Browsing Category

ରାଜ୍ୟ

ଜାନିଗୁଡ଼ା ଓ ଜାନିଗାଁ ରାସ୍ତା ପାଇଁ ଦାବିରଖିଲେ ଗ୍ରାମବାସୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ର ଜାନିଗୁଡ଼ା ଓ ଜାନିଗାଁ ଏକ ପାହାଡିଆ ଆଦିବାସୀ ବହୁଳ ଗ୍ରାମ , ଏହି ଗ୍ରାମରେ ରହୁଥିବା ଛାତ୍ର ଛାତ୍ରୀ ବହୁ କଷ୍ଟକରି ବିଦ୍ୟାଳୟ କୁ ଯିବାଆସିବା କରନ୍ତି। ରାସ୍ତା ନଥିବାରୁ ରୋଗୀମାନେ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ

ନବରଙ୍ଗପୁର ତା ୧.୫.୨୦୨୬: ଅଶୋକ ସାହୁ,ସହର ସ୍ଥିତ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଦିବା ୧୧.୩୦ ମି ସମୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ…

ଗୁଣପୁର ରେ ଶ୍ରମିକ ଦିବସ ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମେ 1 ତାରିଖ ଦିନ ଗୁଣପୁର ମୋଟର କର୍ମଚାରୀ ସଂଘ (AICCTU) ଓ ମେସ୍ତ୍ରୀ ଜୁନିୟନ, ସି ପି ଆଇ (ଏମ ଏଲ)ଲିବରେସନ ତରଫରୁ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ମୋଟର କର୍ମଚାରୀ ସଂଘ ର ସମ୍ପାଦକ ପି ଭେକଂଟ ରାଓ ପତାକା ଉତ୍ତୋଳନ କରିବା ସହ ଏକ ଶୋଭାଯାତ୍ରା…

ଓଡ଼ିଶାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଏବଂ ୨୪x୭ ଜଳଯୋଗାଣ ମଡେଲ୍ ଅନୁଧ୍ୟାନ କଲେ ଇନ୍ଦୋର ମ୍ୟୁନିସିପାଲ୍ ପ୍ରତିନିଧି ଦଳ

ଭୁବନେଶ୍ୱର, ମେ ୧, ୨୦୨୬: ଓଡ଼ିଶାର ସହରାଞ୍ଚଳ ଜଳ ସଂସ୍କାରର ସଫଳତା ଅନୁଧ୍ୟାନ କରିବା ପାଇଁ ଇନ୍ଦୋର ମ୍ୟୁନିସିପାଲ୍ କର୍ପୋରେସନ୍ (IMC)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିଛନ୍ତି। ଇନ୍ଦୋର ମ୍ୟୁନିସିପାଲ୍ କମିଶନର ଶ୍ରୀ କ୍ଷିତିଜ ସିଙ୍ଗଲଙ୍କ ନେତୃତ୍ୱରେ ଆସିଥିବା ଏହି…

ବିଜେବି କଲେଜରେ ରକ୍ତର ହୋଲି: ବିଜେଡି

ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ଶୈକ୍ଷିକ ବାତାବରଣ ବିପର୍ଯ୍ୟସ୍ତ ଡବଲ ଇଂଜିନ ସରକାରରେ ଶିକ୍ଷାନୁଷ୍ଠାନ ଗୁଡିକ ଅସୁରକ୍ଷିତ ଭୁବନେଶ୍ୱର, ୩୦/୦୪/୨୦୨୬: ଆଜି ବିଜେବି କଲେଜ ପି୍ରନ୍ସିପାଲଙ୍କ କାର୍ଯ୍ୟାଳୟରେ ଯୁବତୀଙ୍କୁ ଦୁର୍ବ୍ୟବହାରକୁ ନେଇ ଆଲୋଚନା ଚାଲୁଥିଲା ବେଳେ ହଠାତ…

ସୂଚନା ଓ ଲୋକସମ୍ପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର, ତା. ୩୦/୦୪/୨୦୨୬ : ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଶ୍ୱଜିତ ଦାସ ଓ ବରିଷ୍ଠ ଲିପିକାର (ସ୍କ୍ରାଇବ୍) କବିତା ନାୟକଙ୍କୁ ଆଜି ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି…

ମାଲକାନଗିରିରେ ନେତା ସିକ୍ୟୁରିଟି ବେସରକାରୀ ସଂସ୍ଥା ବିରୋଧରେ ବିଧାୟକଙ୍କ ଅଭିଯୋଗ କୁ ଭୁଲ୍ ବୋଲି କହିଛନ୍ତି ପଦ ପଦବୀ…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପଦ ପଦବୀ ନିମନ୍ତେ କର୍ମଚାରୀ ଆବଶ୍ୟକ ଥିବା ନେଇ ଏକ ବିଜ୍ଞପ୍ତି ଜାରି କରିଥିଲା ବିଭାଗ । ଯେଉଁଥିରେ "ନେତା ସିକୁରିଟି" ନାମକ ଏକ ଘରୋଇ ସଂସ୍ଥାକୁ ଯୋଗ୍ୟତା ଅନୁଯାୟୀ ଟେଣ୍ଡର ପ୍ରଦାନ କରାଯାଇଥିଲା। ସମାନ…

ବିଧାୟକଙ୍କ ସୁପାଲ ଗ୍ରାମକୁ ଆଦର୍ଶ ଗ୍ରାମ ଗ୍ରହଣ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ବିଧାୟକ ନରସିଂହ ମାଡକାମି କାଲିମେଳା ବ୍ଲକ ଅଧୀନ ଚିତ୍ରଙ୍ଗପଲ୍ଲୀ ପଞ୍ଚାୟତରେ ସୁପାଳୁ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରି ବୁଧବାର ଉଦ୍‌ଘାଟନ କରିଛନ୍ତି । ଏଥିରେ ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷ ଗଙ୍ଗାଧର…

ଓଡ଼ଗାଁ ବ୍ଲକରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ: ବକେୟା ଅନୁଦାନ ରାଶି ଶୀଘ୍ର ବ୍ୟୟ ଉପରେ ଜୋର,

ଓଡ଼ଗାଁ, ୩୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଗୁରୁବାର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି। ବ୍ଲକ ବିକାଶ ଅଧିକାରୀ ପ୍ରିତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ନୟାଗଡ଼ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ…

ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୂମଧାମରେ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କାରଣ ସାହି ସ୍ଥିତ ନୃସିଂହନାଥ ମଠରେ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ସହରରେ ଏକ ମାତ୍ର ନୃସିଂହନାଥ ମଠ ଥିବାରୁ ଦିନସାରା ଶ୍ରଦ୍ଧାଳୁ…