Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ନିରବଚ୍ଛିନ୍ନ ବୃକ୍ଷରୋପଣ ଅଭିଯାନ
ଚଳିତ ମୌସୁମୀ ଋତୁରେ ଅଦ୍ୟାବଧି ୪୧ ହଜାରରୁ ଉର୍ଦ୍ଧ୍ଵ ଚାରା ରୋପଣ
Rourkela/Susanta Behera : ଚଳିତ ମୌସୁମୀ ଋତୁରେ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ନିରବଚ୍ଛିନ୍ନ ରୂପେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଚଳିତ ବର୍ଷ ନିମନ୍ତେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ଜୁଲାଇ ୬…
ଆରଏସପିରେ ଠିକା ଶ୍ରମିକଙ୍କ ନିମନ୍ତେ ‘ପ୍ରୟାସ’ର ଅନ୍ୟ ଏକ ଅଧିବେଶନ
ରାଉରକେଲା/ସୁଶାନ୍ତ ବେହେରା : ‘ପ୍ରୟାସ’ର ୨୪ତମ ଅଧିବେଶନ ଜୁଲାଇ ୧୯ତାରିଖରେ ରାଉରକେଲା ଇସ୍ପାତ କାରଖାନାର ନୂତନ ହଟ ଷ୍ଟ୍ରିପ ମିଲ ପ୍ରକଳ୍ପ ଅଞ୍ଚଳରେ ଏଲ ଆଣ୍ଡ ଟି ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୪୩ ଜଣ ଠିକା ଶ୍ରମିକ ଭାଗ ନେଇଥିଲେ ।
ମତବିନିମୟ…
ଆରଏସପିର ସେଣ୍ଟ୍ରାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟର ରୌପ୍ୟ ଜୟନ୍ତୀ ପାଳନ
ରାଉରକେଲା /ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସେଣ୍ଟ୍ରାଲ ପାୱାର ଟ୍ରେନିଂ ଇନଷ୍ଟିଚ୍ୟୁଟର ବର୍ଷବ୍ୟାପୀ ରୌପ୍ୟ ଜୟନ୍ତୀ ପାଳନ ଉତ୍ସବ ଜୁଲାଇ ୨୧ ତାରିଖରେ ଆରଏସପିର ସିଇଓ, ଶ୍ରୀ ସିଇଓଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସିପିଟିଆଇ ଲାଉଞ୍ଜଠାରେ ସିଇଓ ଏକ…
ଆରଏସପି ହଟ ଷ୍ଟ୍ରିପ ମିଲ ବିଭାଗୀୟ ଦଳଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ଵାରା ବିପୁଳ ସଞ୍ଚୟ ସାଧନ
Sushant Behera/ Rourkela : ରାଉରକେଲା ଇସ୍ପାତ କାରଖାନାର ହଟ ଷ୍ଟ୍ରିପ ମିଲର ଏକ ବିଭାଗୀୟ ଦଳ ଫିନିସିଙ୍ଗ ମିଲରେ ସୂଚାରୁ ରୋଲିଙ୍ଗ ସମ୍ପନ୍ନ କରିବା ନିମନ୍ତେ ଆବଶ୍ୟକୀୟ ରୋଲ କୁଲିଙ୍ଗ ୱାଟରର ଅନବରତତା ସୁନିଶ୍ଚିତ କରିବା ପାଇଁ ସଫଳତା ସହକାରେ ଏକ ଅଟୋମେଟେଡ ମନିଟରିଙ୍ଗ…
ରାଉରକେଲା ଇସ୍ପାତ କାରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର: ୨୫୨ଜଣ ଠିକା ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପନ୍ନ
ରାଉରକେଲା / ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ବ୍ଳାଷ୍ଟ ଫର୍ଣ୍ଣେସ-୫ ଅଞ୍ଚଳରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ପାଇଁ ଜୁଲାଇ ୧୮ ତାରିଖରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରରେ ବ୍ଳାଷ୍ଟ ଫର୍ଣ୍ଣେସ-୫ ଅଞ୍ଚଳରେ କାର୍ଯ୍ୟ…
ଆରଏସପିରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ନିମନ୍ତେ ରୋଶନି କର୍ମଶାଳା
ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ନିମନ୍ତେ ଦୁଇ ଦିନିଆ କର୍ମଶାଳା, “ରୋଶନି- ଏକ ନୂତନ ଦିଗନ୍ତର ଅୟମାରମ୍ଭ” ଏଚଆରଡ଼ି ସେଣ୍ଟର ଠାରେ ଜୁଲାଇ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୧୮ ଜୁଲାଇ, ଅଗଷ୍ଟ ଓ…
ହଟ ଷ୍ଟ୍ରିପ ମିଲ ବିଭାଗରେ ହାଉସକିପିଙ୍ଗରେ ଉନ୍ନତି ସାଧନ ନିମନ୍ତେ ଏମଆରଡ଼ି ବିଭାଗର ପ୍ରଶଂସନୀୟ ପ୍ରୟାସ
ରାଉରକେଲା/ ସୁଶାନ୍ତ ବେହେରା : ଆରଏସପି ହଟ ଷ୍ଟ୍ରିପ ମିଲ ବିଭାଗରୁ କଏଲ ଚାଲାଣକୁ ସୂଚାରୁ କରିବା ନିମନ୍ତେ ମେଟେରିଆଲ ରିକଭରୀ ବିଭାଗ ହଟ ଷ୍ଟ୍ରିପ ମିଲ ବିଭାଗର ରାସ୍ତାପାର୍ଶ୍ଵର ବିଭିନ୍ନ ସ୍ଥାନରେ ପଡିରହି ଯାନବାହନର ମୁକ୍ତ ଯାତାୟାତରେ ବାଧା ସୃଷ୍ଟି କରୁଥିବା ବହୁ ପରିମାଣର ସ୍କ୍ରାପ…
ରାଉରକେଲା ଇସ୍ପାତ କାରଖାନାରେ ଠିକାଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ‘ଦକ୍ଷ’ ଅନୁଷ୍ଠିତ
ରାଉରକେଲାରୁ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ଏଚଆରଡ଼ି ସେଣ୍ଟର ଠାରେ ଜୁଲାଇ ୧୨ ତାରିଖରେ ଠିକା ଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ “ଦକ୍ଷ”ର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆରଏସପିର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪୧ ଜଣ ଠିକା…
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଭୁବନେଶ୍ୱର/କଳିଙ୍ଗନଗର(ଜୟଶଙ୍କର ଦାଶ) : ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍କେ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଚାରାରୋପଣ, ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ପୋଷ୍ଟର ଓ ଚିତ୍ରାଙ୍କନ ପ୍ରତିଯୋଗିତା, କର୍ମଚାରୀମାନଙ୍କ ମଧ୍ୟରେ କୁଇଜ୍ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ…
କଥା ରଖିଛି ଟାଟା : କଳିଙ୍ଗନଗରରେ୨୧ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଟାଟା ଷ୍ଟିଲ
କଳିଙ୍ଗନଗରରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପିତ
କଳିଙ୍ଗନଗର(ଜୟଶଙ୍କର ଦାଶ) : ଶିଳ୍ପାୟନର ଲାଭ ଲୋକଙ୍କ ନିକଟରେ ପହଂଚିବା ଆରମ୍ଭ ହୋଇଛି । ଏହି କ୍ରମରେ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୧,୦୦୦ରୁ ଅଧିକ ଲୋକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି…