Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହତ୍ୟା ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ଆଦେଶ।
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ କମାନୀଳନାକ୍ଷୀ ପୁର ଗ୍ରାମରେ ଗତ ୨୦୧୩ ମସିହାରେ ଘଟିଥିବା ହତ୍ୟାକାଣ୍ଡ ର ଵିଚାରଣା କରି ମାନ୍ୟବର ଛତ୍ରପୁର ଅତିରିକ୍ତ ଜିଲ୍ଲାଜଜ୍ ଅଭିଯୁକ୍ତ ଶିବ ନାୟକକୁ ଆଜୀବନ କାରାଦଣ୍ଡ ଆଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।…
ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସୁରକ୍ଷା ଏବଂ ଗୁଣବତ୍ତା ଉପରେ ଶିଳ୍ପ କର୍ମଶାଳା ଆୟୋଜନ କରିଛି
୧୧୫+ ଅଂଶଗ୍ରହଣକାରୀ ସୁରକ୍ଷା ଏବଂ ମୋଟ ଗୁଣବତ୍ତା ପରିଚାଳନା ଉପରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ପରିଚାଳନା କରିଥିଲେ ।
ଝାରସୁଗୁଡା, ଓଡିଶା, ୧୩ ମଇ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଝାରସୁଗୁଡାରେ ସୁରକ୍ଷା ଏବଂ ମୋଟ ଗୁଣବତ୍ତା ପରିଚାଳନା (TQM)…
ସୁବର୍ଣ୍ଣପୁରରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଉଦଘାଟିତ, ରେସିଡେନସିଆଲ ତାଲିମ ପାଇଁ ନୂତନ ସୁବିଧା
ସୁବର୍ଣ୍ଣପୁର,୧୪/୦୫(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲାର ରାମେଶ୍ୱର ଷ୍ଟାଡିଅମ ପାଖରେ ଥିବା ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଶୁଭ ଉଦଘାଟନ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କରିଛନ୍ତି। ଏହି ଜିଲ୍ଲା ପଞ୍ଚାୟତ କେନ୍ଦ୍ରରେ ପଞ୍ଚାୟତି ରାଜ…
ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଏଭି ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର, ମଇ ୧୪, ୨୦୨୬:ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମଧ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବିଜ୍ଞାନ ପାଠ୍ୟକ୍ରମରେ ଓଏଭିରୁ ମୋଟ ୪୭୨୧ ଜଣ…
ସମ୍ ନର୍ସିଂ କଲେଜ ଭୁବନେଶ୍ୱର ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ
ଭୁବନେଶ୍ୱର, ମେ ୧୪: ସମ ନର୍ସିଂ କଲେଜ ଭୁବନେଶ୍ୱର ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ଉତ୍ସବ ପାଳନ କରାଯାଇଛି । ନର୍ସମାନେ ଦିବାରାତ୍ରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ରଖୁଥିବା ବେଳେ ସେମାନଙ୍କୁ ସଶକ୍ତ କରିବାର…
ମିଛ ଆରେଷ୍ଟକୁ ପାଇଁ ବଦନାମ ନୟାଗଡ଼ ପୋଲିସ
ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଜିତ ସାହୁ ହତ୍ୟାକାଣ୍ଡ ତଦନ୍ତରେ ନୟାଗଡ଼ ପୋଲିସର ତ୍ରୁଟିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫେରାର ଅଭିଯୁକ୍ତ କୁଲୁ ଭଟଙ୍କ ପରିବର୍ତ୍ତେ ତାଙ୍କ ମାମୁ ଶ୍ରୀଧର ସାହୁଙ୍କୁ ପୋଲିସ ଅଭିଯୁକ୍ତ ଭାବେ ଦର୍ଶାଇ ସାମ୍ବାଦିକ…
ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରରେ ବାର୍ଷିକ ପୁରସ୍କାର ଉତ୍ସବ
ଓଡ଼ଗାଁ, ୧୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପନ୍ତିଖାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ କଲ୍ୟାଣୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଅଶୋକ କୁମାର…
ରଙ୍ଗଣୀପାଟଣା ପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ
ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ଠାରେ ଆମବ୍ୟାଙ୍କର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣା, ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ରଙ୍ଗଣୀ…
ବ୍ଳକ ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ
ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବ୍ଳକ ସ୍ତରୀୟ ବୈଠକ ଗୁରୁବାର ସ୍ଥାନୀୟ ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ବିଡିଓ…
ଓଡ଼ଗାଁ ବସଷ୍ଟାଣ୍ଡ ପ୍ରାଚିର ନିର୍ମାଣ ବିବାଦ; ବେଆଇନ ଜମିରେ ନିର୍ମିତ ଦୁଇମହଲା କୋଠା ଭଙ୍ଗିଲା ପ୍ରଶାସନ
ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ସରକାରୀ ବସଷ୍ଟାଣ୍ଡର ପୂର୍ବ ପାର୍ଶ୍ୱରେ ସୁରକ୍ଷା ପ୍ରାଚିର ନିର୍ମାଣକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଅବସାନ ଘଟାଇବାକୁ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ନିର୍ମିତ ଦୁଇମହଲା କୋଠାକୁ ଭଙ୍ଗାଯାଇଛି।…