ଫାସିବାଦ ହଟାଅ ଗଣତନ୍ତ୍ର ବଞ୍ଚାଅ: ବିନୋଦମିଶ୍ର କଂ 27 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚଳିତ ମାସ 18 12 2025 ତାରିଖ ଦିନ ଗୁଣପୁର ବ୍ଲକ ଅନ୍ତର୍ଗତ ଲୁଗୁଂରୁ ତାଲ ଠାରେ ଗରିବ ମେହନତି ମଣିଷ ର କ୍ରାନ୍ତିକାରୀ ସି ପି ଆଇ (ଏମଏଲ) ଲିବରେସନ ପାର୍ଟୀ ର ନେତା କମ୍ରେଡ଼ ବିନୋଦ ମିଶ୍ର କଂ 27 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି।…