Browsing Category

ରାଜ୍ୟ

ହାର୍ଟ ହସ୍ପିଟାଲକୁ ନେଇ ଶ୍ରେୟ ରାଜନୀତି, ବିରୋଧୀଙ୍କୁ ଘେରିଲେ ଟଙ୍କଧର

ଝାରସୁଗୁଡ଼ା: ଝାରସୁଗୁଡ଼ାସ୍ଥିତ ହାର୍ଟ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପ୍ରସଙ୍ଗକୁ ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପରେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦ ବଳରେ ରାଜ୍ୟରେ ଭାଜପା…

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ l

ନବରଙ୍ଗପୁର: 13/06/2026 : ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ସମସ୍ତ ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀ ମାନଙ୍କ ମାସିକ ବୈଠକ ଜିଲ୍ଲା ସଭାପତି ଶ୍ରୀ କୁଞ୍ଜବିହାରୀ ଦାଶ ଙ୍କ ସଭାପତିତ୍ବ ରେ ନବରଙ୍ଗପୁର ସ୍ଥିତଭାରତୀୟ ଜନତା ପାର୍ଟି ର ଜିଲ୍ଲା…

ଇଷ୍ଟର୍ଣ୍ଣ ଷ୍ଟାର୍ ଆୱାର୍ଡସ୍ ୨୦୨୬ରେ ଧାମରା ପୋର୍ଟକୁ ଉତ୍ତମ ପଣ୍ୟ କାରବାର ପାଇଁ ମିଳିଲା ସମ୍ମାନ

ଧାମରା, ୧୩ ଜୁନ ୨୦୨୬: ପୂର୍ବ ଭାରତର ଅଗ୍ରଣୀ ବନ୍ଦର ଭାବେ ପରିଚିତ ଆଦାନି ପୋର୍ଟ୍ସ ଆଣ୍ଡ ଲଜିଷ୍ଟିକ୍ସ ଅଧୀନରେ ପରିଚାଳିତ ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍‌କୁ ଇଷ୍ଟର୍ଣ୍ଣ ଷ୍ଟାର୍ ଆୱାର୍ଡସ୍ ୨୦୨୬ରେଉତ୍ତମ ପଣ୍ୟ କାରବାର ପାଇଁ “ନନ୍-ମେଜର୍ ପୋର୍ଟ ଅଫ୍ ଦି ଇୟର୍” ସମ୍ମାନ ପ୍ରଦାନ…

ସରକାରଙ୍କ କୋଟି କୋଟି ଟଙ୍କାର ପ୍ରକଳ୍ପ ବ୍ୟବହାର ନ ହେଉଣୁ ନଷ୍ଟ ହେଉଛି , କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟକ ରୁପେଶ…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଦ୍ୟୁତ ଗ୍ରାହକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଟିଏ ଗୋଟିଏ ସବ ଷ୍ଟେସନରୁ ୬ ରୁ ୭ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ଫଳରେ ଲୋ ଭୋଲ୍ଟେଜ ଓ ଅତ୍ୟଧିକ ସରବରାହ ଯୋଗୁଁ ବାରମ୍ବାର ବିଦ୍ୟୁତ୍ କାଟ , ବିଶେଷ କରି ଗ୍ରୀଷ୍ମରେ…

ଗଜପତି ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଓ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ଅବସରରେ ସଚେତନତା…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ଅନ୍ତର୍ଗତ ବୁଡୁରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଏବଂ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ଅବସରରେ ଏକ ସଚେତନତା…

ଶିଳ୍ପାଞ୍ଚଳ ଝାରସୁଗୁଡ଼ାରେ ଇଏସଆଇ ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ପାଇଁ ଦାବି

ଝାରସୁଗୁଡ଼ା, ୧୩ ଜୁନ : ଝାରସୁଗୁଡ଼ାରେ ଏକ ମଲ୍ଟି-ସ୍ପେସିଆଲିଟି ଇଏସଆଇ ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଲୋକସଭାର ଶ୍ରମ, ବସ୍ତ୍ର, ଦକ୍ଷତା ବିକାଶ ଓ ଉଦ୍ୟୋଗିତା ସମ୍ପର୍କିତ ସ୍ଥାୟୀ କମିଟିର ଅଧ୍ୟକ୍ଷ ବାସବରାଜ ଏସ୍. ବୋମ୍ମାଇଙ୍କୁ ଏକ…

ଫୁଫୁଗାଁ ମା ଖମ୍ବେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ |

ଝରିଗାଁ 13/06/2026,ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ସଦର ମହକୁମା ଠାରେ ଗତ ଜୁନ ମାସର ତିନି ତାରିଖରେ ଆରମ୍ଭ ହୋଇଥିବା ମା ଖମ୍ବେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଚଳିତ ମାସ ବାର ତାରିଖ ଶୁକ୍ରବାର ଦିନ ଶେଷ ହୋଇଛି |ଏହି ଟୁର୍ନାମେଣ୍ଟର ଫାଇନାଲ ଦିନରେ ମୁଖ୍ୟ ଅତିଥିଭାବେ…

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପାଳନ ହେବ ଯାତ୍ରୀ ସୁବିଧା ଦିବସ,

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆସନ୍ତା ଜୁନ୍ ୧୫ ତାରିଖରେ ଯାତ୍ରୀ ସୁବିଧା ଦିବସ ପାଳନ କରାଯିବା ନେଇ ବିମାନବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ର ନାଥ ଧଉଣ୍ଡିଆଙ୍କ ଏକ ପ୍ରେସ୍ମିଟ ଜରିଆରେ ରେ ଶନିବାର ଅପରାହ୍ନ ୩.୩୦ ଟା ରେଏହି ସୂଚନା ଦେଇଛନ୍ତି |ବିମାନବନ୍ଦର…

୩୦ ବର୍ଷ ହେଲା ଛୁଟି ନାହିଁ,ଇପିଏଫ୍ ନାହିଁ, ସବୁ କାମ କର : କେନ୍ଦୁଝରରେ ୫୦୦ରୁ ଉର୍ଦ୍ଧ୍ଵ ସିସିଏଙ୍କୁ କ୍ରୀତଦାସ…

ନିଜ ଚିଠିରେ ମାନିଲା ବିଭାଗ - 'ଇପିଏଫ୍ ବ୍ୟବସ୍ଥା ନାହିଁ', ପିଅନ୍-ସୁଇପର୍-ନାଇଟ୍ ୱାଚମ୍ୟାନ୍ କାମ କରାଏ; ୧୮କୋଟି ବକେୟା ଦାବିରେ ଇପିଏଫ୍ ଆୟୁକ୍ତଙ୍କ ଦ୍ୱାରସ୍ଥ ହେଲେ ୫୦୦ରୁ ଉର୍ଦ୍ଧ୍ଵ ସିସିଏ। କେନ୍ଦୁଝର,ତା୧୩/୬- ଆଦିବାସୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରମ ବିଦ୍ୟାଳୟରେ ରୋଷେଇଆ ନାମରେ…

ସିଡିଏ ଅଞ୍ଚଳରେ ଏସ୍‌ଆଇଆର୍-୨୦୨୬ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଉପଜିଲ୍ଲାପାଳ

କଟକ, ତା. ୧୩.୦୬.୨୦୨୬ ରିଖ – ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ନିମନ୍ତେ ବାରବାଟୀ,କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି…