Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉପ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ ଆଜି ( ଗୁରୁବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆସନ୍ତା ୨୫ ଓ ୨୬…
ଖଣ୍ଡପଡ଼ା ଏସ୍ଡିପିଓଙ୍କୁ ଗିରଫ ଓ ନିଲମ୍ବନ ଦାବି: ଏସ୍ପିଙ୍କୁ ଭେଟିଲେ ବିଜେଡି ଟିମ୍
ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ଼ ଜିଲ୍ଲା ଫତେଗଡ଼ ଗ୍ରାମର ରଶ୍ମିତା କହଁରଙ୍କୁ ପ୍ରେମ ନିବେଦନ କରି ଅଡ଼ୁଆରେ ଫସିଥିବା ଏସ୍ଡିପିଓ ମଦନ ମୋହନ ପ୍ରଧାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି । ଏହା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱର ଉତ୍ତୋଳନ କରି ବିଜେଡି । ଆଜି ନୟାଗଡ଼ ବିଜୁ…
ଆଦିତ୍ୟ ଆଲୁମିନିୟମ ରିଫାଇନାରି ପ୍ରୋଜେକ୍ଟ କୌଶଲ୍ ଅଧୀନରେ ସ୍ଥାନୀୟ ଯୁବତୀଙ୍କ ପାଇଁ ପୋଷାକ ତିଆରି ତାଲିମ ପ୍ରାୟୋଜକତା…
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ ଆଦିତ୍ୟ ଆଲୁମିନା ରିଫାଇନାରି ପ୍ରୋଜେକ୍ଟ ତାହାର ଅଗ୍ରଣୀ ପ୍ରୟାସ ପ୍ରୋଜେକ୍ଟ କୌଶଲ ଅଧୀନରେ ସ୍ଥାନୀୟ ଯୁବତୀଙ୍କ ପାଇଁ ପୋଷାକ ପ୍ରସ୍ତୁତି ତାଲିମକୁ ପ୍ରୋତ୍ସାହିତ କରି ଦକ୍ଷତା ବିକାଶ ଓ…
ଶ୍ରଦ୍ଧାଳୁଙ୍କ ଗହଳିରେ ମା’ ଉଗ୍ରତାରାଙ୍କ ୫୯ ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ବାର୍ଷିକ ଉତ୍ସବ ସମ୍ପନ୍ନ
ଜଗତସିଂହପୁର, ତା-୨୩. ୦୪. ୨୦୨୬/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଦେବୋଗ (ଚାଟରା) ସ୍ଥିତ ମା' ଉଗ୍ରତାରା ପୀଠରେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ମା'ଙ୍କ ୫୯ ତମ ବିଶ୍ୱଶାନ୍ତି ଦେବୀ ମହାଯଜ୍ଞ ଏବଂ ମନ୍ଦିରର ବାର୍ଷିକ ଉତ୍ସବ ସମ୍ପନ୍ନ ହୋଇଯାଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ…
ଇଂରାଜୀ ଭାଷା ଦିବସ ଓ ବିଶ୍ୱ ପୁସ୍ତକ ଦିବସ ପାଳିତ
ଝାରସୁଗୁଡ଼ା, ତା: ୨୩/୦୪/୨୦୨୬: ଡିଏଭି ପବ୍ଲିକ ସ୍କୁଲ ପରିସରରେ ଇଂରାଜୀ ଭାଷା ଦିବସ ଓ ବିଶ୍ୱ ପୁସ୍ତକ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଇଂରାଜୀ ସାହିତ୍ୟର କିମ୍ବଦନ୍ତୀ କବି, ଔପନ୍ୟାସିକ ତଥା ସାହିତ୍ୟିକ ଉଇଲିୟମ…
ଗାଙ୍ଗପୁର ପୋଲିସର ବଡ଼ ସଫଳତା,ବେଆଇନ କାଠ ମିଲ୍ ଉପରେ ଚଢ଼ାଉ ସହ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁ ତାରିଣୀ ଓ ସହଯୋଗୀ ଗିରଫ
୯ଏମ ଏମ ମଉଜର ସହ ଦୁଇ ଦେଶୀ ବନ୍ଧୁକ ଓ ଗୁଳି ଜବତ ।
ବେଲଗୁଣ୍ଠା-୨୩/୪- (ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା, ସୋରଡ଼ା ବ୍ଲକ ଅନ୍ତର୍ଗତ ସିଆରିମାଳ ଗ୍ରାମରେ ଗାଙ୍ଗପୁର ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ କରିଛି। ବେଆଇନ କାଠ ମିଲ୍ ଉପରେ ଚଢ଼ାଉ ସମୟରେ ଜଣେ ଦୁର୍ଦ୍ଦାନ୍ତ…
ଝାରସୁଗୁଡାରେ ମହିଳା ଆରକ୍ଷଣ ବିଲକୁ ନେଇ ବିରୋଧ, ନେତାମାନଙ୍କ କୁଶପୁତ୍ତଳିକା ଦାହ
ଝାରସୁଗୁଡା: ସଂସଦରେ ମହିଳା ଆରକ୍ଷଣ ବିଲକୁ ବିରୋଧ କରାଯାଇଥିବା ଅଭିଯୋଗକୁ ନେଇ ଝାରସୁଗୁଡାରେ ମହିଳା ଓ ଯୁବମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସହରର ପୁରୁଣା ବସସ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ତଳେ ଏହାକୁ ନେଇ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା।
ପ୍ରତିବାଦ ସମୟରେ…
ସେୱା ପକ୍ଷରୁ ଦେଶୀ ବିହନ ମେଳା ଆୟୋଜିତ
ଝାରସୁଗୁଡା: ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୋଲାବିରା ବ୍ଲକର ସେୱା ଅନୁଷ୍ଠାନ ତରଫରୁ ଜିୱା ପ୍ରୋଜେକ୍ଟ ମାଧ୍ୟମରେ ଲଇକେରା ବ୍ଲକ ଅଧୀନ ହୁଡୁକୁଡିହି ଗ୍ରାମରେ ଏକ ଦେଶୀ କିସମ ବିହନ ମେଳା ଆୟୋଜିତ ହୋଇଯାଇଛି।
ଏହି ମେଳାରେ ଧାନ, ମାଣ୍ଡିଆ, ଡାଲି, ତୈଳବୀଜ ଓ ପନିପରିବା ଇତ୍ୟାଦିର ବିଭିନ୍ନ…
କୋଲାବିରା ବିଡିଓ ହେଲେ ଝାରସୁଗୁଡ଼ାର ନୂତନ ଉପଜିଲ୍ଲାପାଳ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ବିଡିଓ ଅଶୋକ ମାଝୀଙ୍କୁ ଝାରସୁଗୁଡ଼ାର ଉପଜିଲ୍ଲାପାଳ (ସବ୍-କଲେକ୍ଟର) ଭାବେ ନୂତନ ଦାୟିତ୍ୱ ନେବେ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଦେଶ ଜାରି ହୋଇଛି।
ଏହି ପଦୋନ୍ନତି ସମୟରେ ରାଜନୈତିକ ମଞ୍ଚରେ ଚର୍ଚ୍ଚା ଜୋର ଧରିଛି।…
ସୋଆ ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ଏପ୍ରିଲ ୨୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ (ଆଇଏଏସ୍) ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା (ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ହର୍ଟିକଲଚରାଲ ରିସର୍ଚ୍ଚ) ବେଙ୍ଗାଲୁରୁ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର…