ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ; ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ
ପୁରୀ/ଅନିମେଶ ପଟ୍ଟନାୟକ/(ଜିଲ୍ଲା ପ୍ରତିନିଧି): ରବିବାର ମହାଳୟା ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଚାରିପଟେ ଓ ସହରର ତୀର୍ଥସ୍ଥାନ ଗୁଡ଼ିକରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିବା ଦେଖାଯାଇଥିଲା ।
ରବିବାର ଥିଲା…