Browsing Category

ରାଜ୍ୟ

ଲଗାଣ ବର୍ଷାରେ ଜଳମଗ୍ନ ଇଟାଭଟା ଅଞ୍ଚଳ: ପ୍ରଭାବିତଙ୍କୁ ଭେଟିଲେ ବିଧାୟକ, ଝାରସୁଗୁଡ଼ା ପାଇଁ ଆସୁଛି ମାଷ୍ଟର ପ୍ଲାନ

 ଝାରସୁଗୁଡ଼ା: ରବିବାର ରାତିଠାରୁ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଝାରସୁଗୁଡ଼ା ସହରର ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଝାରସୁଗୁଡ଼ା ପୌରପାଳିକାର ୱାର୍ଡ ନଂ–୫ ଅନ୍ତର୍ଗତ ଇଟାଭଟା ଅଞ୍ଚଳରେ ବର୍ଷାଜଳ ଜମି ରହିବାରୁ ଅନେକ ଘରେ ପାଣି ପଶିଯାଇଛି। ଏହାଫଳରେ ସ୍ଥାନୀୟ…

ନବରଂଗପୁର ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

 ନବରଙ୍ଗପୁର, ତା. ୦୬.୦୭.୨୦୨୬: ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ଅଞ୍ଚଳରୁ…

ଖୁଡ଼ିଙ୍କୁ ପ୍ରେମ ପ୍ରସ୍ତାବ ପରେ ପରିବାରିକ ବିବାଦ, ଶାବଳ ଆକ୍ରମଣରେ ଦାଦା ଗୁରୁତର; ନ୍ୟାୟ ଦାବିରେ ଥାନା ଆଗରେ…

କେନ୍ଦ୍ରାପଡା:୦୬,୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ସମ୍ପର୍କୀୟ ଖୁଡ଼ିଙ୍କୁ ପ୍ରେମ ପ୍ରସ୍ତାବ ଦେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ପରିବାରିକ ବିବାଦ ଶେଷରେ ରକ୍ତାକ୍ତ ଘଟଣାର ରୂପ ନେଇଛି। ଶାବଳରେ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଜୀବନ-ମରଣ ସହ ସଂଘର୍ଷ କରୁଥିବା ବେଳେ,…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ‘ଘଣ୍ଟ’ ବାଡ଼େଇ ନିଦ ଭାଙ୍ଗିଲେ ସାମାଜିକ କର୍ମୀ ।

କେନ୍ଦ୍ରାପଡା:୦୬,୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ସାଧାରଣତଃ ଲୋକେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରନ୍ତି, ହେଲେ ଯେତେବେଳେ ବ୍ୟବସ୍ଥା ଅନ୍ଧ ଓ ବଧିର ସାଜେ, ସେତେବେଳେ ଜନତା ଭିନ୍ନ ଢଙ୍ଗରେ ପ୍ରତିବାଦ କରିବାକୁ ବାଧ୍ୟ ହୁଅନ୍ତି। କେନ୍ଦ୍ରାପଡ଼ା ଜହ୍ନିମୂଳ ଅଞ୍ଚଳରେ ଗ୍ରାମ୍ୟ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ…

ସଂକଳ୍ପ ଶକ୍ତି ର ସଫଳତା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଓମ୍ ଶାନ୍ତି କଲୋନୀ ରେ ଥିବା ଶାନ୍ତି ସନ୍ଦେଶ ଆଶ୍ରମ ଠାରେ ସଂକଳ୍ପ ଶକ୍ତି ର ସଫଳତା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରୁପେଶ ପାଣିଗ୍ରାହୀ । କାର୍ଯ୍ୟକ୍ରମ ଆରମ୍ଭ ରେ ବିଧାୟକ ଙ୍କୁ ଫୁଲ ତୋଡା ଦେଇ…

ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ‘ବନ ମହୋତ୍ସବ’ ପାଳିତ

ନୂତନ କୋର୍ଟ ପରିସରରେ ବ୍ୟାପକ ବୃକ୍ଷରୋପଣ ​ସବୁଜିମା ବୃଦ୍ଧି ପାଇଁ ଅଭିନବ ପ୍ରୟାସ: ଭଞ୍ଜନଗରରେ କୋର୍ଟ ଓ ବନ ବିଭାଗର ମିଳିତ ବନ ମହୋତ୍ସବ ​ପ୍ରକୃତିର ସୁରକ୍ଷା ହିଁ ପ୍ରକୃତ ନ୍ୟାୟ: ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ପରିବେଶ ସୁରକ୍ଷାର ବାର୍ତ୍ତା ଭଞ୍ଜନଗର…

ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ଛାତ୍ର-ଯୁବ ସମାବେଶ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନିୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ବିଶାଳ ଯୁବ-ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ନାରାୟଣ…

ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚରମ ଅବହେଳା, ବାଇକରେ ବୁହାହେଲା ଶବ ଘଟଣା, ବିଧାୟକ ଓ ପ୍ରଶାସନ ଙ୍କୁ ଘେରିଲା ବିଜେଡି,

​ଝାରସୁଗୁଡ଼ା, ୬/୭, ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ମୁନ୍ଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚରମ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ରବିବାର ଦିନ ଶବବାହକ ଗାଡ଼ି ନମିଳିବା ହେତୁ ଭାତଲଇଡ଼ା ପଞ୍ଚାୟତ ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆ ନିଜ ମୃତ ସ୍ତ୍ରୀ…

ମହାପ୍ରୟାଣ ଗାଡ଼ି ନମିଳିବା ଘଟଣା: ଜିଲ୍ଲାପାଳଙ୍କୁ ବିଜେଡିର ଦାବିପତ୍ର, ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

ଝାରସୁଗୁଡ଼ା, ୬/୭: ଲାଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଓଡ଼ିଆପାଲି ଗ୍ରାମରେ ଜଣେ ମୃତ ମହିଳାଙ୍କ ଶବ ପରିବହନ ପାଇଁ ସରକାରୀ ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର ଲୋକେ ବାଧ୍ୟ ହୋଇ ମୋଟରସାଇକେଲରେ ଶବ ବୋହି ନେଇଥିବା ଘଟଣାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ସୋମବାର…