ ସେହି ଭୂମିକା ଗ୍ରହଣ କରୁଛନ୍ତି ଯାହାକି ପୂର୍ବରୁ ସେମାନଙ୍କ ପାଇଁ ସୀମା ବାହାରେ ବୋଲି ବିବେଚନା କରାଯାଉଥିଲା। ଏହା କରି, ସେମାନେ ନୂତନ ଉପାୟରେ ଭାରତର ଉତ୍ପାଦନ…
କୁନି ମନର ଉଲ୍ଲାସ— ଝାରସୁଗୁଡ଼ା ଡିଏଭିରେ ବାଳ ମେଳା ଆୟୋଜିତ
ଝାରସୁଗୁଡ଼ା, ତାରିଖ: ୧୩/୦୩/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ନର୍ସରୀଠାରୁ ଆରମ୍ଭ କରି ୨ୟ ଶ୍ରେଣୀ ପର୍ଯ୍ୟନ୍ତ ବାଳ ବାଟିକା ଶିଶୁମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ବାଳ ମେଳା ଆୟୋଜିତ ହୋଇଯାଇଛି । ବିଗତ ଶିକ୍ଷାବର୍ଷର ସମାପ୍ତି ପରେ…
ଭଞ୍ଜନଗର ସିଭିଲ୍ କୋର୍ଟରେ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ: ୨୪୬ ମାମଲାର ସମାଧାନ ସହ ୩୪.୭୫ ଲକ୍ଷ ଟଙ୍କାର ସମ୍ମତି…
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ସିଭିଲ୍ କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଆଜି ଶନିବାର ୧୪ ତାରିଖ ୨୦୨୬ ଦିବସ ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ ବିଭିନ୍ନ ବେଞ୍ଚ ମାଧ୍ୟମରେ…