Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଆ ଦକ୍ଷିଣ କାଳୀ ପୀଠରେ ସଂକ୍ରାନ୍ତି ହୋମ
ବେଲଗୁଣ୍ଠା,୧୬/୦୫,-(ଶିବରାମ ଚୌଧୁରୀ )-ଆଜି ବୃଷ ସଂକ୍ରାନ୍ତି ଅବସରରେ ମନ୍ଦିର ମାଳିନୀ ବେଲଗୁଣ୍ଠା ସହରର ଆରାଧ୍ୟା ଦେବୀ ମାଆ ଦକ୍ଷିଣ କାଳୀଙ୍କ ପୀଠରେ ସଂକ୍ରାନ୍ତି ପୂଜା ଏବଂ ହୋମ ଅନୁଷ୍ଠିତ ହୋଇଯାଇଛି। ଏହି ହୋମରେ କର୍ତ୍ତା ରୂପେ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ ଏବଂ…
ଶିଶୁ ର ଜୀବନ ବଂଚାଇଲେ ସନ୍ଦିପ
ବଲାଙ୍ଗିର,ତା.୧୬.୦୫.୨୬- ଆଜି ବଲାଙ୍ଗିର ଭୀମଭୋଇ ହସ୍ପିଟାଲ ଶିଶୁ ବିଭାଗରେ ଟିଟିଲାଗଡ ବ୍ଲକ ଶିଲଂଣ୍ଡା ଗ୍ରାମର ପାଂଚ ବର୍ଷ ଶିଶୁ ଲକ୍ଷ୍ମୀପ୍ରିୟା ସେଲମା ଜଣ୍ଡିସ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଜରୀରୀକାଳନ ପରିସ୍ଥିତି ରେ ରକ୍ତର ଆବଶ୍ୟକ ହେବାରୁ ତାଙ୍କ ମାମୁ ତୋଫାନ…
ନୂତନ ଭାଗବତଟୁଙ୍ଗିର ଗୃହପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।
ନୀଳଗିରି - ୧୬/୫: ଔପଦା ବ୍ଲକ୍ ଗୋପ ଶ୍ୟାମସୁନ୍ଦରପୁର ଭାଗବତଟୁଙ୍ଗୀର ନୂତନ ଗୃହପ୍ରତିଷ୍ଠା ଉତ୍ସବ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ଭାଗବତପ୍ରେମୀ ପୁରୁଷ ଓ ମହିଳା ଯୋଗଦାନକରି କଳସ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଗତ ୧୫ତାରିଖ ଶୁକ୍ରବାର ଠାରୁ…
ଖଇରା ମାଇନିଂ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ।
ବାଲେଶ୍ୱର ଜିଲ୍ଲା ଖଇରା ଜୁନିୟର ମାଇନିଂ ଅଧିକାରୀଙ୍କୁ ଗତ ରାତିରେ ଆକ୍ରମଣ କରିବା ସହ ଗାଡିକୁ ପଥର ଫିଙ୍ଗିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ।କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଇରା ଜୁନିୟର ମାଇନିଂ ଅଧିକାରୀ ଅଭିଷେକ ବେହେରା ୨ଜଣ ପୋଲିସ୍…
ଅନ୍ତର୍ଜାତୀୟ ପରିବାର ଦିବସ: ପରିବାରକୁ ମଜବୁତ କରିବା, ସମ୍ପ୍ରଦାୟଗୁଡ଼ିକୁ ସମର୍ଥନ କରିବା ପାଇଁ ବେଦାନ୍ତ ଆଲୁମିନିୟମର…
ଏପରି ଏକ ପରିବେଶ ସୃଷ୍ଟି କରିବା ଯାହା କର୍ମଚାରୀମାନଙ୍କୁ ସମର୍ଥନ କରିବ, ପରିବାରକୁ ସଶକ୍ତ କରିବ ଏବଂ ସମ୍ପ୍ରଦାୟଗୁଡ଼ିକୁ ସୁଦୃଢ଼ କରିବ
ଝାରସୁଗୁଡ଼ା: ଅଧିକାଂଶ ଲୋକଙ୍କ ଜୀବନ ଯାତ୍ରା ପ୍ରାୟତଃ ଏକ ଦୃଢ଼ ଆଧାର ଉପରେ ନିର୍ମିତ ହୋଇଥାଏ- ତାହା ହେଉଛି ସେମାନଙ୍କ ପରିବାର, ଯାହା ସେମାନଙ୍କର…
ଜିଲ୍ଲା ସ୍ତରୀୟ ସୁନାମୀ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ
ବାଲେଶ୍ଵର-: ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ହିଡ଼ିଗାଁ ଗ୍ରାମ ପଂଚାୟତର ହିଡ଼ିଗାଁ ଓ ଗୁଡ଼ୁପାହି ଗ୍ରାମ ପଂଚାୟତର ଗୁଡ଼ୁପାହି ଗ୍ରାମଠାରେ ଜିଲ୍ଲାସ୍ତରୀୟ, ସୁନାମି ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି ।ଗୁଡ଼ୁପାହି ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ଜ଼ିଲ୍ଲା…
ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ସମ୍ବର୍ଦ୍ଧନା
ଗରଦପୁର ତା୧୫/୦୫ - ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ , ବସନ୍ତପୁର ତରଫରୁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ତେଣ୍ଡାକୁଡା ଫଜଲ୍ ହକ୍ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୁଭ ଲକ୍ଷ୍ମୀ ନାୟକ A1 ଗ୍ରଡ୍ ପାଇ ଉତ୍ତୀର୍ଣ୍ଣ ହୋଇଥିବାରୁ ଏବଂ ଆମ ଅଞ୍ଚଳବାସୀ ଗୌରବ ଆଣି ଥିବାରୁ ତାଙ୍କୁ…
ମହିଳା ଆଇନ ସଂରକ୍ଷଣ ବିଲ୍ ପାରିତ ପାଇଁ ଜିଲ୍ଳା କଂଗ୍ରେସର ମଶାଲ ଶୋଭାଯାତ୍ରା
ନବରଙ୍ଗପୁର, 16/05/2026,ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହିଳା ଆଇନ ସଂରକ୍ଷଣ ବିଲ୍ ପାରିତ ପାଇଁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସଦାଶିବ ପାର୍କ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ…
ବଡ଼ ଭଉଣୀ ର ଶାଶୁ ଘରେ ସାନ ଭଉଣୀ କୁ ହତ୍ୟା l
ଅସ୍ତରଙ୍ଗ: ବଡ଼ ଭଉଣୀ ଙ୍କ ଶାଶୂଘର ତଥା ଭିଣୋଇ ଘରେ ଶାଳୀ କୁ ନିର୍ମମ ଭାବେ ହତ୍ୟା ଘଟଣା ଭଳି ଏକ ଜଘନ୍ୟ ଅପରାଧ ଶନିବାର ଦିନ ସକାଳୁ ସକାଳୁ ଦେଖିବାକୁ ମିଳିଛି କାକଟପୁର ଥାନା ଅଧୀନ ଶଙ୍କରେଶ୍ୱର ମହାଦେବ ଙ୍କ ନିକଟ ଏକ ସ୍ତାନରେ l ଏଠାରେ ପ୍ରକାଶ ଯୋଗ୍ୟ ଜେ, ଅସ୍ତରଙ୍ଗ ଥାନା ଅଧୀନ…
ବିଦେଶୀ ମଦ ସହ ପେଟ୍ରୋଲ ଜବତ ଜଣେ ଗିରଫ , ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ
ରାଜଗାଙ୍ଗପୁର 16/5/26() ରାଜଗାଙ୍ଗପୁର ପୋଲିସ ପକ୍ଷରୁ ରୁ ରାଣୀବନ୍ଦ ନିକଟ ରାଜ୍ୟ ରାଜ ପଥ 10 ରେ ଅବସ୍ଥାପିତ ବିଭିନ୍ନ ଢାଵା ଏବଂ ମାଟିଗେଟ ନିକଟ ନିୟୁ ପଞ୍ଜାବୀ ଗାର୍ଡେନ ଉପରେ ଚଢ଼ାଉ କରି 302 ବିଦେଶୀ ମଦ ସହ, ବେଆଇନ 100ଲିଟର ପେଟ୍ରୋଲ ଜବତ କରି ଥିଲା l ସୂଚନା ଅନୁସାରେ ରାଜଗାଙ୍ଗପୁର…