ଯାଜପୁରରୁ ଆସିଥିବା ଚୋରଙ୍କ ଟାର୍ଗେଟରେ କେନ୍ଦ୍ରାପଡ଼ା ବର୍ଡର, ଡେରାବିଶ ପୋଲିସଙ୍କ ଜାଲରେ ୩ ଲୁଟେରା ।

କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ- ଯାଜପୁରରୁ ଆସିଥିବା ଚୋରମାନେ କେନ୍ଦ୍ରାପଡ଼ା ବର୍ଡରକୁ ଟାର୍ଗେଟ କରିଥିବାରୁ ରାଜରାସ୍ଥାରେ ଆତଙ୍କ ସୃଷ୍ଟି ହୋଇଥିଲା । ପଞ୍ଚୁପାଣ୍ଡବ ଛକ ଅଞ୍ଚଳରେ ରାତି ସମୟରେ ପାର୍କିଂ ହୋଇଥିବା ଗାଡିରୁ ବେଟିରୀ ଚୋରି କରୁଥିବା ବେଳେ ଡେରାବିଶ…

ଦୀର୍ଘ ଦିନର ସ୍ବପ୍ନ ପୂରଣ : ରଣାପଡାରେ କଂକ୍ରିଟ ରାସ୍ତା ନିର୍ମାଣ

ସଇଁତଳା, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ବଲାଙ୍ଗୀର ଜିଲ୍ଲାର ସଇଁତଳା ବ୍ଲକ୍‌ ଅନ୍ତର୍ଗତ ବିବିନା ପଞ୍ଚାୟତର ତେତେଲପଡା ଗାଁ ରୁ ଲାଂଥ ନଦୀକୁ ସଂଯୋଗ କରୁଥିବା ରଣାପଡା ରାସ୍ତାରେ କଂକ୍ରିଟ କାମ ହୋଇଛି । ଏହି ରାସ୍ତା ବର୍ଷୋଧିକ ଧରି ଅବହେଳିତ ଥିବାରୁ ସ୍ଥାନୀୟ ଲୋକମାନେ ଅନେକଥର ନେତା,…

ଶ୍ରମିକ ଶୋଷଣର ବାଟ ଫିଟାଇଛି ଓଡିଶା ଶପ ଏଣ୍ଡ କମରସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ସଂଶୋଧନ

https://youtu.be/hq1eNiIXpwY     * ଶ୍ରମିକମାନେ ସେମାନଙ୍କ ହକ ପାଇଁ ସ୍ୱର ଉତ୍ତୋଳନ କରିବା କ୍ଷମତା ହରାଇବେ।* ସନ୍ଧ୍ୟା ପରେ ମହିଳାଙ୍କୁ କର୍ମସ୍ଥାନରେ ରଖିବା, ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ। * ଅଧିକ କାମ କରିବାକୁ ବାଧ୍ୟ ହେବେ, କିନ୍ତୁ ପାରିଶ୍ରମିକ ବଢିବ ନାହିଁ।…

କୋଶଲି ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପାଇଁ ଉଠିଲା ଦାବି

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )- ବଲାଙ୍ଗୀର ଯାଦବ ଭବନ ଠାରେ  ତହଁକ୍ କୁଟୁମ୍ ପକ୍ଷରୁ କୋସଲୀ ବାଲ୍ମିକୀ ଇନ୍ଦ୍ରମଣି ସାହୁଙ୍କ ଜୟନ୍ତି ଦିବସ ଇତିମଧ୍ୟରେ ପାଳନ ହୋଇଯାଇଛି । ଲେଖକ ପରିଷଦର ସମ୍ପାଦକ କପିଳେଶ୍ବର ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯଅତିଥି ଭାବେ କବି ଶ୍ରୀ…

“ଅଗ୍ନି” ଅଭିଯାନ: ବିପୁଳ ପରିମାଣରେ ବେଆଇନ ଆତସବାଜି ଓ ବିସ୍ଫୋରକ ଜବତ

ଭୁବନେଶ୍ୱର : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ 14ରୁ 27 ତାରିଖ ପର୍ଯ୍ୟନ୍ତ ଓଡିଶା ପୋଲିସ ତରଫରୁ ସମଗ୍ର ଓଡ଼ିଶାରେ “ଅଗ୍ନି” ଅଭିଯାନ ଆରମ୍ଭ କରାଯାଇଥିଲା। ଆସନ୍ତା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା…

ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

ଭୁବନେଶ୍ୱର, ୨୯/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌)ର ଏନ୍‌.ଏସ୍‌.ଏସ୍ ଶାଖା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭଗବତୀପୁର ଗ୍ରାମରେ ଚଳିତ ମାସ ୧୭ରୁ ୨୩ ତାରିଖ ସାତ ଦିନ ଧରି ସ୍ୱତନ୍ତ୍ର ସେବା ଶିବିର ସ୍ଥାନୀୟ…

ଜଙ୍ଗଲ ରାଣୀ ମାଆ ବୁଢାକେନ୍ଦୁ ; ଜଙ୍ଗଲ ରାସ୍ତାରେ ବାଟୋଇଙ୍କ ସାହା

ମା ଙ୍କ ପାଖରେ ମୂକସାକ୍ଷୀ ହୋଇ ରହିଛି ସେହି 400 ବର୍ଷ ତଳର କୁରାଢି ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବ୍ରହ୍ମପୁର ଠାରୁ ଭଞ୍ଜନଗର ଯିବା ରାସ୍ତାରେ ଗାଙ୍ଗପୁର ଥାନା ଠାରୁ ପାଞ୍ଚ କିଲୋମିଟ ର ଦୂର ତଥା କ୍ଷତ୍ରିୟବରପୁର ଠାରୁ ପଶ୍ଚିମ ଦିଗରେ ଅବସ୍ଥିତ ଘୁମସର ଅଞ୍ଚଳର ଅନ୍ୟତମ ଶକ୍ତିପୀଠ…

ଗାଙ୍ଗପୁରରେ କ୍ଲାଇମେଟ୍ ପଂଚାୟତ ; ପରିବେଶ ସୁରକ୍ଷା ଆମର ଦୀକ୍ଷା ହେଉ : ବିଧାୟକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ମଣିଷ ସମାଜର ଅବହେଳା ଯୋଗୁଁ ଆଜି ସମଗ୍ର ବିଶ୍ୱରେ ପରିବେଶ ପ୍ରଦୂଷିତ I ଜଳବାୟୁରେ ବିରାଟ ପରିବର୍ତ୍ତନ I ଯାହାର ଫଳ ସ୍ଵରୂପ କଳିଙ୍ଗା ଭୂସ୍ଖଳନ, ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ବିପର୍ଯ୍ୟୟ ସୃଷ୍ଟି ହେଉଛି I ତେଣୁ ବର୍ତ୍ତମାନ ପୁନଶ୍ଚ ପୃଥିବୀର ସମୟ ଆସିଛି I…

ଭୁଶୁଡ଼ିଲା ପୋଲ, ଯାତାୟାତରେ ବାଧାପ୍ରାପ୍ତ ।

ମାଲକାନଗିରି, ତା:-୨୯/୦୯ ମାଲକାନଗିରି ଜିଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଏକ ଛୋଟିଆ ପୋଲ ଭୁଶୁଡ଼ି ପଡ଼ିଛି । ସୂଚନା ଅନୁସାରେ ଜିଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡରାପାଲି ପଞ୍ଚାୟତ ଠାରୁ ପଣସପୁଟ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଏକ…

ଶୁଣିଲାନି ପ୍ରଶାସନ, ମରାମତି କଲେ ଅଞ୍ଚଳ ର ଯୁବଗୋଷ୍ଠୀ।

ମାଲକାନଗିରି, ତା ୨୯/୦୯ ଯାତାୟାତରେ ସୁଗମ କରିବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହାର ସଠିକ୍ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି । ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । ମରାମତି ନେଇ ବାରମ୍ଵାର ପ୍ରଶାସନକୁ…