ମାନବିକତାର ପରିଚୟ ଦେଲେ ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ

ଦୁର୍ଘଟଣା ଆହତଙ୍କୁ ନିଜେ ହସ୍ପିଟାଲକୁ ପହଁଞ୍ଚାଇଲେ ବିଜେପୁର :-ମାନବିକତା ଓ କର୍ତ୍ତବ୍ୟନିଷ୍ଠାର ଏକ ଅପୂର୍ବ ଉଦାହରଣ ସୃଷ୍ଟି କରିଛନ୍ତି ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ। ସାଧାରଣ ଜନସେବା ମାନେ କେବଳ ଅଫିସ ରେ ବସି ଫାଇଲ ଦେଖିବା ନୁହେଁ, ବ୍ୟବହାରରେ ମଣିଷତ୍ୱ ଦେଖାଇବା…

ନଭେମ୍ବର 3ରୁ 7 ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର

ନୟାଗଡ଼(ବିଶ୍ୱଜିତ ନାୟକ) :- ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବିଜୁ ମହାବୀର ଫୁଟ୍ ସେଣ୍ଟର ଖେlର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ…

ପୋଡାପାଡ଼ି ଉ୍ୟୁପ ସ୍କୁଲରେ ଶିଶୁ ମହାଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ : ଆଦିତ୍ୟ ଆଲୁମିନା ସିଏସଆର ଓ ପ୍ରୋଜେଟ HR…

କାଶୀପୁର ରୁ ବୈକୁଣ୍ଠ ଦୁରିଆ - କାଶୀପୁର ବ୍ଲକ ରେ ବିଭିନ୍ନ ସ୍କୁଲ ରେ ସୁରଭି କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ଆଜି ପୋଡ଼ାପାଡ଼ି ପଞ୍ଚାୟତ ଉ୍ୟୁପି ସ୍କୁଲ ଠାରେ ଶିଶୁ ମହାଉତ୍ସବ ସୁରଭି କାର୍ଯ୍ୟକ୍ରମ ହେଇଯାଇଅଛି |ଆଦିତ୍ୟ ଆଲୁମିନା ରିଫାଇନେରିର ସିଏସଆର (CSR) ଶିକ୍ଷା ବିଭାଗ ଓ ପ୍ରୋଜେଟ…

କୋଣାର୍କ ରେ ଆଞ୍ଚଳିକ ଗଣ ମାଧ୍ୟମ କର୍ମଶାଳା l

ଅସ୍ତରଙ୍ଗ: ଭାରତ ସରକାର ଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଲୋଟସ ଠାରେ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି…

କୋଣାର୍କ ରେ ଆଞ୍ଚଳିକ ଗଣ ମାଧ୍ୟମ କର୍ମଶାଳା l

ଅସ୍ତରଙ୍ଗ: ଭାରତ ସରକାର ଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଲୋଟସ ଠାରେ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି…

ଗୋଖାଦ୍ୟ ସମ୍ବନ୍ଧୀୟ ତାଲିମ ଏବଂ କ୍ଷେତ୍ର ପ୍ରଦର୍ଶନୀ

ଜଗତସିଂହପୁର,ତା-୧୫.୧୦.୨୦୨୫/ସୁମନ୍ତକୁମାରଦାସ: ଅଖିଳ ଭାରତୀୟ ସମନିତ୍ଵ ଅନୁସନ୍ଧାନ ପ୍ରକଳ୍ପ ଅଧୀନ ସଠିକ୍ ପୋଷଣ ଓ ଶରୀର କ୍ରିୟା ମାଧ୍ୟମରେ ପ୍ରାଣୀ ମାନଙ୍କ ପ୍ରଜନନ କ୍ଷମତା ବୃଦ୍ଧି ପରିଯୋଜନା ନିମନ୍ତେ, ଭାରତୀୟ କୃଷି ଓ ଅନୁସଂଧାନ ପରିଷଦ ,ନୁଆଦିଲ୍ଲୀ ,ଓଡ଼ିଶା ପ୍ରାଣୀ ଚିକିତ୍ସା ଓ…

ସ୍ବପ୍ନ, ସଂକଳ୍ପ ଓ ପ୍ରଗତିର ପ୍ରତିକ ଥିଲେ ଡକ୍ଟର କଲାମ

ଜଗତସିଂହପୁର,ତା-୧୫.୧୦.୨୦୨୫/ସୁମନ୍ତକୁମାରଦାସ:  ସ୍ଥାନୀୟ ପୁରୁଣାଗଡ଼ସ୍ଥିତ ପ୍ରଫୁଲ ପାଠାଗାରଠାରେ ଭାରତୀୟ କ୍ଷେପଣାସ୍ତ୍ରର ଜନକ,ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ଏ ପି ଯେ ଅବଦୁଲ କଲାମଙ୍କ 94 ତମ ଜୟନ୍ତୀ ଓ ବିଶ୍ୱ ବିଦ୍ୟାର୍ଥୀ ଦିବସ ପାଳିତ ହୋଇଯାଇଛି I ପାଠାଗାରର ସଭାପତି…

ଉମରକୋଟ ଠାରେ ୬୯ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଓ ସିପାକ୍ ଟାକ୍ରୋ ପ୍ରତିଯୋଗୀତା

ନବରଙ୍ଗପୁର ତା ୧୫.୧୦.୨୦୨୫: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ୬୯ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ ଓ ସିପାକ୍ ଟାକ୍ରୋ ପ୍ରତିଯୋଗିତା ଆସନ୍ତା ୧୬.୧୦.୨୦୨୫ ତାରିଖ ଠାରୁ ୧୯.୧୦.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଏହି…

ଷୋହଳ ବର୍ଷ ପରେ ପ୍ରଥମ ଭତ୍ତା ପାଇଲେ ଦିବ୍ୟାଙ୍ଗ ରାଧା

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଦିବ୍ୟାଙ୍ଗ ରାଧାଙ୍କ ଦୁଃଖ ବିଷୟରେ ଗଣମାଧ୍ୟମରେ ଜାଣିବାପରେ ମାନବ ଅଧିକାର କର୍ମି ଶ୍ରୀ ରାମ କୃଷ୍ଣ ଚୌଧୁରିଙ୍କ ପ୍ରଥମେ ତାଙ୍କ ଗାଁ ବରକୋଲିଗୁଡା, ପରେ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରି ସମସ୍ତ…

କାଙ୍କେର ପୁଲିସ ନିକଟରେ ୫୦ରୁ ଉର୍ଦ୍ଧ୍ବ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ।

ମାଲକାନଗିରି ତା:-୧୫/୧୦ ଓଡ଼ିଶା ସୀମାନ୍ତ କାଙ୍କେର ଜିଲ୍ଲାରେ ଏତେ ସଂଖ୍ୟାରେ ମାଓବାଦୀ ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଘଟଣା ସୂଚାଇ ଦେଉଛି କି ଭାରତରେ ସିପିଆଇ ମାଓବାଦୀ ସଂଗଠନ ଏବେ ଶେଷ ନିଃଶ୍ବାସ ନେଉଛି।ମାଲକାନଗିରି ଜିଲ୍ଲା ସୀମାନୁ ଛତିଶଗଡ଼ ରାଜ୍ୟର ଉତ୍ତର…