ଫେସବୁକରେ ପ୍ରେମ: ବିଅର ବାର ସାମ୍ନାରେ ହାତାହାତି
ଗୋଟିଏ ଗୋଷ୍ଠୀର ୨ ଆହତ, ବାର ପରିଚାଳକଙ୍କ ଶଳା ଗିରଫ
ଓଡ଼ଗାଁ,୨୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସିନେମା ହଲ ଛକ ବିଅର ବାର ସାମ୍ନା ବାହାଡାଝୋଲା ମୂଖ୍ୟ ରାସ୍ତା ଉପରେ ରବିବାର ବିଳମ୍ବିତ ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ପକ୍ଷର ୨ ଜଣ…