Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବରଙ୍ଗପୁର ସହରରେ ଅବକାରୀ ବିଭାଗ ଦ୍ଵାରା ମଦ ଜବତ ଓ ଦୁଇ ଆସାମୀ ଗିରଫ
ନବରଙ୍ଗପୁର: ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁ ଙ୍କ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ, ନବରଙ୍ଗପୁର ଥାନା ଅର୍ନ୍ତଗତ, ଘର ମୁଣ୍ଡା ପୋଖରୀ ନିକଟରେ, ଗାନ୍ଧୀ ନଗର ଠାରୁ ପୁରୁଣା…
ଥଣ୍ଡାପାନୀୟରେ ନିଶା ମିଶାଇ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୨୦ ବର୍ଷର ସଶ୍ରମ କାରାଦଣ୍ଡ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜରେ ଦିନକୁ ଦିନ କୋମଳମତି ଶିଶୁଙ୍କ ଉପରେ ନାନା ପ୍ରକାର ପାଶବିକ ଅତ୍ୟାଚାର ଦେଖିବାକୁ ମିଳୁଛି କିନ୍ତୁ ସେ ମଧ୍ୟରେ ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ୍ ହର ପ୍ରସାଦ ପଟ୍ଟନାୟକ…
ଆଇଟିଇଆରରେ ୫ଦିନିଆ ମ୍ୟାଥ୍ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ (ଡବ୍ଲ୍ୟୁଏମ୍ଏମ୍ଏଲ୍-୨୦୨୬) କର୍ମଶାଳା ଉଦ୍ଘାଟିତ
ଭୁବନେଶ୍ୱର, ଜୁନ୍ ୩୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଗଣିତ ବିଭାଗ ପକ୍ଷରୁ ମଙ୍ଗଳବାର “ମ୍ୟାଥ୍ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ” (ଡବ୍ଲ୍ୟୁଏମ୍ଏମ୍ଏଲ୍-୨୦୨୬) ସମ୍ପର୍କିତ ଏକ ୫ ଦିବସୀୟ କର୍ମଶାଳା…
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଶତାୟୁ ଛାତ୍ରାବାସର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଇଂ ରୂପେଶ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ଶତାୟୁ ଛାତ୍ରାବାସର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ। ଦେଶ ସ୍ବାଧୀନ ହେବାର ୩୫ ବର୍ଷ ପୂର୍ବେ ୧୯୧୨ରେ ପାରଳା ମହାରାଜା ନିର୍ମାଣ କରିଥିଲେ ଛାତ୍ରାବାସ , କଲେଜ ସ୍ଥାପନ…
କଳାହାଣ୍ଡି ଦିଶା କମିଟି ବୈଠକ: ବିକାଶ ଯୋଜନାର ଅଗ୍ରଗତିର ସମୀକ୍ଷା, ଅଧିକାରୀଙ୍କୁ କଡ଼ା ବାର୍ତ୍ତା ଦେଲେ ସାଂସଦ…
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା ସମିତି ("ଦିଶା")ର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ…
ଟେପରେନ ଧବଳେଶ୍ୱର କଁଟା ମାଟିକାମରେ ଦୁର୍ନିତି: ନରସିଂହଙ୍କୁ ଅଭିଯୋଗ କଲେ ସ୍ଥାନୀୟ ବିଜେପି ନେତା
ସ୍ୱଚ୍ଛତା ସହ କାମ ନ କଲେ ଗ୍ରାମବାସୀ କରିବେ ଆନ୍ଦୋଳନ
ବଲାଙ୍ଗିର,୩୦/୬ - ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ପଂଚାୟତର ବୁଢାବାହାଲ ଗାଁ ରେ ହୋଇଥିବା ଏକ ସାମାଜିକ କାର୍ଯ୍ୟରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିଲେ । ଏହି ସମୟରେ ଗାଁ ଲୋକଙ୍କ ସହ ଆଲୋଚନା ବେଳେ ଜଣେ ସ୍ଥାନୀୟ…
ବରିଷ୍ଠ କଳାକାର ବିପ୍ର ଚରଣ ସାହୁଙ୍କ ବିୟୋଗ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବରିଷ୍ଠ ଲୋକ ନାଟକ କଳାକାର ବିପ୍ରଚରଣ ସାହୁ ୯୦ ବର୍ଷ ବୟସରେ ବ୍ରହ୍ମପୁର ବାପୁଜୀ ନଗର ୭ମ ସରଣୀସ୍ଥ ସ୍ଵ ବାସଗୃହରେ ବାର୍ଦ୍ଧକ୍ୟ ଜନିତ ପୂର୍ବାହ୍ନ ଘ. ୧୧. ୫୫ ମିନିଟ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ମରଶଯ୍ୟା ନିକଟରେ…
`ମାଲକାନଗିରିରେ ନାବାଳିକା ଚାଲାଣ ଉଦ୍ୟମ ପଣ୍ଡ:4 ଜଣ ଉଦ୍ଧାର ପରେ , ଶ୍ରମ ବିଭାଗର ନୀରବତା ଉପରେ ପ୍ରଶ୍ନ
ବିଜୟୱାଡା ଯାଉଥିଲା ସାଇ କୃଷ୍ଣାନାମକ ଘରୋଇ ବସ |
ଵସ ରେ ବସିଥିଲେ 4 ନାବାଳିକା ଚାଇଲ୍ଡଲାଇନ 1098 ଚଢ଼ାଉରେ ପର୍ଦ୍ଦାଫାଶ |
CWC କହିଲା- ପିଲା ସୁରକ୍ଷିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାରେ ସରକାରଙ୍କ ବିକାଶ ଦାବିକୁ ଚ୍ୟାଲେଞ୍ଜ…
ସିଦ୍ଧଳ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ରେ ସ୍ନାନ ଯାତ୍ରା
ଜଗତସିିଂହପୁର, ତା ୨୯/୦୬/୨୬: ଆଜି ସିଦ୍ଧଳସ୍ଥ ଶ୍ରୀ ବଳଦେବଜୀଉ ମନ୍ଦିର ରେ ଶ୍ରୀ ଜୀଉ ମାନଙ୍କୁ ପ୍ରାତଃ ୭: ୩0 ମିନିଟ ସମୟ ରେ ଗୋଟିପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲା I ସ୍ନାନ ବେଦୀ ରେ ମନ୍ଦିର ର ପୁରୋଧା ଓ ସେବାୟତ ମାନଙ୍କ ଦ୍ୱାରା ଶ୍ରୀ ଜୀଉ ମାନଙ୍କୁ ସୁବାସିତ ଜଳ ରେ…
ଓଡ଼ଗାଁ ଥାନା ଅଞ୍ଚଳରୁ ନାବାଳିକା ଅପହରଣ ଅଭିଯୋଗ
ଓଡ଼ଗାଁ ୨୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରୁ ରବିବାର ରାତି ସୋମବାର ସକାଳୁ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ନାବାଳିକାର ବାପା ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।ତେବେ ଅପହରଣକାରୀ ଯୁବକ ଜଣକ କୁରାଳ ଆଉଟ୍ ପୋଷ୍ଟ ଅଞ୍ଚଳର ବୋଲି ପୋଲିସ…