Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଦ୍ମପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ।
ପଦ୍ମପୁର / ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) - ୨୦୨୬ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଇ.ଆର୍.ଓ. ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ପଦ୍ମପୁର ସରୋଜିନୀ…
ପାଇକମାଳ ହାଇସ୍କୁଲରେ ଦଶମ ପାସ ପିଲାଙ୍କ ପାଇଁ କ୍ୟାରିଅର କାଉନସେଲିଂ ଶିବିର ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ହାଇସ୍କୁଲ ରେ ଦଶମ ପାସ ପିଲାଙ୍କ ପାଇଁ କ୍ୟାରିଅର କାଉନସେଲିଂ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ…
ପୌର ପାଳିକାର ଛଅ ନମ୍ୱର ୱାର୍ଡ ରେ ଵୃକ୍ଷ ରୋପଣ ସହ ସଫେଇ କାର୍ଯ୍ୟ କଲେ ପୌର ଅଧ୍ୟକ୍ଷା
ବାସୁଦେବପୁର - ଭଦ୍ରକ୍ ଜିଲ୍ଲା ବାସୁଦେବପୁର ପୌର ପାଳିକା ପକ୍ଷ ରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପୌର ପାଳିକା ପକ୍ଷ ରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଛି। ଏହି ଅବସର ରେ ସୋମବାର ଦିନ ସକାଳେ ଛଅ ନମ୍ୱର ୱାର୍ଡ ରେ ଵୃକ୍ଷ ରୋପଣ ସହ ସଫେଇ କାର୍ଯ୍ୟ କରା ଯାଇଛି। ପୌର…
ବଜ୍ରପାତ ରେ ଜଳି ଗଲା ଛଅ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ।
ବାସୁଦେବପୁର - ରବିବାର ଦିନ ସଂଧ୍ୟା ସମୟରେ ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଗୁଆ ଗଡ଼ିଆ ପଞ୍ଚାୟତ ର ତିନି ନମ୍ୱର୍ ୱାର୍ଡ଼ ରେ ବଜ୍ର ପାତ ରେ ଛଅ ବଖରା ଘର ଜଳି ଯାଇଛି। ଗୌର ହରି ନାୟକ, ସୁବାସ ଚନ୍ଦ୍ର ନାୟକ ଙ୍କ ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବ…
ଚିଟ୍ ଫଣ୍ଡ୍ କ୍ଷତି ଗ୍ରସ୍ତ ମିଳିତ ମଞ୍ଚ ବାସୁଦେବପୁରର ତହସିଲ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ।
ବାସୁଦେବପୁର - କ୍ଷୁଦ୍ର ବୃହତ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ତହସିଲ ଜରିଆ ରେ ଚିହ୍ନଟ, ଠକ୍ କମ୍ପାନୀ ର ଜମି ଗୁଡ଼ିକ ନିଲାମ କରି ଜମା ଟଙ୍କା ଫେରସ୍ତ , ଓ ବିଭିନ୍ନ ଦାବୀ ନେଇ ସୋମବାର ଦିନ ସକାଳେ ଚିଟ୍ ଫଣ୍ଡ୍ କ୍ଷତି ଗ୍ରସ୍ତ ମିଳିତ ମଞ୍ଚ ବାସୁଦେବପୁର ପକ୍ଷ ରୁ ସ୍ଥାନୀୟ ତହସିଲ…
ସଇଁନ୍ତଲା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ
ବଲାଙ୍ଗିର (୦୮/୦୬): ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ସଇଁନ୍ତଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ଜନ ଅଭିଯୋଗ ଶୁଣାଣୀରେ ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଗୌରୱ ଶିୱାଜୀ ଇସଲୱାର ଉପସ୍ଥିତ ରହି…
ବିଦ୍ୟୁତ ବିଭ୍ରାଟ ନେଇ ବିଜେଡିର ହଲ୍ଲାବୋଲ୍, ଟିପିଡବ୍ଲୁଓଡ଼ିଏଲକୁ ଦାବିପତ୍ର ଦେଲେ ଦୀପାଳି ଦାସ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଲାଗି ରହିଥିବା ଅଘୋଷିତ ବିଦ୍ୟୁତ କାଟ୍ ଓ ଲୋ-ଭୋଲ୍ଟେଜ୍ ସମସ୍ୟାକୁ ନେଇ ସୋମବାର ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପଳି…
କେନ୍ଦ୍ରାପଡ଼ାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୧୦୧ ଅଭିଯୋଗ ଗ୍ରହଣ, ୧୦ ମାମଲାର ତୁରନ୍ତ ସମାଧାନ ।
କେନ୍ଦ୍ରାପଡ଼ା:୦୮.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ପ୍ରଶାସନିକ ସେବାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।…
ଲଖନପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
ଝାରସୁଗୁଡ଼ା : ଲଖନପୁର ବ୍ଲକରେ ମିଳିତ ଜନଶୁଣାଣି ଶିବିର ସମାପ୍ତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏବଂ ଲଖନପୁର ବିଡ଼ିଓ ବିନୟ କୁମାର ପଟେଲ ପ୍ରମୁଖ…
ଲଖନପୁରଠାରେ ଯୁଗ୍ମ ଜନଶୁଣାଣି ଶିବିର; ୪୪ ଟି ଅଭିଯୋଗର ଶୁଣାଣି
ଲଖନପୁର: ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଜନସାଧାରଣଙ୍କ ସମସ୍ୟାର ସରଳ, ସୂଚାରୁ ଏବଂ ଶୀଘ୍ର ସମାଧାନ କରିବା ଲକ୍ଷ୍ୟରେ ଆୟୋଜିତ ଏହି…