Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
+୨ ଦ୍ୱିତୀୟ ବର୍ଷ ନାମଲେଖା ନାଁରେ ସାଇବର ଠକେଇ
ଓଡ଼ଗାଁର ୨ ଛାତ୍ରୀଙ୍କ ଠାରୁ ୧୫ ହଜାରରୁ ଅଧିକ ଟଙ୍କା ଠକିନେଲେ ଦୁର୍ବୃତ୍ତ
ଓଡ଼ଗାଁ, ୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ +୨ ଦ୍ୱିତୀୟ ବର୍ଷ ନାମଲେଖା (ଆଡମିଶନ) ନାଁରେ ସାଇବର ଠକେଇର ଏକ ଘଟଣା ସାମ୍ନାକୁ ଆସିଛି। ସାଇବର ଠକଙ୍କ ଜାଲରେ ପଡ଼ି ଓଡ଼ଗାଁ…
କେନ୍ଦ୍ରାପଡ଼ା ଜିଲ୍ଲାର ୬ ହଜାରରୁ ଊର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଭି. ସି ମାଧ୍ୟମରେ ଅମ୍ଳାନ କାର୍ଯ୍ୟକ୍ରମ…
କେନ୍ଦ୍ରାପଡ଼ା:୧୧.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡ଼ାର ମିଳିତ ଆନୁକୂଳ୍ୟରେ ଅମ୍ଳାନ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୃହତ୍ ଭର୍ଚୁଆଲ୍ ତାଲିମ…
ରାଜଘାଟ ପୋଲ ଉପରେ ଦୁର୍ଘଟଣା:ବାଇକକୁ ଧକ୍କା ଦେଲା ଟ୍ରକ,୩ ଆହତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଗୁରୁତର।
ବସ୍ତା ୧୧/୬ :ଗୁରୁବାର ସକାଳ ପ୍ରାୟ ୭:୩୦ ଘଟିକା ସମୟରେ ୧୬ ନଂ ଜାତୀୟ ରାଜପଥ ର ରାଜଘାଟ ପୋଲ ଉପରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ସାମ୍ନାରେ ଯାଉଥିବା ବାଇକକୁ ପଛରୁ ଧକ୍କା ଦେବାରୁ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ…
ଆଚାର୍ଯ୍ୟ, ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର
ବେଲଗୁଣ୍ଠା , 11/06,-(ଶିବରାମ ଚୌଧୁରୀ )-ପୋଲସରା ସରସ୍ଵତୀ ଶିଶୁ ବିଦ୍ୟା ଭବନ ଠାରେ ଗତ ଆଠ ତାରିଖରୁ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସରେ ପ୍ରଶିକ୍ଷାର୍ଥି ମାନଙ୍କୁ ସଂଗଠନର…
ଜୁନ୍ ୨୮ରେ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହେବ ବ୍ୟାପକ ପଲ୍ସ ପୋଲିଓ ଟୀକାକରଣ
ଝାରସୁଗୁଡା : ଜିଲ୍ଲାରେ ଆଗାମୀ ଜୁନ୍ ୨୮ ତାରିଖରେ ହେବାକୁ ଥିବା ତୀବ୍ରୀକୃତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ "ଜିଲ୍ଲା ଟାସ୍କ ଫୋର୍ସ" ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ…
ବୃହତ ଶିଳ୍ପ ଓ ଏମଏସଏମଇ ମଧ୍ୟରେ ସମନ୍ୱୟ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ
ଝାରସୁଗୁଡ଼ା: ଜିଲ୍ଲାରେ ଶିଳ୍ପ ସମୃଦ୍ଧ ପରିବେଶକୁ ଆହୁରି ସୁଦୃଢ଼ କରିବା ଏବଂ ସ୍ଥାନୀୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ…
ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ
ସ୍ୱର୍ଗତ ମାତା-ପିତାଙ୍କ ପବିତ୍ର ସ୍ମୃତିରେ ରେ ସେବାର ଅନନ୍ୟ ଉଦାହରଣ
ବଲାଙ୍ଗୀର ୧୦.୦୬.୨୦୨୦୨୬ ମାନବିକତା, କରୁଣା ଏବଂ ସାମାଜିକ ସେବାର ଏକ ପ୍ରେରଣାଦାୟକ ଉଦାହରଣ ସେତେବେଳେ ଦେଖିବାକୁ ମିଳିଲା, ଯେତେବେଳେ ଶ୍ରୀ ଅଭିଜିତ ସାହୁ ଏବଂ ଶ୍ରୀମତୀ ସୋନମ ଦାସ ପୂଜ୍ୟ ମାତା-ପିତା ସ୍ୱର୍ଗତ ଶ୍ରୀ…
ଖାରଡା ପଞ୍ଚାୟତ ରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ପରିଦର୍ଶନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖରଡା ପଞ୍ଚାୟତ ଗାଇବା ଯିବା ରାସ୍ତା ରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ପରିଦର୍ଶନ କଲେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ। ପ୍ରଥମେ ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ମ୍ୟାନେଜର ପି.…
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲ୍ଲାର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ…
ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଓଡ଼ିଶା ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭା: କର୍ମଚାରୀଙ୍କ ସମସ୍ୟା ଓ…
ଝାରସୁଗୁଡା: ଓଡ଼ିଶା ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରାଯାଇ କର୍ମଚାରୀମାନଙ୍କ ସହ ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।
ସଂଘର ସଭାପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ…