ଓଡ଼ଗାଁ ଓ ଶରଣକୁଳରେ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ
୫୦ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ହେଲେ ହନ୍ତସନ୍ତ,
ବିଦ୍ୟୁତ୍ ଯୋଗାଣ ସ୍ବଭାବିକ କରିବା ନିମନ୍ତେ ଗ୍ରିଡ ସ୍ଥାପନ ପାଇଁ ଦାବୀ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ଦୁଇ ପ୍ରମୁଖ କ୍ଷେତ୍ର ଓଡ଼ଗାଁ ଓ ଶରଣକୁଳ ସହିତ ସାରା ଅଞ୍ଚଳରେ ପ୍ରାୟ ୨୪…