ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କିତ ଜିଲ୍ଲା ସ୍ତରୀୟ…

ଜଗତସିଂହପୁର, ତା ୧୫-୦୯-୨୦ ୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ ସମ୍ପର୍କିତ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି…

ଅପରେସନ ପ୍ରହାର : ଜଗତସିଂହପୁର ଥାନା ଓ ବିରିଡି ଥାନା ଅଧିକାରୀ 50 ଗ୍ରାମ ବ୍ରାଉନସୁଗାର, ନଗଦ ଟଙ୍କା 36,329 /- ଓ…

ଜଗତସିଂହପୁର, ତା -୧୬ -୦୯-୨୦ ୨୫ ସୁମନ୍ତ କୁମାର ଦାସ: ବିଶ୍ୱସନୀୟ ଗୁଇନ୍ଦା ସୂଚନା ଆଧାରରେ ଏବଂ ବିରିଡି ପୋଲିସ ଷ୍ଟେସନର ଆଇଆଇସି ଏବଂ ଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ପୋଲିସ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ "ପ୍ରହାର"ର ଏକ ଅଂଶ ଭାବରେ, ଏସଆଇ ପୁଷ୍ପିତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ…

ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା – ନାବାଳକ ଅଭିଯୁକ୍ତ ଗିରଫ

କାଶୀପୁର (ରାୟଗଡ଼ା)ରୁ ବୈକୁଣ୍ଠ ଦୁରିଆ:ରାୟଗଡ଼ା ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଓ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବା ସମୟରେ ଆଉଥରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି।ଗତ ୧୨ ସେପ୍ଟେମ୍ବର (ଶୁକ୍ରବାର) ସନ୍ଧ୍ୟାରେ କାଶୀପୁର ବ୍ଲକ ଦୋରାଗୁଡା ଥାନା ଅଧୀନ ଏକାଡେଲି–କରଲ ଛକ…

ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

 ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ତରଭା ପଞ୍ଚାୟତ ସମିତି ଅନ୍ତର୍ଗତ କମସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଡ. ନୃପରାଜ ସାହୁ…

ଅଯୋଧ୍ୟା -ବାରଣାସି ତୀର୍ଥଯାତ୍ରାରୁ ଫେରିଲେ ବରିଷ୍ଠ ନାଗରିକ ।

ସ୍ୱାଗତ କରିବା ସହ ସ୍ୱାସ୍ଥ୍ୟ ଏବଂ ପରିଭ୍ରମଣ ଅନୁଭୂତି ପଚାରିଲେ ଜିଲ୍ଲାପାଳ । କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାଇଥିବା କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ ଆଜି ସନ୍ଧ୍ୟା ୮…

ସାର ଅଭାବକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି

ରାଜଭବନ ସମ୍ମୁଖରେ ବିଶାଳ ଗଣଧାରଣା ଅଧିକ ବୋନସ ଦେବାକୁ ପଡିବ ବୋଲି ସରକାରଙ୍କ ସାର ଅଭାବ ଷଡ଼ଯନ୍ତ୍ର ସାର ଯୋଗାଣ ଓ କଳାବଜାରୀ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ଗତ ଦୁଇ ଦଶନ୍ଧିରେ ଏଭଳି ସମସ୍ୟା କେବେବି ଦେଖାଦେଇ ନଥିଲା ଭୁବନେଶ୍ୱର, ୧୫/୦୯/୨୦୨୫: ରାଜ୍ୟରେ…

ସୋହେଲା ପୋଲିସ କୁ ବଡ ସଫଳତା : ଧରା ପଡିଲା ୬ ଲକ୍ଷ ଟଙ୍କା ର କପ୍ ସିରଫ।

  https://youtu.be/IdWHzpewcsU ପଦ୍ମପୁର :- ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ କରି ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରୁଛି। କିନ୍ତୁ ଏହାର ଚେର ରାଜଧାନୀ ରୁ ପଡ଼ୋଶୀ ଛତ୍ତିଶଗଡ଼ ପର୍ଯ୍ୟନ୍ତ…

ଦେବଦାସ ଛୋଟରାୟ ପାଇବେ ୪୬ତମ ଶାରଳା ପୁରସ୍କାର

ଭୁବନେଶ୍ୱର, ୧୫/୯: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫାଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯିବ। ୨୦୨୩ ମସିହାରେ ଟାଇମପାସ୍‍…

ଡେରାବିଶରେ ମନ୍ଦିର ଜମି ହଡପକୁ ନେଇ ଅନଶନ

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଦଧିବାମନଜୀଉଙ୍କ ମନ୍ଦିର ସମ୍ପତ୍ତି ଜମି ହଡପ ଘଟଣାକୁ ନେଇ ଏଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଘଟଣାରେ ତହସିଲ ସ୍ତରରୁ ଆରମ୍ଭ କରି ଦୁର୍ନୀତି ଅଭିଯୋଗ ଉଠିଥିବାରୁ ସ୍ଥାନୀୟମାନେ କଡା ପ୍ରତିକ୍ରିୟା…

ଚଟିଆଗୁଡା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ଅନ୍ୟାନ୍ୟକାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଳା ସିନାପାଲି ବ୍ଲକ ଚଟିଆଗୁଡା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର , ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ , ପ୍ରାଣୀ ପାଇଁ ଦିନଟିଏ, ପକ୍ଷୀ ପାଇଁ ଦିନଟିଏ ଇତ୍ୟାଦି…