Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବଲାଙ୍ଗିର ଫୁଟବଲ ଲିଗ୍ : ବ୍ଳୁ ମାଉଣ୍ଟେନ, ନକ୍ଟାସର, ଇଲେଭେନଷ୍ଟାର ଓ ଅମାମୁଣ୍ଡା ସୁପର ପର୍ଯ୍ୟାୟକୁ ଉର୍ଣ୍ଣିତ ।
ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ୪ ଗୋଟି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଖୁଜେନପାଲି ପଡିଆରେ ଅନୁଷ୍ଠିତ ସିଗ୍ରୁପ ଚୁଡାନ୍ତ ଖେଳରେ ବ୍ଳୁମାଉଣ୍ଟେନ ଟ୍ରାଇବ୍ରେକର ୩-୨ ଗୋଲରେ କାଲସାଏ ପାଲିକୁ ହରାଇ ତୃତୀୟ ଦଳ ଭାବେ…
ସର୍ବ ଭାରତୀୟ ୧୯ ବର୍ଷରୁ କମ ରଗବି ପ୍ରତିଯୋଗିତା ଫାଇନାଲ ରବିବାର
ବାଳିକା ବିଭାଗରେ ଭୂବନେଶ୍ୱର କିସ ବନାମ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ
ବାଳକ ବିଭାଗରେ ଦିଲ୍ଲୀ ରିବେଲସ ବନାମ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ
ବାରିପଦା(ଦିଲ୍ଲୀପ ମହାନ୍ତି )—ବାରିପଦା ତଖତପୁରସ୍ଥିତ ଆଇନ ମହାବିଦ୍ୟାଳୟ ଖେଳପଡ଼ିଆରେ ସେପ୍ଟେମ୍ବର ୫ରୁ ଆରମ୍ଭ ହୋଇଥିବା ସର୍ବ ଭାରତୀୟ…
ଭାରତୀୟ ହକି ଦଳର ଜର୍ସି ଉନ୍ମୋଚିତ
ମୁମ୍ବାଇ : ଭାରତ ପୁରୁଷ ହକି ଦଳ ର ନୂତନ ଜର୍ସି ଉନ୍ମୋଚିତ ହୋଇଯାଇଛି । ୭ ତାରିଖ ମୁମ୍ବାଇର ଏକ ହୋଟେଲରେ ବହୁ ଆଡ଼ମ୍ବରରେ ଭାରତୀୟ ପୁରୁଷ ହକି ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଛି। ଆସନ୍ତା ନଭେମ୍ବରରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ୱକପ ହକି ଏହି ବିଶ୍ୱକପ ହକି ରେ ଭାରତ…
ସର୍ବ ଭାରତୀୟ ୧୯ ବର୍ଷରୁ କମ ରଗବି ପ୍ରତିଯୋଗିତାର ପ୍ରଥମ କ୍ୱାଟାର ଫାଇନାଲ
ବାରିପଦା(ଦିଲ୍ଲୀପ ମହାନ୍ତି )—ବାରିପଦା ତଖତପୁରସ୍ଥିତ ଆଇନ ମହାବିଦ୍ୟାଳୟ ଖେଳପଡ଼ିଆରେ ଆରମ୍ଭ ହୋଇଥିବା ସର୍ବ ଭାରତୀୟ ୧୯ ବର୍ଷରୁ କମ ରଗବି ପ୍ରତିଯୋଗିତାର ପ୍ରଥମ କ୍ୱାଟାର ଫାଇନାଲର ପ୍ରଥମ ମ୍ୟାଚ ଭୂବନେଶ୍ୱର ଓ ଚଣ୍ଡିଗଡ଼ ବାଳିକା ଟିମ ମଧ୍ୟରେ ଅନୁଷ୍ଠିତ ହେବାର ରହିଥିଲା । ମାତ୍ର…
ଭାରତୀୟ ଅଣ୍ଡର-୧୯ ରଗବି ପ୍ରତିଯୋଗିତା: ଭାଗ ନେଲେ ଭାରତୀୟ ମହିଳା ଟିମ ସହିତ ୨୩ ରାଜ୍ୟରୁ ୩୦ ଗୋଟି ଦଳ ଓ ୧୨ ଶହ…
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦାସ୍ଥିତ ଆଇନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମୟୂରଭଞ୍ଜ ଜିଲ୍ଲା ରଗବି ଫୁଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସର୍ବଭାରତୀୟ ଅଣ୍ଡର-୧୯ ରଗ୍ବି ପ୍ରତିଯୋଗିତା ଆରମ୍ଭ ହୋଇଛି । ସେପ୍ଟେମ୍ବର ୫ ବୁଧବାର…
ସୁନା ଝିଅ ଦୀପ ଜଳାଇଲେ ପ୍ରତିଭାର ଦୀପ : ଓଡିଶା ହେଲା ଉଦ୍ଭାସିତ, ହଟିଲା ପରିବାରର ଅଭାବୀ ଅନ୍ଧାର
ରାଉରକେଲାରୁ ସୁଶାନ୍ତ ବେହେରା : ଅଭାବୀ ପରିବାର | ସମ୍ବଳ ବୋଲି ଗୂଂଠେ ଜମି | ସେତିକି ଜମିରେ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଇବା ଅସମ୍ଭବ ଥିଲା ଚାର୍ଲସଙ୍କ ପାଇଁ | ପିଲା ଦିନୁ କୁନି ଝିଅଟିର ହକିଖେଳ ପ୍ରତି ଆଗ୍ରହ ଦେଖି ଚିନ୍ତା ବଢିଥିଲା ଚାର୍ଲସ ଆଉ ତାଙ୍କ ପତ୍ନୀ ଜୟମଣିଙ୍କର |…
ରାଉରକେଲାରେ ନିର୍ମିତ ହେବ ହକି ହଲ୍ ଅଫ୍ ଫେମ୍
ଭୁବନେଶ୍ୱର, ୪ା୯: ରାଉରକେଲା ସ୍ଥିତ ବିର୍ଶାମୁଣ୍ଡା ଷ୍ଟାଡିୟମରେ "ହକି ହଲ୍ ଅଫ୍ ଫେମ୍' ନିର୍ମାଣ କରାଯିବ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି ।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ହକି ଖେଳାଳି…
ଫୂଟବଲ ଲିଗ୍ ପଂଚମଦିନରେ, ଜମୁଛି ମ୍ୟାଚ
ବଲାଙ୍ଗିର,(ନିରୋଜ ମିଶ୍ର)- ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ୭ ଗୋଟି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଖୋଳାନ ପଡିଆରେ ଅଡିନାନ୍ସ ଫେକ୍ଟି୍ର ବଡମାଲ ୩-୨ ଗୋଲରେ ନାରୀକଟା କୁ ହରାଇ ବିଜୟୀ ହେଲା । ଖେଳକୁ ବିନୋଦ ପ୍ରଧାନି, ଆଶିଷ ଦେବ ସା, ମୋହନ ପଧାନି ଓ…
ବଲାଙ୍ଗିର ଫୁଟବଲ ଲିଗ ଚତୁର୍ଥ ଦିବସ
ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ଜିଲ୍ଲା କ୍ରିଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ଚତୁର୍ଥ ଦିବସରେ ୮ଗୋଟି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ…
Indian Men’s Hockey Team beat Pakistan 2-1 to win Bronze
~ Akashdeep Singh (3') and Harmanpreet Singh (50') score to ensure India end campaign at 18th Asian Games Jakarta-Palembang with medal ~
Jakarta (Indonesia), 01 September 2018: The Indian Men’s Hockey Team beat Pakistan 2-1 in an…