Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ପକ୍ଷରୁ ଅନ୍ନପୂର୍ଣ୍ଣା ସ୍ମୃତି ସମ୍ମାନ ଓ ସୁରେଖା ସ୍ମୃତି ସମ୍ମାନ ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ର ତେତିଶ ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଡଃ ବୈଷ୍ଣବ ଚରଣ ସାମଲ , କଟକ , ମୁଖ୍ୟ ବକ୍ତା ଶ୍ରୀ ଦେବ…
ରୋଟାରୀ ଷ୍ଟିଲ ସିଟି ର ଚ୍ୟାରିଟି କାର୍ଯ୍ୟକ୍ରମ
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ରୋଟାରୀ ଷ୍ଟିଲ ସିଟି ତରଫରୁ ରାଉରକେଲା କ୍ଲବ ଠାରେ ଏକ ଚ୍ୟାରିଟି ସୋ ଆୟୋଜନ କରାଯାଇଥିଲା। ଏହି ଚ୍ୟାରିଟି ସୋ ରେ ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା ଏଥିରୁ ମିଳୁଥିବା ଅର୍ଥରାଶି ସମାଜରେ…
ଆସ୍ଥା ର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ସିଭିକ ସେଣ୍ଟର ଠାରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅନନ୍ୟା ନାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସ୍ଥା ର ସଭାପତି ବିଷ୍ଣୁ ମୋହନ ମିଶ୍ରଙ୍କ ସଭାପତିତ୍ବ,…
ବିଶ୍ବ ନାଟ୍ଯଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଉଦ୍ଘାଟିତ
ସମ୍ପର୍କ ଆୟୋଜିତ ନାଟକ ଅସ୍ମିତା ମଞ୍ଚସ୍ଥ
ରାଉରକେଲା:(ବସନ୍ତ କୁମାର ଜେନା): ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ ସଂପର୍କ ଦ୍ବାରା ଆୟୋଜିତ ବିଶ୍ବ ନାଟ୍ଯଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ରଘୁନାଥପାଲିର ମାନ୍ୟବର ବିଧାୟକ ଦୁର୍ଗାଚରଣ ତନ୍ତୀ ଙ୍କ କର କମଳରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ…
ରୋଟାରୀ କ୍ଳବ୍ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ
ବେଲଗୁଣ୍ଠା, ୨୨/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ମାଆ ବ୍ରାହ୍ମଣ ଦେବୀ ମନ୍ଦିର ପ୍ରାଙ୍ଗଣରେ ରୋଟାରୀ କ୍ଲବ୍ ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି I ରୋଟାରୀ କ୍ଲବ୍ ସଭାପତି ରଞ୍ଜିତ୍ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ଦିବ୍ୟ…
‘ଦର୍ଶନ’ ପକ୍ଷରୁ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ
ନୟାଗଡ଼(ବିଶ୍ୱଜିତ ନାୟକ) :- ଦୈନିକ ଖବରକାଗଜ ଦର୍ଶନ ପକ୍ଷରୁ ଆଜି ନୟାଗଡ଼ ସାମ୍ବାଦିକ ଭବନ ପରିସରରରେ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରତିନିଧି ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼…
ଝୁଲନ୍ତା ଅବସ୍ଥା ରେ ମାଛ ବ୍ୟବସାୟୀ ମୃତ୍ୟୁ, ମୃତ୍ୟୁ କୁ ନେଇ ବଢୁଛି ସନ୍ଦେହ
ଅସ୍ତରଙ୍ଗ ୨୨/୩: ରବିବାର ସକାଳ ସମୟ ରେ, ଜିଉଁନ୍ତି ଖଣ୍ଡାସାହି ରାସ୍ତା କଡ଼ରେରେ ଥିବା ଏକ ଗଛରେ ଜଣେ ବ୍ୟକ୍ତି ଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଶରୀର କିଛି ସ୍ଥାନୀୟ ଲୋକ ଯାତାୟାତ ସମୟ ରେ ଦେଖିବାକୁ ପାଇଥିଲେ ।ଘଟଣା ପ୍ରବାହିତ ହେବାରୁ ଅସ୍ତରଙ୍ଗ ମାଛ ବ୍ୟବସାୟୀ ମାନେ ଘଟଣା ସ୍ଥଳରେ…
ଜଳ ଅର୍ପଣ ଦିବସ ସମାରୋହ” ଆୟୋଜିତ ।
କେନ୍ଦ୍ରାପଡା:22/03(ପ୍ରଫୁଲ୍ଲ କୁମାର ମଲ୍ଲ)କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଭଣଗାଁ ଠାରେ ରବିବାର “ଜଳ ଅର୍ପଣ ଦିବସ ସମାରୋହ” ବିଶାଳ ଭାବରେ ଆୟୋଜିତ ହୋଇଯାଇଛି।ଏହି ସମାରୋହର ମୂଳ ଉଦ୍ଦେଶ୍ୟ ହେଲା ପାଣିର ସଞ୍ଚୟ, ସୁଚିତ୍ର ବ୍ୟବହାର ଓ ସୁସ୍ଥ ଜୀବନ ପାଇଁ ଶୁଦ୍ଧ ପାଣିର ଗୁରୁତ୍ୱ…
ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ପରିବହନ ଲକ୍ଷ୍ୟ ସମୟ ପୂର୍ବରୁ ହାସଲ କରି ନୂତନ ରେକର୍ଡ ସୃଷ୍ଟି କରିଛି ।
ଭୁବନେଶ୍ୱର, ୨୨ ମାର୍ଚ୍ଚ ୨୦୨୬: ପୂର୍ବ ତଟ ରେଳପଥ ୨୦ ମାର୍ଚ୍ଚ ୨୦୨୬ ସୁଦ୍ଧା ୨୭୫ ନିୟୁତ ଟନ୍ (MT) ପରିବହନ ଲକ୍ଷ୍ୟ ହାସଲ କରି ପଣ୍ୟ ପରିବହନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି, ଯାହା ନିର୍ଦ୍ଧାରିତ ସମୟର ୧୧ ଦିନ ପୂର୍ବରୁ ଏହି ସଫଳତା ହାସଲ କରିଛି । ଏହି ଉଲ୍ଲେଖନୀୟ…
ଲକ୍ଷ୍ମୀସାଗର ୱେଲଫେୟର ଏସୋସିଏସନର ସାଧାରଣ ବୈଠକ: ନୂତନ କାର୍ଯ୍ୟକାରିଣୀ ଗଠନ
ଭୁବନେଶ୍ୱର, ୨୨ ମାର୍ଚ୍ଚ: ଲକ୍ଷ୍ମୀସାଗର ବିଡିଏ କଲୋନୀର ବାସିନ୍ଦାମାନଙ୍କ ସମସ୍ୟା ସମାଧାନ ଓ ସାମୂହିକ ଉନ୍ନତି ପାଇଁ ଲକ୍ଷ୍ମୀସାଗର ୱେଲଫେୟର ଏସୋସିଏସନ ପକ୍ଷରୁ ଏକ ସାଧାରଣ ବୈଠକ ଶନିବାର ଦିନ ୧୧.୩୦ରେ ଆୟୋଜିତ ହୋଇଥିଲା। ବୈରାଗି ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…