Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟରେ ବନମହୋତ୍ସବ ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁ ଅଧ୍ଯକ୍ଷତା କରିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ…
ଜିଲ୍ଲାସ୍ତରୀୟ ଡେଙ୍ଗୁ ବିରୋଧୀ ମାସ-୨୦୨୬ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ଏନ୍.ଭି.ବି.ଡି.ସି.ପି ପକ୍ଷରୁ ଜିଲ୍ଲାସ୍ତରୀୟ…
ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ – ଧର୍ମେନ୍ଦ୍ର ପ୍ରଧାନ
ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ‘ପ୍ରାଧିକରଣ ପତ୍ର’ ଆବଣ୍ଟନ
• ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ର ଜାତୀୟ ଶୁଭାରମ୍ଭ ପାଇଁ ମାନ୍ୟବର ଉପରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ• ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି,…
ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବରେ ମାନ୍ୟବର ଉପରାଷ୍ଟ୍ରପତିଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଦେଶର ଭବିଷ୍ୟତ ଯୁବ ବୈଜ୍ଞାନିକମାନଙ୍କ ଉପରେ ନିର୍ଭରଶୀଳ-ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ • ନାଇଜରକୁ ରାଷ୍ଟ୍ରପତି,…
ମଦ୍ୟପ ଯୁବକ ର କୋଢି ମାଡରେ ବୃଦ୍ଧଙ୍କ ମୃତ୍ୟୁ।
ଗୋପାଳପୁର ଥାନା ଅନ୍ତର୍ଗତ ଗଉଞୁ ଗ୍ରାମରେ ସୁନୀଲ ନାମକ ଜଣେ ଯୁବକ ର କୋଢି ମାଡରେ ସତ୍ୟ ଦାସ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପୁରୀ ଜିଲ୍ଲାରୁ ଆସି ଗଉଞୁ ଗ୍ରାମରେ ସତ୍ୟ ଦାସ ଙ୍କ ପଡୋଶୀ ଘରେ ରହୁଥିବା ସୁନୀଲ ଜଣେ ମଦ୍ୟପ ଯୁବକ ଓ ଗତ କିଛି ମାସ ପୁର୍ବେ ସତ୍ୟ ର…
ଶ୍ରୀମନ୍ଦିର ପରିସରରେ ବେଆଇନ ଡ୍ରୋନ୍ ଉଡ଼ାଣ: ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ
ପୁରୀ, ୯ /୭ -ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ୍ ଉଡ଼ୁଥିବା ସମ୍ପର୍କରେ ପୁରୀ ଏସ୍ପିଙ୍କ ନିକଟରେ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ଏସ୍ପି ପୁରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯିବା ସହ…
ବୃଦ୍ଧଙ୍କୁ କାଠ ଫାଳିଆରେ ଆକ୍ରମଣ, ଥାନାରେ ଅଭିଯୋଗ,
ଓଡ଼ଗାଁ, ୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଚଡୟାପଲ୍ଲୀ ଗ୍ରାମରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ କାଠ ଫାଳିଆରେ ଆକ୍ରମଣ କରାଯାଇଥିବା ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଛାଟିଆ ପ୍ରଧାନ (୭୫), ଗ୍ରାମ ଚଡୟାପଲ୍ଲୀ, ପଞ୍ଚରିଡାଙ୍କ ଅଭିଯୋଗ…
୧୧ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ଆତ୍ମହତ୍ୟା, ପୋଲିସ ତଦନ୍ତ ଜାରି,
ଓଡ଼ଗାଁ, ୦୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରେ ୧୧ ବର୍ଷୀୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସମ୍ପୃକ୍ତ ବାଣ୍ଠପୁର ଗ୍ରାମର ଚଇ ପ୍ରଧାନ (୨୪) ବୁଧବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ…
ଶାବଳ ଆକ୍ରମଣରେ ଆହତ ବ୍ୟବସାୟୀଙ୍କ ମୃତ୍ୟୁ, ଟାୟାର ଜାଳି ରାସ୍ତାରୋକ; ପ୍ରଶାସନ ବିରୋଧରେ ଅସନ୍ତୋଷ ।
କେନ୍ଦ୍ରାପଡ଼ା:୦୮/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ୍ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଞ୍ଚାୟତର ନରଣପଡ଼ା ଗ୍ରାମରେ ଘଟିଥିବା ଶାବଳ ଆକ୍ରମଣ ଘଟଣା ଆଜି ଅଧିକ ଗୁରୁତର ରୂପ ନେଇଛି। ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ବ୍ୟବସାୟୀ ଶଶିକାନ୍ତ ଦାସ (ମିଲୁ)ଙ୍କର ଆଜି ମୃତ୍ୟୁ…
କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
୪ ମହଲା କୋଠା, ୬ଟି ମୂଲ୍ୟବାନ ପ୍ଲଟ, ୪୩ ଲକ୍ଷ ଟଙ୍କା ଜମା ସହ ବହୁ ସମ୍ପତ୍ତି ଠାବ ।
କେନ୍ଦ୍ରାପଡ଼ା:୦୮/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଜଣାଶୁଣା ଆୟଠାରୁ ଅଧିକ ସମ୍ପତ୍ତି ଠାବ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ…