Browsing Category

ରାଜ୍ୟ

ବିଶ୍ୱ ରକ୍ତଦାନ ଦିବସ ଅବସରରେ ଟିପିଏସ୍ଓଡିଏଲ ତରଫରୁ ରକ୍ତଦାନ ଶିବିର

ବ୍ରହ୍ମପୁର, ଜୁନ୍ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମୁଦାୟର କଲ୍ୟାଣ ଓ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ସେବା କାର୍ଯ୍ୟ ପ୍ରତି ଥିବା ତା’ର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛି । ଏହି କ୍ରମରେ ବିଶ୍ୱ ରକ୍ତଦାନ ଦିବସ ଅବସରରେ ଭଞ୍ଜନଗର ସର୍କଲ ଅଫିସ ନିକଟସ୍ଥ…

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍ ରେ ଖାଦ୍ୟ ମହୋତ୍ସବ ଅନୁଷ୍ଠିତ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍, ପଦ୍ମପୁର ର ଏକ ଉତ୍ସାହପୂର୍ଣ୍ଣ ଦିବସ । ସକାଳ ୭:୩୦ ମି. ରେ ସ୍କୁଲ୍ ପ୍ରାଙ୍ଗଣ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଖାଦ୍ୟ ମହୋତ୍ସବ (ଫୁଡ୍ ଫେଷ୍ଟ ) ଆୟୋଜିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଅଞ୍ଚଳ ମହାବିଦ୍ୟାଳୟ…

୩ ଅନ୍ତରାଜ୍ୟ ଗଞ୍ଜେଇ ଚୋର କୁ ଗିରଫ କାର ସହ ଗଞ୍ଜେଇ ଜବତ କଲା ଜଗଦଳପୁର ପୋଲିସ ।

ପଦ୍ମପୁର : - ଜଗଦଲପୁର ପୋଲିସ ଏକ ଗଞ୍ଜେଇ ଚାଲାଣ ଘଟଣାର ପର୍ଦ୍ଦାଫାସ କରି ୨୪ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଏକ ଡାଟସନ କାର, ତିନୋଟି ମୋବାଇଲ ଫୋନ ଓ ନଗଦ ୫ ହଜାର ଟଙ୍କା ମଧ୍ୟ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଛତିଶଗଡ଼…

ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ କଲେ ହାଇକୋର୍ଟ ଜଜ୍ ବିଭୁ ପ୍ରସାଦ ରାଉତରାୟ

ଓଡ଼ଗାଁ, ୧୩।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ଶ୍ରୀ ରଘୁନାଥ ଜିଉ ମନ୍ଦିରକୁ ହାଇକୋର୍ଟ ଜଜ୍ ବିଭୁ ପ୍ରସାଦ ରାଉତରାୟ ପରିବାର ସହ ପରିଦର୍ଶନ କରିବା ସହ ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପରିସରରେ ତାଙ୍କୁ ମନ୍ଦିର ପକ୍ଷରୁ ସ୍ୱାଗତ ଓ…

ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬; ସପ୍ତମ ଦିନରେ ବ୍ରଦର୍ଶ ଇଲେଭେନ୍, ଜ୍ୟୋତି ଇଲେଭେନ୍ ଏମ୍ପୋରିଅର, କେ.…

ଓଡ଼ଗାଁ, ୧୩।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ସପ୍ତମ ଦିନରେ ଅନୁଷ୍ଠିତ ଚାରିଟି ରୋମାଞ୍ଚକର ମ୍ୟାଚରେ ବ୍ରଦର୍ଶ ଇଲେଭେନ୍, ଜ୍ୟୋତି ଇଲେଭେନ୍…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ବେଲଗୁଣ୍ଠା:୧୩/୬--(ଶିବରାମ ଚୌଧୁରୀ )ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତର କଇଠରା ଗ୍ରାମରେ ଜଣେ ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାରେ ତତ୍ପରତା ପ୍ରକାଶ କରି ଗାଙ୍ଗପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ…

ଓଡ୍ର ଖଣ୍ଡାୟତ କାଳଞ୍ଜୀ ସମାଜର ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ: ୩୧୦ ଜଣ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ବେଲଗୁଣ୍ଠା-୧୩/୬:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ୍ର ଖଣ୍ଡାୟତ କାଳଞ୍ଜୀ ସମାଜ କେନ୍ଦ୍ର ପରିଷଦ ପକ୍ଷରୁ ଏକ ଭବ୍ୟ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପରିଷଦର ସଭାପତି ସନ୍ତୋଷ…

ବଣ୍ଡା ଓ ଦିଦାୟୀ ଆଦିମ ଜନଜାତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ମାଲକାନଗିରି ପ୍ରଶାସନର ସ୍ୱତନ୍ତ୍ର ସ୍ୱୀପ…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵୀପ ଆନୁକୂଲ୍ୟରେ ଏକ ବ୍ୟାପକ ତଥା ମାରାଥନ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (ଏସଆଇଆର-୨୦୨୬) ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

​ତିନି ମାସ ହେଲା ମିଳିନି ଦରମା: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସୁରକ୍ଷା କର୍ମୀଙ୍କ କାର୍ଯ୍ୟବନ୍ଦ…

​ମାଲକାନଗିରି, ୧୩/୦୬/୨୬ (ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ଆଜିଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରି ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତ ୩ ମାସ ହେବ ଦରମା ପାଇନଥିବାରୁ ସେମାନେ ଏହି ଚରମ…

ଝାରପୋଖରିଆ ଅଞ୍ଚଳ ରେ ରେଡ୍: ଗଞ୍ଜେଇ ଓ ଗୋ-ମାଫିଆଙ୍କ ସମ୍ପତ୍ତି ଉପରେ ଏକ କାଳୀନ ଚଢ଼ାଉ।

ସାରସକଣା,(ଶାସକ ପ୍ରଶାସକ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଅପରାଧୀ ଓ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଝାରପୋଖରିଆ ଥାନା ଅଞ୍ଚଳର ଦୁଇଟି ପୃଥକ ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ କରିଛି। ଝାରପୋଖରିଆ ଥାନା କେସ୍ ନମ୍ବର ୧୦୭/୨୦୨୬…