୮୦ତମ ସ୍ୱାଧୀନତା ଦିବସରେ ଆର୍ଜିଏଚ୍ରେ ରୋଗୀଙ୍କୁ ଫଳ ବଣ୍ଟନ
ମାନବିକତାର ନିଆରା ପ୍ରୟାସ; ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କଲେ ଅତିଥିମାନେ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ୮୦ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇ ଏକ ମାନବିକ ଓ ସେବାମୂଳକ!-->!-->!-->…