ଯାଜପୁର : 19/09/26 କୋରେଇ ପଂଚାୟତ ସମିତି କାର୍ଯ୍ୟାଳୟ (ବ୍ଲକ ଅଫିସ)ସମ୍ମୁଖରେ ଜାତୀୟ ସୁରକ୍ଷା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାର ସହାୟତା ରାଶି ବ୍ୟାଙ୍କ ଏକାଉଣ୍ଟ୍ କୁ ଆସି
ନଥିବାରୁ ଭତ୍ତାଧାରୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ତେଣୁ ବି ଡି ଓ ମହାଶୟଙ୍କୁ ଅଭିଯୋଗ କରିବାପାଇଁ କୋରେଇ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ହରେକୃଷ୍ଣ ସାହୁ ମହୋଦୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଟିମ ଯଥା କୋରେଇ ବ୍ଲକ କଂଗ୍ରେସ ଉପସଭାପତି ପରୀକ୍ଷିତ ମଲିକ, କୋରେଇ ବ୍ଲକ କିସାନ କଂଗ୍ରେସ ସଭାପତି ମହେନ୍ଦ୍ର କୁମାର ମହାପାତ୍ର, ମଧୁସୂଦନ ରାଉତ, ପଦ୍ମଲୋଚନ ରାଉତ ଏବଂ ଭତ୍ତଧାରୀ ସମେତ 50ରୁଉର୍ଦ୍ଧ ଲୋକ ଅଫିସ ଆଗରେ ବସିଥିଲେ,ବି ଡି ଓ ମହାଶୟ ଅନୁପସ୍ଥିତ ଥିବାରୁ ଏ ବି ଡି ଓ ମହାଶୟ, ଭତ୍ତାଧାରୀଙ୍କୁସମୟକ୍ରମେ ଯଥାଶୀଘ୍ର ସହାୟତା ରାଶି ମିଳିବକହି ସାନ୍ତ୍ୱନା ଦେଇଥିଲେ, ଏବଂ ଦରଖାସ୍ତଟିକୁ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.