କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା- ୨୦୨୫, ଗୁଣପୁର ର ଆଜି…
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ଅନ୍ତିମ ଦିବସରେ ମଞ୍ଚରେ ଉପସ୍ଥିତ ମାନ୍ୟବର ବିଧାୟକ, ଗୁଣପୁର ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍କଙ୍କ କରକମଳରେ ଓ ପୁରୋହିତ ଶ୍ରୀଯୁକ୍ତ ତ୍ରିପତି ମହାନ୍ତିଙ୍କ ଦ୍ବାରା ବେଦମନ୍ତ୍ର ପଠନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ବଳନ କରି ମଞ୍ଚକାର୍ଯ୍ୟ ଆରମ୍ଭ…