Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କିଟ୍ ଏବଂ ୟୁଏନ୍ଏସ୍ଏସ୍ସି ଓ ୟୁଏନ୍ଭି ମଧ୍ୟରେ ବୁଝାମଣା
ଭୁବନେଶ୍ୱର, ୨୨ ।୫: ବିଶ୍ୱସ୍ତରୀୟ ସହଯୋଗ ଏବଂ ସେବା ଦିଗରେ କିଟ୍ ୟୁନାଇଟେଡ୍ ଭଲ୍ୟୁଣ୍ଟିୟରସ (ୟୁଏନ୍ଭି) ଓ ୟୁନାଇଟେଡ୍ ନେସନ୍ସ ସିଷ୍ଟମ ଷ୍ଟାଫ୍ କଲେଜ (ୟୁଏନ୍ଏସ୍ଏସ୍ସି) ମଧ୍ୟରେ ଦୁଇଟି ପୃଥକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ…
ମାତୃଭାଷାରେ ଜ୍ଞାନ ଆହରଣ ଅଧିକ ସରଳ ଓ ପ୍ରଭାବଶାଳୀ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀରେ ‘ଭାରତ ଶିକ୍ଷା ସମ୍ମିଳନୀ’କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ
• ଷ୍ଟେ ଶିକ୍ଷାରେ ଝିଅମାନଙ୍କର ବଢୁଥିବା ସହଭାଗିତା ଭାରତୀୟ ଶିକ୍ଷା ବ୍ୟବସ୍ଥାର ବଡ଼ ଶକ୍ତି• ପ୍ରାରମ୍ଭିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଦ୍ୱାରା ପିଲାଙ୍କ ମଧ୍ୟରେ ଚିନ୍ତାଶକ୍ତିର ବିକାଶ ହେଉଛି•…
ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରୟ ବିରୋଧରେ ମିଳିତ ଚଢ଼ାଉ.:୬ଟି ଦୋକାନରୁ ୧୧୦୦ ଟଙ୍କା ଜରିମାନା ଆଦାୟ
ମୟୁରଭଞ୍ଜ ରୁ ଦିପୁ ମହାପାତ୍ର :ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଞ୍ଚଳରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର, ମୟୂରଭଞ୍ଜ ରେଞ୍ଜ–୧ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ ବିରୋଧରେ ଚଢ଼ାଉ ଓ ଯାଞ୍ଚ ଅଭିଯାନ…
ଶ୍ରୀ ହନୁମାନ ଚାଳିଶା ସୁନ୍ଦରକାଣ୍ଡ ପାରାୟଣ ପ୍ରବଚନ ଜ୍ଞାନ ଯଜ୍ଞ
ଓଡ଼ଗାଁ୨୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଦଲକ ଛକସ୍ଥିତ ମା’ ଗୟଳ ସିଂହ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ୫ମ “ଶ୍ରୀ ହନୁମାନ ଚାଳିଶା ସୁନ୍ଦରକାଣ୍ଡ ପାରାୟଣ ପ୍ରବଚନ ଜ୍ଞାନ ଯଜ୍ଞ” ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ପୁରୀର ବ୍ୟାସସନ୍ଥ ଶିବରାମ ଦାସ…
ଭିନ୍ନକ୍ଷମ ଦେବବ୍ରତଙ୍କୁ ପରିବାରକୁ ହସ୍ତାନ୍ତର କଲା ଓଡ଼ଗାଁ ପୋଲିସ,
ଶୁକ୍ରବାର ଥାନାରୁ ବାଇକ୍ ନେବାକୁ ଆସିଲେ ପରିବାର ଲୋକେ
ଓଡ଼ଗାଁ, ୨୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସର ମାନବୀୟ କାର୍ଯ୍ୟ ପାଇଁ ଦୀର୍ଘଦିନ ଧରି ରାଜରାସ୍ତାରେ ଗାଁକୁ ଗାଁ ଉତ୍ପାତ କରି ଘୁରି ବୁଲୁଥିବା ନିଖୋଜ ମାନସିକଧାରୀ ଭିନ୍ନକ୍ଷମ ଯୁବକ ନିଜ…
ପାଇକମାଲ ରେ ବିଜେଡିର “ନାରୀ ଅଧିକାର ଅଭିଯାନ ” କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର:- ପଦ୍ମପୁର ବିଜୁ ମହିଳା ଜନତା ଦଳ ପକ୍ଷରୁ ପାଇକମାଳ ଠାରେ “ନାରୀ ଅଧିକାର ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନରେ ବିଫଳତା ଏବଂ ଦେଶରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ଘଟଣାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ…
ମାନବିକତା ହରାଇଲା ଭାଇ, ୭୦ବର୍ଷର ଭଉଣୀକୁ ଅଣଦେଖା, ଘର ଫାଟକ ଆଗରେ ବସିଛି ଭଉଣୀ।
ନିଳଗିରି: ଗୋଟାଏ ରକ୍ତରୁ ଜନ୍ମିତ ଦୁଇ ଭଉଣୀ ଓ ଦୁଇ ଭାଇ। ଘର, ଜମିବାଡ଼ି ସବୁ ଅଛି। ମାତ୍ର ବଡ଼ ଭାଇ ସବୁ ସମ୍ପତ୍ତିକୁ ହାତେଇବା ପାଇଁ ନିଜର ଭଉଣୀକୁ ଘରେ ରଖୁ ନ ଥିବା ବେଳେ ବଜାର ଘାଟ ବୁଲି ମାଗି ଖାଉଥିବା ବେଳେ ବଡ଼ ଭାଇ ନିଜର ମାନବିକତାକୁ ଭୁଲି ଭଉଣୀକୁ ଚାହିଁ ନ ଥିଲା। ବର୍ଷ ବର୍ଷ ଧରି…
୧୭ ଓ ୨୧ ନମ୍ବର ୱାର୍ଡରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ଅଚମ୍କା ସମୀକ୍ଷା କଲେ ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡା, ୨୨/୫ : ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଶୁକ୍ରବାର ଝାରସୁଗୁଡା ପୌର ପରିଷଦର ୧୭ ଓ ୨୧ ନମ୍ବର ୱାର୍ଡରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ୱାର୍ଡଗୁଡିକୁ ପରିଦର୍ଶନ କରି ରାସ୍ତା, ଡ୍ରେନ, ବିଦ୍ୟାଳୟ କୋଠା, କୀର୍ତ୍ତନ ମଣ୍ଡପ ସହ ବିଭିନ୍ନ…
କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଉପାନ୍ତ ଜିଲ୍ଲା ଗଜପତିର ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ପୌର ପରିଷଦର ସଭାଗୃହରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ…
ବିଶ୍ୱ ପ୍ରିକ୍ଲାମ୍ପସିଆ ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ , ସ୍କୁଲ ଅଫ୍ ନର୍ସିଂ, ୨୨ ମଇ ଦିନ ଗୁରାଣ୍ଡି ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ବିଶ୍ୱ ପ୍ରିକ୍ଲାମ୍ପସିଆ ଦିବସ ପାଳନ କରାଯାଇଛି , ଯାହାର ଉଦ୍ଦେଶ୍ୟ ଗର୍ଭବତୀ ମହିଳାମାନଙ୍କ…