୩ ମଦଦୋକାନ ଚୋରିର ଖୁଲାସା କଲା ଓଡ଼ଗାଁ ପୋଲିସ,୭ ଅଭିଯୁକ୍ତ ହେଲେ ଗିରଫ,
୧ ଲକ୍ଷ ୬୨ ହଜାର ନଗଦ ଟଙ୍କା, ଗୋଟିଏ କାର, ୪ ବାଇକ୍, ୯ ସ୍ମାର୍ଟ ଫୋନ, ଏକ କଟୁରୀ ସହିତ ଲୁହା ଶାବଳ ଜବତ୍
ଓଡ଼ଗାଁ,୧୭।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ସିନେମା ହଲ ଛକରେ ଥିବା ଦୁଇଟି ଏବଂ ରୋହିବାଙ୍କର ଗୋଟିଏ ବିଦେଶୀ ମଦ ଦୋକାନରୁ ଏକକାଳୀନ ଗୋଟିଏ ରାତିରେ…