Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ଓ ବିଶ୍ୱ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ ନାରଦ ଜୟନ୍ତୀ ପାଳିତ
ବେଲଗୁଣ୍ଠା: ୧୪/୦୬-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ଓ ବିଶ୍ୱ ସମ୍ବାଦ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ସଭାଗୃହଠାରେ ନାରଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦେବ ମୁନି ନାରଦ ଓ ମାତା…
ବଡ଼ବେରଣାରେ ବିଶ୍ୱ ରକ୍ତଦାତା ଦିବସ, ରକ୍ତଦେଇ ଅନ୍ୟର ଜୀବନ ବଞ୍ଚାଇବାକୁ ଆହ୍ୱାନ
ଖୋର୍ଦ୍ଧାରୁ ( ଶେକ ଜାଫର ): ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ସଦରମହକୁମରେ ଅବସ୍ଥିତ ସ୍ବେଛାସେବୀ ସଙ୍ଗଠନ "ବ୍ରହ୍ମାସେନା ଯୁବପରିଷଦ "ଆନୁକୂଲ୍ୟରେ ରବିବାର " ବିଶ୍ୱ ରକ୍ତଦାତା ଦିବସ "ପାଳିତ ହୋଇଯାଇଛି। ସ୍ଥାନୀୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ମୋଟ ୩୪…
ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ଝାରସୁଗୁଡା ଜିଲ୍ଲା କଂଗ୍ରେସର ତୀବ୍ର ନିନ୍ଦା, କ୍ଷମା ପ୍ରାର୍ଥନା ଦାବି
କଂଗ୍ରେସ ନେତାଙ୍କୁ ଅଟକ ଘଟଣା ଗଣତନ୍ତ୍ର ପାଇଁ ବିପଦଜନକ: ଜିଲ୍ଲା କଂଗ୍ରେସ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା କଂଗ୍ରେସ ଦଳ ଏବଂ ଏହାର ନେତୃବୃନ୍ଦଙ୍କ ବିରୋଧରେ ଦିଆଯାଇଥିବା କଥିତ…
ମିଠା ମିଠା ଗୀତର ସଂଜରେ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆଟ୍ ପଏଣ୍ଟ ତରଫରୁ ୧୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ‘ମିଠା ମିଠା ଗୀତର ସଂଜରେ’ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଗୀତିକଳ୍ପ ହରିଶ୍ ପ୍ରଧାନ ଉଦଘାଟକ ପ୍ରଦୀପ ପ୍ରକାଶ…
ସୋସିଆଲ ମେଡ଼ିଆ ରେ ଅଶ୍ଳୀଳ ଭାଷା ପ୍ରୟୋଗ କରି କମେଣ୍ଡ କରିବା ପଡିଲା ମହାଙ୍ଗା.
ବଲାଙ୍ଗୀର: ଗତ 11/6/2026: ବଲାଙ୍ଗୀର ଆମ ଆଦମୀ ପାର୍ଟି ର ଗୋଟେ ପ୍ରୋଟେଷ୍ଟ ଚାଲିଥିଲା NEET, UGC ପେପର ଲିକ ଦୁର୍ନୀତି ଯୋଗୁ ବର୍ବାଦ ହୋଇଥିବା 22 ଲକ୍ଷ୍ୟ ଛାତ୍ର ଛାତ୍ରୀ ଙ୍କ ଜୀବନ ଏବଂ 17 ସ୍ଟୁଡେଣ୍ଟ ଙ୍କ ମୃତ୍ୟ ମାମଲା ବିରୋଧ ରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଚିଲଥିବା ପ୍ରୋଟେଷ୍ଟ ର…
ପୁରପଲ୍ଲୀରେ ରଜ ମୋହାତ୍ସବ ପାଳିତ
କୁକୁଡ଼ାଖଣ୍ଡି ବ୍ଲକ ଲାଞ୍ଜିଆ ପଞ୍ଚାୟତ ବାଳକୃଷ୍ଣପୁର ଗ୍ରାମରେ ରଜ ମୋହାତ୍ସବ ପାଳନ ହୋଇ ଯାଇଛି । ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ଙ୍କ ତତ୍ୱାବଧାନ ରେ ଏହି ପର୍ବ ପାଳନ ହୋଇ ଛି । ଆଜି ପହିଲି ରଜ ଉପଲକ୍ଷେ ଗ୍ରାମର କୁନି କୁନି ଝିଅ…
ବିଶ୍ୱ ରକ୍ତଦାତା ଦିବସରେ ସାମ୍ବାଦିକ ବୈକୁଣ୍ଠ ଦୁରିଆ ସମ୍ମାନିତ
ରାୟଗଡା -ବିଶ୍ୱ ରକ୍ତଦାତା ଦିବସ ଅବସରରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଓଡିଶା ବ୍ଲଡ୍ ସେଣ୍ଟର ଏବଂ ଡିଏସଏସ୍ ରାୟଗଡା ପକ୍ଷରୁ ସମାଜସେବୀ ତଥା ସାମ୍ବାଦିକ ବୈକୁଣ୍ଠ ଦୁରିଆଙ୍କୁ ସମ୍ମାନିତ କରାଯାଇଛି। ରକ୍ତଦାନ କ୍ଷେତ୍ରରେ ତାଙ୍କର ନିରନ୍ତର ଅବଦାନ ଓ ମାନବିକ ସେବାଭାବକୁ…
ଦୁର୍ନୀତିର ଗନ୍ତାଘର ଖଲ୍ଲିକୋଟ ସହର !!
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା : ଓଡ଼ିଶାର ଇତିହାସ ରେ ଖଲ୍ଲିକୋଟ ର ଐତିହ୍ୟ ଓ ପରମ୍ପରା ଲୁପ୍ତପ୍ରାୟ ହେବାକୁ ବସିଲାଣି । ଖଲ୍ଲିକୋଟ ବର୍ତ୍ତମାନ ମୁକୁଟ ବିହୀନ ରାଜା। ଏଠି ଜୋର୍ ଯାର ମୂଲକ୍ ତା'ର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ଖଲ୍ଲିକୋଟ ସହର ସମୀକ୍ଷା…
ଓଡିଶା ରିଅଲ ଇଷ୍ଟେଟ ଆପିଲେଟ ଟ୍ରିବୁନାଲ ଅଧ୍ୟକ୍ଷ ଶ୍ରୀ ପ୍ରମଥ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା….
ଭୁବନେଶ୍ବର ତା 14.06.26.: ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଓକିଲ ସଂଘ ଦ୍ଵାରା,ରିଅଲ ଇଷ୍ଟେଟ ଆପିଲେଟ ଟ୍ରିବୁନାଲର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ପ୍ରମଥ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି lମାନ୍ୟବର ଶ୍ରୀ ନ୍ୟାୟମୂର୍ତ୍ତି ପ୍ରମଥ ପଟ୍ଟନାୟକ ଭୁବନେଶ୍ୱରର ବିଶିଷ୍ଟ ଆଇନଜୀବୀ ସ୍ଵର୍ଗତ…
ବିଶ୍ୱ ରକ୍ତଦାନ ଦିବସ ଅବସରରେ ଟିପିଏସ୍ଓଡିଏଲ ତରଫରୁ ରକ୍ତଦାନ ଶିବିର
ବ୍ରହ୍ମପୁର, ଜୁନ୍ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ସମୁଦାୟର କଲ୍ୟାଣ ଓ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ସେବା କାର୍ଯ୍ୟ ପ୍ରତି ଥିବା ତା’ର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛି । ଏହି କ୍ରମରେ ବିଶ୍ୱ ରକ୍ତଦାନ ଦିବସ ଅବସରରେ ଭଞ୍ଜନଗର ସର୍କଲ ଅଫିସ ନିକଟସ୍ଥ…