Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ଝାରସୁଗୁଡା ହାର୍ଟ ହସ୍ପିଟାଲ୍ ଆରମ୍ଭ
ଝାରସୁଗୁଡା, ୨୩/୫ : ଝାରସୁଗୁଡାରେ ନିର୍ମିତ ବହୁ ପ୍ରତୀକ୍ଷିତ ହାର୍ଟ ହସ୍ପିଟାଲ୍ ଆସନ୍ତା ଜୁନ୍ ମାସରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି ହସ୍ପିଟାଲ୍ର ଶୁଭାରମ୍ଭ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ…
ଗ୍ରୀଷ୍ମରେ ଜଳକଷ୍ଟ ଦୂର ପାଇଁ ପଦକ୍ଷେପ : ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ନୂତନ ନଳକୂପ ଲୋକାର୍ପିତ
ଝାରସୁଗୁଡ଼ା, ୨୩/୫ : ତୀବ୍ର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସାଧାରଣ ଲୋକଙ୍କ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ନୂତନ ଟ୍ୟୁବୱେଲ (ନଳକୂପ) ଲୋକାର୍ପିତ ହୋଇଛି। ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ ଶନିବାର ପୂର୍ବାହ୍ନରେ ଏହି ନୂତନ…
ବାନ୍ଦୁପାଲି – ଦହିଗାଁ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା।
ପଦ୍ମପୁର:- ପଦ୍ମପୁର ନିର୍ଵାଚନ ମଣ୍ଡଳୀ ଅନ୍ତର୍ଗତ ବାନ୍ଦୁପାଲି - ଦହିଗାଁ ରାସ୍ତା ର ଭିତ୍ତି ପ୍ରସ୍ତର ହୋଇଯାଇଛି। ୭୧୯.୮୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା କୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ…
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ: ୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ
ନୟାଗଡ଼(ବିଶ୍ଵଜିତ ନାୟକ):- ନୟାଗଡ଼ ଜିଲ୍ଲାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ଆସନ୍ତା ୨୫ ତାରିଖ ସୋମବାର ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛି ବିଜୁ ଜନତା ଦଳ । ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରାଜ୍ୟ ସରକାରଙ୍କ…
ମହିଳା ସଂରକ୍ଷଣ ବିଲ୍ କାଟ ଖାଇବା ପ୍ରତିବାଦରେ ଶରଣକୁଳରେ ଜନ ଆକ୍ରୋଶ ଶୋଭାଯାତ୍ରା;
୫ଶହରୁ ଅଧିକ ମହିଳାଙ୍କ ଯୋଗଦାନ, ବିରୋଧୀଙ୍କ ବିରୋଧରେ ଗୁଞ୍ଜିଲା ନାରା
ଓଡ଼ଗାଁ, ୨୩।୫(ଶ୍ରୀକାନ୍ତ କୁମାର ମିଶ୍ର): କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଣାଯାଇଥିବା ମହିଳା ସଂରକ୍ଷଣ ବିଲ୍କୁ ବିରୋଧୀ ଦଳମାନଙ୍କ ଦ୍ବାରା କାଟ ଖାଇବା ପ୍ରତିବାଦରେ ନୟାଗଡ଼ ଜିଲ୍ଲାର…
ପ୍ରଚଣ୍ଡ ରୌଦ୍ର ତାପରେ ତ୍ରାଣକର୍ତ୍ତା ସାଜିଲେ ସ୍ବେଚ୍ଛାସେବୀ
https://youtu.be/J2BcWpMifz4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ କିଛିଦିନ ହେବ ପ୍ରବଳ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏହି ସମୟରେ ଦେବଦୂତ ସାଜି ଅଖିଳ ଭାରତୀୟ ମାନବ ଅଧିକାର ପରିଷଦର ଲକ୍ଷ୍ମୀକାନ୍ତ ପାଢ଼ୀ ଓ କୁମାର ରେଡ୍ଡୀଙ୍କ ନେତୃତ୍ୱାଧୀନ…
ସାବତ ବାପାଙ୍କ ନିର୍ମମ କାଣ୍ଡରେ କଠୋର ରାୟ : ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ ସଜା
ଝାରସୁଗୁଡ଼ା: ସମାଜକୁ ଲଜ୍ଜିତ କରିଦେଇଥିବା ଏକ ସମ୍ବେଦନଶୀଳ ମାମଲାରେ ଝାରସୁଗୁଡ଼ା ପୋକ୍ସୋ କୋର୍ଟ ଦୃଢ଼ ଓ କଠୋର ରାୟ ଶୁଣାଇଛନ୍ତି। ନିଜ ୧୬ ବର୍ଷୀୟା ସାବତ ଝିଅଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ସାବତ ବାପା ରଞ୍ଜିତ କୁମାର ମିଶ୍ରଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଦିଆଯାଇଛି।…
ଜାତୀୟ ରାଜପଥ ଦୁର୍ଘଟଣା ରେ ବାପା ମୃତ ଝିଅ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ସ୍କୁଟି ଚାଳକ ବାପା ଭଗବାନ ଗୌଡ ଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ଝିଅ ଶୀବାନି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି…
ଜମି ବିବାଦୀୟ ଘଟଣାକୁ କେନ୍ଦ୍ର କରି ମାରାତ୍ମକ ଆକ୍ରମଣ; ଜଣେ କୋର୍ଟ ଚାଲାଣ
କୁଚିଣ୍ଡା/ଜମନକିରା : (ଅଜୟ କୁମାର ବାଘ /ଲିପନ ନାଏକ ) ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି କଦଳୀପାଲ ଜମି ବିବାଦୀୟ ଘଟଣା କୁ କେନ୍ଦ୍ର କରି ୨୧ ତାରିଖ ଦୁଇ ଜଣଙ୍କ ମଧ୍ୟରେ ମାରାତ୍ମକ ଆକ୍ରମଣ ହୋଇଥିବା ବେଳେ ଆଜି ଜମନକିରା ପୋଲିସ ଜଣକୁ କୋର୍ଟ ଚାଲାଣ କରିଥିବା ବେଳେ ଆଉ…
ଟ୍ରିବୁନାଲରେ ମହାନଦୀରେ ଉପଲବ୍ଧ ଜଳ ରାଶି ସମ୍ପର୍କିତ ଦାଖଲ ହୋଇଥିବା ବିଭ୍ରାନ୍ତିକର ତଥ୍ୟର ପୁନର୍ବିଚାର ପାଇଁ ଦାବି l
ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ମହାନଦୀ ବଞ୍ଚାଓ ଆନ୍ଦୋଳନର କର୍ମୀଙ୍କୁ ସମୟ ଦେଲେନାହିଁ l
ଦାବି ପତ୍ର ଦେବାକୁ ଯିବା ବେଳେ ଉଠାଇ ନେଲା ପୁଲିସ l
ଏହା କଣ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର?: ମହାନଦୀ ବଞ୍ଚାଓ ଆନ୍ଦୋଳନ
ଭୁବନେଶ୍ୱର ତା ୨୨/୫ l ଟ୍ରିବୁନାଲ ପାଖରେ…