ଚନ୍ଦ୍ରଗ୍ରହଣ ପାଇଁ ମଙ୍ଗଳା ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ

କାକଟପୁର/ପ୍ରକାଶ ଦାଶ : କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି l ଏଥିପାଇଁ ପଞ୍ଜିକାର, ମଙ୍ଗଳା ମନ୍ଦିର ପୁରୋହିତ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ବୈଠକ ଡକାଯାଇ ସ୍ବିତନ୍ତ୍ର…

ଜବର ଦଖଲ ଉଠା ଦୋକାନୀଙ୍କୁ ଉଠାଇଲା ପ୍ରଶାସନ ; ଦୋକାନ ପ୍ରମାଣ ପତ୍ର ବାଧ୍ୟତାମୂଳକ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ପ୍ରଶାସନ ତରଫରୁ ଆଜି ସେପ୍ଟେମ୍ବର ମାସ ୬ ତାରିଖ ଶନିବାର ଦିନ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରର ଜବରଦଖଲ ଉଠା ଦୋକାନୀଙ୍କୁ ହଟାଇଛି ପ୍ରଶାସନ। ଏଥିସହିତ ନୁତନ ଟ୍ରେଡ ଲାଇସେନ୍ସ କରିବା ଓ କରିଥିବା ଲାଇସେନ୍ସ କୁ ଅବଧି ସରିବା ପୂର୍ବରୁ…

ବିଜେପୁରରେ ଆରମ୍ଭ ହେଲା ଅନନ୍ତ ମହୋତ୍ସବ, ଭକ୍ତିରେ ରଙ୍ଗିଲା ପରିବେଶ”

ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ସଦର ମହାକୁମ୍ଭ ରେ ପ୍ରତିବର୍ଷରେ ପରମ୍ପରାଗତ ଭାବରେ ପାଳନ ହୋଇଥିବା ଅନନ୍ତ ବ୍ରତ ମହୋତ୍ସବ ଏବେକୁ ଶନିବାରଠାରୁ ଭକ୍ତିଭାବ, ଧାର୍ମିକ ଉତ୍ସାହ ଓ ସାମୂଦାୟିକ ସମ୍ମିଳନରେ ଆରମ୍ଭ ହୋଇଛି। ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଆଧାର କରି ପାଳିତ…

ସେବା ପକ୍ଷରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ କରିବ ବିଜେପି କୃଷକ ମୋର୍ଚ୍ଚା

ମୋଦିଜୀଙ୍କ ୭୫ ତମ ଜନ୍ମଦିନରେ ୭୫ ଲକ୍ଷ ବୃକ୍ଷ ଚାରା ରୋପଣ ହେବ: ମନମୋହନ ସାମଲ  କୃଷକ କେବଳ ଅନ୍ନଦାତା ନୁହେଁ, ସେମାନେ ଦେଶର ଭବିଷ୍ୟତ ନିର୍ମାତା: କେଭି ସିଂହଦେଓ  ସେବା, ସମର୍ପଣ ଓ ସଙ୍କଳ୍ପର ମନ୍ତ୍ର ନେଇ ପ୍ରତ୍ୟେକ ଗାଁରେ କାର୍ଯ୍ୟ କରିବେ ରାଜ୍ୟ ସରକାର: ମନ୍ତ୍ରୀ…

” ଜିଏସଟି ଗବର ସିଂ ଟ୍ୟାକ୍ସ ବୋଲି ସରକାର ମାନିଲେ”

ଡବଲ ଇଞ୍ଜିନ ସରକାର ଚାହିଁଲେ ପେଟ୍ରୋଲ, ଡିଜେଲ ଦର କମି ପାରନ୍ତା : ପଞ୍ଚାନନ ଆଠ ବର୍ଷ ବିତିଗଲା, ଜିଏସଟି ସରଳୀକରଣ ନୋହିଲା ଭୁବନେଶ୍ୱର, ତା ୬/୯/୨୫:- କେରଳ ଓ କର୍ଣ୍ଣାଟକ ରାଜ୍ୟ ବିରୋଧ କରିବା ଯୋଗୁଁ ଏ ଥରର ବୈଠକରେ ମଧ୍ୟ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ…

“ଶ୍ରୀମନ୍ଦିର କଣ ସରକାରଙ୍କ ଖେଳଘର?”

"ଘୋର ଅବ୍ୟବସ୍ଥା ସାଙ୍ଗକୁ ସମ୍ପତ୍ତି ଲୁଟ" ଭୁବନେଶ୍ୱର, ତା ୬/୯/୨୫ :- କଂଗ୍ରେସ ଭବନଠାରେ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ଜୟଶ୍ରୀ ପାତ୍ର ପାସ ବଣ୍ଟନ ଅବ୍ୟବସ୍ଥା ଉପରେ ଗମ୍ଭୀର ତଥ୍ୟ ଉପସ୍ଥାପନା କରିଛନ୍ତି ।ମୁଖପାତ୍ର…

ଗୋଟିଏ ପରେ ଗୋଟିଏ ଶିଳ୍ପ ଅନୁଷ୍ଠାନ
ଓଡିଶା ଛାଡୁଛନ୍ତି: ବିଜେଡି

ସେମିକଣ୍ଡକ୍ଟର କମ୍ପାନୀ ଏସଆରଏଏମ ଆଣ୍ଡ ଏମଆରଏଏମ ସଦ୍ୟତମ ନମୁନା ଜେଏସଡବ୍ଲୁ ଇଭି ଓ ଆର୍ସେଲର ମିତ୍ତଲ ମଧ୍ୟ ଅନ୍ୟ ରାଜ୍ୟ ସହିତ ଚୁକ୍ତି କରିଛନ୍ତି ଖୋର୍ଦ୍ଧାର ବରୁଣେଇରେ ସାଇନ୍ସ ସିଟି ନିର୍ମାଣ ପାଇଁ ନବୀନ ସରକାରଙ୍କ ସମୟରେ ନିଷ୍ପତ୍ତି ହୋଇଥିଲା ଭୁବନେଶ୍ୱର,…

ଗଞ୍ଜେଇ ପରିବହନ ରେ ଭଞ୍ଜନଗର ରୁ ଭଞ୍ଜନଗର ପୋଲିସ୍ ଦ୍ଵାରା ୨ ଗିରଫ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରର ବଡ଼କୋଦଣ୍ଡା ଗ୍ରାମ ଛକଠାରେ ଗଞ୍ଜେଇ ପରିବହନ ସମୟରେ ୫ ତାରିଖ ଶୁକ୍ରବାର ଦିନ କେସ୍ ସଂଖ୍ୟା ୧୦୨୧ , ଏନ୍ ଡି ପି ଏସ୍ ଆଇନର ଧାରାନୁସାରେ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତ ପାଣୁ ସାହୁ ଓ ରାଜେନ୍ଦ୍ର ପାଢ଼ୀ କୁ ଗଣ୍ୟମାନ୍ୟ ଭଞ୍ଜନଗର ଅଦାଲତ୍…

କର୍ଲାମୁଣ୍ଡାରେ ସାର ଯୋଗାଣ ସ୍ଥିତିର ନିରୀକ୍ଷଣ

ଭୁବନେଶ୍ୱର- ୦୬/୦୯/୨୦୨୫: ସଂପ୍ରତି କର୍ଲାମୁଣ୍ଡା ବ୍ଲକ୍‌ରେ ୟୁରିଆ ସାରର ଅଭାବ ପରିପ୍ରେକ୍ଷୀରେ ସୂଚନା ପାଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ଘଟଣାସ୍ଥଳରେ ପହଞ୍ଚି ବଣ୍ଟନ କାର୍ଯ୍ୟ ନିରୀକ୍ଷଣ…

ମାଣ୍ଡିଆ ଦିବସ ୨୦୨୫ ପାଳନ ଉପଲକ୍ଷେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ ଚଳିତ ବର୍ଷର ଥିମ୍ ଭୁବନେଶ୍ୱର- ୦୬/୦୯/୨୦୨୫: ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ…