Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଲକାନଗିରି ଜିଲ୍ଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂଶୋଧିତ ପାଠ୍ୟପୁସ୍ତକ ବିତରଣ ଶୁଭାରମ୍ଭ
ମାଲକାନଗିରି(ସୁରେନ୍ଦ୍ର କୁମାର ବେମାଳ),:ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସଂଶୋଧିତ ତଥା ତ୍ରୁଟିମୁକ୍ତ ନୂତନ ପାଠ୍ୟପୁସ୍ତକ!-->!-->!-->…
ଡିଏଭିରେ ପାଳିତ ହେଲା ଅବଦୁଲ କଲାମଙ୍କ ଜୟନ୍ତୀ, ଜାତୀୟ ବିଦ୍ୟାର୍ଥୀ ଦିବସ ଓ ବିଶ୍ୱ ହାତଧୁଆ ଦିବସ
ମହାନ ଜନନାୟକ କଲାମଙ୍କୁ ଡିଏଭି ପରିବାରର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଝାରସୁଗୁଡ଼ା, ୧୫/୧୦/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଯୁବସମାଜର ପ୍ରେରଣାସ୍ରୋତ ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ!-->!-->!-->!-->!-->…
ସୁରଭି ମହୋତ୍ସବରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା
ଶ୍ରେଷ୍ଠ ସାଂସ୍କୃତିକ ଦଳ ଭାବେ ବ୍ଲକ୍ ସ୍ତରକୁ ଗାଙ୍ଗପୁର ବିଦ୍ୟାଳୟ ମନୋନୀତ
ବେଲଗୁଣ୍ଠା,୧୫/୧୦,-(ଶିବରାମ ଚୌଧୁରୀ )-ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଲକ୍ଷ୍ୟରେ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ!-->!-->!-->…
ରାକେଶ ମଲିକ ଛାତ୍ର ସଂସଦ ସଭାପତି ନିର୍ବାଚିତ
ଜି.ଉଦୟଗିରି,୧୫/୧୦(ଅବନୀ କୁମାର ପ୍ରଧାନ )କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି | ସଭାପତି ଭାବେ ଦ୍ଵିତୀୟ ବର୍ଷ ଛାତ୍ର ରାକେଶ ମଲ୍ଲିକ ୨୯୮ ଖଣ୍ଡ ଭୋଟ ପାଇ ନିର୍ବାଚନରେ ବିଜୟ ହୋଇଥିବା ବେଳେ ସୁହାନି!-->…
ମହିଳା ସ୍ନାତକ ମହାବିଦ୍ୟାଳୟରେ ‘ଚୟନ ପ୍ରକ୍ରିୟା’ ମାଧ୍ଯମରେ ଛାତ୍ରୀ ପ୍ରତିନିଧି ମନୋନୀତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ସଂସଦର ବିଭିନ୍ନ ପଦବୀ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଚୟନ ପ୍ରକ୍ରିୟା ମାଧ୍ଯମରେ ଛାତ୍ରୀ ପ୍ରତିନିଧି ମନୋନୀତ କରାଯାଇଛି । ମହାବିଦ୍ୟାଳୟ ଚୟନ କମିଟ ଦ୍ଵାରା ଏହି ଚୟନ!-->…
କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ…
ଭୁବନେଶ୍ୱର, ଅକ୍ଟୋବର ୧୫: କର୍କଟ ରୋଗୀ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ସହ ସେମାନଙ୍କ ଥଇଥାନ, ମାନସିକ ଓ ସାମାଜିକ ସହଯୋଗ ଏବଂ ରୋଗୀଙ୍କ କଲ୍ୟାଣ କ୍ଷେତ୍ରରେ ନିଃସ୍ୱାଥର୍ପର ସେବା ପାଇଁ ୪୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କରିଛି ଶିକ୍ଷା ‘ଓ’ ଅନୁସନ୍ଧାନ!-->…
ପଞ୍ଚପଡ଼ା ହାଇସ୍କୁଲରେ ପିଟିଏମ ଓ ଶିଶୁ ଶ୍ରମିକ ସଚେତନତା ସଭା
ଝାରସୁଗୁଡ଼ା,୧୫/୧୦( )- ଝାରସୁଗୁଡ଼ା ସହରସ୍ଥିତ ସରକାରୀ ହାଇସ୍କୁଲ ପଞ୍ଚପଡା ରେ ଚଳିତ ବର୍ଷର ଦ୍ୱିତୀୟ ଅଭିଭାବକ ଶିକ୍ଷକ ଓ ପରିଚାଳନା କମିଟି ଓ ଶିଶୁ ଶ୍ରମିକ ସଚେତନତା ବୈଠକ ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣମିତା ନାଏକ ଙ୍କ ସଭାପତିତ୍ବରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ!-->…
ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଜ୍ଞାନବର୍ଦ୍ଧକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଫ୍ ଏକ୍ଜିକ୍ୟୁଟିଭ୍!-->!-->!-->!-->!-->!-->!-->…
ଏନ୍ଏଲ୍ସି ଇଣ୍ଡିଆ ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ
ପ୍ରକଳ୍ପ ପ୍ରଭାବିତ ପରିବାରର ଯୁବକଯୁବତୀଙ୍କୁ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱ
୬୦ ଜଣ ଯୁବତୀଙ୍କୁ ସିଲେଇ ପ୍ରଶିକ୍ଷଣ ପ୍ରମାଣପତ୍ର ଓ ମେସିନ୍ ବଣ୍ଟନ, ଆଉ ୬୦ ଜଣଙ୍କୁ ତାଲିମ ପାଇଁ ସାମିଲ
ଝାରସୁଗୁଡ଼ା : ସାମାଜିକ ଅନ୍ତର୍ଭୁକ୍ତୀକରଣ, ଗୋଷ୍ଠୀଗତ କଲ୍ୟାଣ ଓ ସ୍ଥାୟୀ ଜୀବିକା!-->!-->!-->!-->!-->!-->!-->!-->!-->…
ପିକେଏସ୍ଏସ୍ ଡିଗ୍ରୀ କଲେଜ ଛାତ୍ରସଂସଦ ନିର୍ବାଚନରେ ବିଜେଡିର ବାଜିମାତ୍
୧୧୯ ଭୋଟ ବ୍ୟବଧାନରେ ସଭାପତି ହେଲେ ସୌଭାଗ୍ୟ ରୋହିଦାସ
ଝାରସୁଗୁଡ଼ା, ୧୫: ଝାରସୁଗୁଡ଼ା ଜିଲ୍ଲାର ଏଚ୍. କଟାପାଲିସ୍ଥିତ ପିକେଏସ୍ଏସ୍ ଡିଗ୍ରୀ କଲେଜରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ରସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଗୁରୁବାର ଭୋଟ ଗଣତି ପରେ ସଭାପତି!-->!-->!-->…