Browsing Category

ଖେଳ

ରାଜ୍ୟ କ୍ରୀଡା ଛାତ୍ରାବାସ ନିମନ୍ତେ ପ୍ରତିଭା ଚୟନ

ମୟୂରଭଂଜ ଜିଲ୍ଲାର ଚୟନ   ପ୍ରକ୍ରିୟା ଚଳିତ ଜୁନ ୨୯ ତାରିଖର ଆରମ୍ଭ ବାରିପଦା( ଦିଲ୍ଲୀପ ମହାନ୍ତି )- ରାଜ୍ୟ ସରକାରଙ୍କ  କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରତି ବର୍ଷ  ଭଳି ଚଳିତ ବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ମୟୂରଭଞ୍ଜ ଜିଲ୍ଲା କ୍ରୀଡା ଅଧିକାରୀ ଓ ସଂପୃକ୍ତ…

୧୪ ଓ ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚୟନ ଶିବିର ୨୧ରୁ

  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଆଥେଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ୧୪ ଓ ୧୯ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଖେଳାଳି ଚୟନ ଶିବିର ଜୁନ ୨୧ରୁ ଆରମ୍ଭ ହେବାକୁ ଯାଉଅଛି । ଉକ୍ତ ଶିବିରରେ ଯୋଗ ଦେବାକୁ ଆଗ୍ରହୀ କ୍ରୀଡ଼ାବିତ୍ମାନେ ସେମାନଙ୍କର ଜନ୍ମ…

ଛିନ୍ଦେଇକେଲା ପ୍ରିମିୟର୍ କ୍ରିକେଟ ଉଦଯାପିତ : ଧାରୋଲ ଚମ୍ପିଆନ

ପଦ୍ମପୁର/ ନୀଳ ଦୀପ :  ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଛିନ୍ଦେଇକେଲା ପ୍ରିମିୟର୍ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୋମବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଧାରୋଲ ମାଣ୍ଡୋସିଲକୁ ହରାଇ ଚମ୍ପିଆନ ହୋଇଛି । ମାଣ୍ଡୋସିଲ ଦଳ ଟସ ଜିଣି…

ଜାତୀୟ ବିଦ୍ୟାଳୟସ୍ତରୀୟ ଯୋଗ ଅଲମ୍ପିଆଡ଼ ପ୍ରତିଯୋସଗିତରେ ମୟୂରଭଞ୍ଜ ଜିଲ୍ଲାରୁ ୩ ଛାତ୍ରୀ ସାମିଲ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କ ମାର୍ଗଦର୍ଶନ ସହିତ ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗିରଥୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଓରାଚନ୍ଦାବିଲାସ୍ଥିତ ଭାଗବତଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ଦୀପକ…

ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ତଲଗଜ ଚମ୍ପିୟାନ 

ବଲାଙ୍ଗିର/ପୁଇଁତଳା-(ନିରୋଜ ମିଶ୍ର)  ପୁଇଁତଳା ବ୍ଲକ ଅନ୍ତର୍ଗତ ଭାଲେର ପଞ୍ଚାୟତ ସ୍ଥିତ ଫଟକରା ‘କ’ ଗ୍ରାମରେ ଦୁର୍ଗେଶ୍ୱରୀ କ୍ରିକେଟ କମିଟି ଆନୁକୂଲ୍ୟରେ ରାଧାକୃଷ୍ଣ ମନ୍ଦିର ସାମନା ପଡିଆ ଠାରେ ରାତ୍ରୀକାଳୀନ କ୍ରିକେଟ ମ୍ୟାଚ ଉଦଯାପିତ ହୋଇଯାଇଛି । ଉଦଘାଟନ ଉସôବରେ ମୁଖ୍ୟ ଅତିଥି ଭାବେ…

କଣ୍ଟାମାଳ ପ୍ରିମିୟର ଲିଗ ଫୁଟବଲ୍ ଟର୍ଣ୍ଣାମେଣ୍ଟ୍  ଉଦଯାପିତ :  ବିନ୍ଦାସ କୁ ହରାଇ ଏଭରଗ୍ରୀନ୍ ଦଳ ଚମ୍ପିଆନ୍

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ଫ୍ରେଣ୍ଡସ୍ ଏଣ୍ଡ୍ ଫ୍ରେଣ୍ଡସ କ୍ଲବ ଦ୍ୱାରା ଆୟୋଜିତ କଣ୍ଟାମାଳ ପ୍ରିମିୟର ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ୍  ରବିବାର କଣ୍ଟାମାଳ କଲେଜ ଖେଳପଡିଆରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଅନୁÂିତ ଫାଇନାଲ ମ୍ୟାଚ୍ ବିନ୍ଦାସ କ୍ଲବ ଓ…

ରାଜ୍ୟସ୍ତରୀୟ କଳାହାଣ୍ଡି କପ୍ କ୍ରିକେଟ ପାଇଁ ମୟୂରଭଞ୍ଜ ଦଳ ଘୋଷିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ବାରିପଦା ଷ୍ଟାଡ଼ିୟମ ପଡ଼ିଆଠାରେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ଚୟନ ପ୍ରକ୍ରିୟା ସମାପ୍ତ ହୋଇ ଚୁଡ଼ାନ୍ତ ତାଲିକା…

ଏଭରେଷ୍ଟ ବିଜୟିନୀ ସ୍ୱର୍ଣ୍ଣଲତାଙ୍କ ପ୍ରଶାସନର ସମ୍ବର୍ଦ୍ଧନା ।

ଯାଜପୁର(ଜୟଶଙ୍କର ଦାଶ):   ଏଭରେଷ୍ଟ ଶୃଙ୍ଗ ଆରୋହଣକାରିଣୀ ଦାନଗଦୀ ବ୍ଲକ ଜଗାଢିହ ଗ୍ରାମର ସ୍ୱର୍ଣ୍ଣଲତା ଦଳେଇଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ସମ୍ବର୍ଦ୍ଧିତ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଯାଜପୁରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଅତିରିକ୍ତ ଜିଲ୍ଲାପାଳ ମିହିର…

ଜାମସେଠ ପ୍ରିମିୟର୍ ଲିଗ ଉଦଯାପିତ: ସାରାବଙ୍ଗକୁ ହରାଇ ଡୁଡୁକିଝରିଆ ଚାମ୍ପିୟନ

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଅଷ୍ଟମ ଜାମସେଠ ପ୍ରିମିୟର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଡୁଡୁକଝରିଆ ସାରାବଙ୍ଗକୁ ହରାଇ ଚାମ୍ପିୟନ ହୋଇଛି । ସାରାବଙ୍ଗ ଟସ ଜିଣି…

*ଜାମସେଠ ପ୍ରିମିୟର୍ ଲିଗ: ସେମିରେ ଝାରବନ୍ଧ* 

ପଦ୍ମପୁର/ Nila Deep -ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜାମସେଠ ବ୍ଳକ ବସଷ୍ଟାଣ୍ଡ ନିକଟସ୍ଥ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୮ମ ଜାମସେଠ ପ୍ରିମିୟର୍ ଲାଗିଥିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ପ୍ରଥମ ମ୍ୟାଚରେ ଝାରବନ୍ଧ ଦଳ ଜାମସେଠ ପାରାମାଉଣ୍ଟକୁ ୬ ୱିକେଟରେ ପରାସ୍ତ…