Browsing Category

ରାଜ୍ୟ

ଭକ୍ତ ଙ୍କ ଗହଣରେ ମେଲାଣି ନେଲେ ମା ଠାକୁରାଣୀ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୧/୦୩/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଗତ ୯ ଦିନ ଧରି ଚାଲି ଆସୁଥିବା ମା ଠାକୁରାଣୀଙ୍କ ଘଟଯାତ୍ରା ସମ୍ପନ୍ନ ହୋଇଛି। ଡାବୁଗାଁ କଳସ ମଣ୍ଡପ ଠାରେ ଗତ ୨୩ ତାରିଖରୁ ପୂଜା ପାଇ ଆସୁଥିବା ମା ଠାକୁରାଣୀ ଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ବାଜା…

ଦିନକୁ ଦିନ ରାଜ୍ୟରେ ଗୋଚାଲାଣ ବଢୁଥିବା ବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି।

ବାଲେଶ୍ୱର: ବିଭିନ୍ନ ସମୟରେ ଗୋମାଫିଆ ଓ ଗୋରକ୍ଷକ ମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଅନେକ ଗୋରକ୍ଷକ ମାନଙ୍କ ଜୀବନ ଚାଳି ଯାଉଛି। ଠିକ୍ ସେହିପରି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା। ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଆଡୁ କଲିକତା ଅଭିମୁଖେ…

କେନ୍ଦୁଝର ସହରରେଅସ୍ୱାଭାବିକ ଗ୍ୟାସ ସିଲିଣ୍ଡର ଯୋଗାଣ ବ୍ୟବସ୍ଥା : ୭ଦିନ ଭିତରେ ସ୍ୱାଭାବିକ ହେବ।

 କେନ୍ଦୁଝର ନାଗରିକ ମଞ୍ଚ ସହ ଆଲୋଚନା ପରେ ପ୍ରଶାସନର ପ୍ରତିଶୃତି।    କେନ୍ଦୁଝର,ତା ୩୧/୩- କେନ୍ଦୁଝର ସହରରେ କିଛି ଦିନ ହେବ ଘରୋଇ ଗ୍ୟାସ ସିଲିଣ୍ଡର ଯୋଗାଣ ନେଇ ଘୋର ଅବ୍ୟବସ୍ଥା ସୃଷ୍ଟି ହୋଇଛି,ତେଣୁ ଲୋକେ ଦୁଇ ଦୁଇ ଥର ରାସ୍ତାରୋକ କଲେଣି ଯାହା ଘୋର ଚିନ୍ତାର ବିଷୟ। ମୁଖ୍ୟମନ୍ତ୍ରୀଙ୍କ…

ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ : ସମାନତା ଓ ସମ୍ମାନ ପାଇଁ ଦାବି

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ତା ୩୧/୦୩ ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ , ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା।ସମାଜରେ…

ସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ଭାଟିଗାଁ ର ପ୍ରିନସିପାଲ ସରୋଜ କୁମାର ତ୍ରିପାଠୀ ଙ୍କ ଅବସର ଗ୍ରହଣ ମହା…

ଅଶୋକ ସାହୁ:11/ 12/1992ରେ ଡାବୁଗାଁ ରୁ ଚାକିରୀ ଜୀବନ ଆରମ୍ଭ l ଅଂଚଳଗୁମା, ତାରାଗାଁ ଓ RCD ହାଇସ୍କୁଲ ରେ ଶିକ୍ଷକତା କାଟିବାପରେ 06/ 08/2021 ରେ ପ୍ରଧାନ ଶିକ୍ଷକ ରୂପେ ଯୋଗ ଦିଅନ୍ତି ଭାଟିଗାଁ ହାଇସ୍କୁଲ ସ୍କୁଲରେ l 35 ଜଣ ଷ୍ଟାଫ୍ଙ୍କୁ ନେଇ ବିଦ୍ୟାଳୟ କୁ ଶିକ୍ଷାର ସର୍ବୋଚ୍ଚ ସ୍ତରରେ…

ମହିଳା ସ୍ନାତକ ମହାବିଦ୍ୟାଳୟରେ କିଟ୍ ବିଶ୍ବବଦ୍ୟାଳୟ ଆନୁକୁଲ୍ୟରେ ଏକ – ଦିବସୀୟ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ , ପାରଳାଖେମୁଣ୍ଡି ପରିସରରେ ଆଜି କିଟ୍ ବିଶ୍ବବିଦ୍ୟାଳୟ ଅନୁକୁଲ୍ୟରେ ଏକ "ଏକ- ଦିବସୀୟ କର୍ମଶାଳା" ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଅଧ୍ଯକ୍ଷତା କରି ସ୍ବାଗତ…

ଜାତୀୟ ସଡକ ସୁରକ୍ଷା ଅଭିଯାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପଦ୍ମପୁର , ଗୁମ୍ମା ବ୍ଲକ ଅଧୀନରେ ଏକ ଜାତୀୟ ସଡକ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଛାସେବୀମାନଙ୍କ ଗହଣରେ…

ନାବାଳିକାକୁ ଦୁଷ୍କର୍ମ, ଜଣେ ନାବାଳକ ସହ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।

ଆନ୍ଧ୍ର ପ୍ରଦେଶ କାଡାପା ଜିଲ୍ଲାର ଜନୈକା ବାପ ଛେଉଣ୍ଡ ନାବାଳିକା କାମ ଅନ୍ୱେଷଣରେ ବ୍ରହ୍ମପୁର ଚାଲି ଆସି ରେଳଷ୍ଟେସନ ପରିସର ୪ ନଂ ପ୍ଲାଟଫର୍ମ ରେ ଗୋଟିଏ ଚାହା ଦୋକାନ ରେ କାମ କରୁଥିବା ବେଳେ ଜଣେ ୧୫ ବର୍ଷ ର ନାବାଳକ ସମ୍ପର୍କରେ ଆସିଥିଲା। ଗତ ୨୯ ତାରିଖରେ ଉକ୍ତ ନାବାଳକ ଜଣକ ତାଙ୍କ ମା…

ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟ ମାନ୍ୟତା ଦିବସ ପାଳିତ

ନବରଙ୍ଗପୁର : ଅଶୋକ ସାହୁ, 31/03/2026,ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ କିନ୍ନର ଦୃଶ୍ୟ ମାନ୍ୟତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାର ସମସ୍ତ କିନ୍ନର ଏବଂ ସହରର ବିଭିନ୍ନ ଅନୁଷ୍ଠାନ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ନେଇ…

ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ ବିକ୍ଷୋଭ

ବିଜେପି ନେତା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଏଭଳି ଅସମ୍ମାନ କରିବା ସିଧାସଳଖ ଓଡ଼ିଶା ମାଟି ଓ ଓଡ଼ିଆ ଙ୍କ ଅସମ୍ମାନ : ଦିପାଳୀ ଦାସ ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ଦିପାଳୀ ଦାସଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦ ନିଶିକାନ୍ତ…