ବାଞ୍ଛାନିଧି ପଟ୍ଟନାୟକଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗୋବରା ଗାନ୍ଧୀ ଭାବେ ପରିଚିତ ଘୁମୁସର ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଗୋବରା ବିଶ୍ୱଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ସ୍ମୃତି କମିଟି ଅଧ୍ୟକ୍ଷ କୁଞ୍ଜବିହାରୀ…

ଗୋତମାରେ ଗୋମାତା ହତ୍ୟା: ଗୋମାତାଙ୍କୁ ନେଇ ରାଜନୀତି କରୁଥିବା ବିଜେପିର ଅସଲ ଚରିତ୍ର ପଦାରେ

ଭୁବନେଶ୍ୱର ତା ୨୧.୧୦.୨୫ :- ନୂଆପଡା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭାର ବଳକା ଖାଦ୍ୟ ଖାଇ ୨୦ ଗୋଟି ଗାଈଙ୍କ ଦୁଃଖଦ ମୃତ୍ୟୁବରଣ କରିବା ନେଇ କଂଗ୍ରେସ ଭବନରେ କଂଗ୍ରେସର ବରିଷ୍ଠ ମୁଖପାତ୍ର ସୋନାଲି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି…

ଛୁଟି କାଟି ଡ୍ୟୁଟିକୁ ଫେରୁଥିଲେ, କାର୍ ଦୁର୍ଘଟଣାରେ ଚାଲିଗଲା ଜୀବନ : BSF ଯବାନ ମୃତ, ଡ୍ରାଇଭର୍ ସମେତ ୬ ଆହତ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ଛୁଟି କାଟି ଡ୍ୟୁଟିକୁ ଫେରୁଥିଲେ, ହେଲେ କର୍ମସ୍ଥଳରେ ପହଞ୍ଚି ପାରିଲେନି । ଅଧାବାଟରେ ଚାଲିଗଲା ଜୀବନ। କାର୍ ଦୁର୍ଘଟଣାରେ ବିଏସଏଫ୍ ଯବାନ ମୃତ, ଡ୍ରାଇଭର୍ ସମେତ ୬ ଆହତ। ଆନ୍ଧ୍ର ସୀମାନ୍ତ ଚିନ୍ତୁରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚିନ୍ତୁର ଥାନା…

ସୌର ବିପ୍ଳବରେ ସାମିଲ ହେଲା ଭାଟକୁମରଡ଼ା ଗାଁ

ବ୍ରହ୍ମପୁର, ଅକ୍ଟୋବର: ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହନ ଯୋଗାଇବା ଏବଂ ଗ୍ରାମୀଣ ଉପଭୋକ୍ତାଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ନିଆଯାଇଛି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର…

ଭଞ୍ଜନଗର “ଅଷ୍ଟମ ସ୍ଵତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ” ର ୬୬ ତମ ପୋଲିସ୍ ସହିଦ୍ ସ୍ମୃତି ଦିବସ…

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା }: ଚଳିତ ୨୧ ଅକ୍ଟୋବର ୨୦୨୫ ବା ଆଜି ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥ ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ (ଆଇ.ଆର୍.ବି) ତରଫରୁ ୬୬ ତମ ପୋଲିସ୍ ସହିଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଛି। ଦେଶ ମାଁ ମାତୃଭୂମି ଭାରତମାତା ର…

ପାରଳାଖେମୁଣ୍ଡି ନଗର କଂଗ୍ରେସ ପକ୍ଷରୁ ଦୀପାବଳୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପବିତ୍ର ଦୀପାବଳି ଉତ୍ସବ ପାଳନ କରାଯାଉଥିଲା। ଦୀପାବଳୀ ଦିନ ରେ କଂଗ୍ରେସ ସ୍ୱର୍ଗିୟ ନେତା ଙ୍କ ଉଦ୍ଦେଶ୍ୟରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଦୀପଦାନ…

ଉତ୍କଳ ବାଳାଶ୍ରମ ର ଶିଶୁଙ୍କ ସହ ଦୀପାବଳୀ ପାଳିଲେ ଗଜପତି ଜିଲ୍ଲାପାଳ ଶ୍ରୀମତି ମଧୁମିତା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଲୋକର ଏହି ପର୍ବ ଦୀପାବଳୀ ଅବସରରେ ସୋମବାର ଦିନ ଗଜପତି ଜିଲ୍ଲାପାଳ ଶ୍ରୀମତି ମଧୁମିତା ଉତ୍କଳ ବାଳାଶ୍ରମ ପରିଦର୍ଶନ କରିବା ସହ ଅନୁଷ୍ଠାନର ଶିଶୁଙ୍କ ସହ ଦୀପାବଳି ପାଳନ କରିଛନ୍ତି। ପ୍ରଥମେ ଜିଲ୍ଲାପାଳ ବାଳାଶ୍ରମରେ ପହଞ୍ଚି ପିଲାମାନଙ୍କ…

ଜଷ୍ଟିସ କର୍ଣ୍ଣର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଶ୍ରା ବରିଷ୍ଠ ନାଗରିକ ଗୃହ ଠାରେ ଦୀପାବଳୀ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେରାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବି. ସିତାପୂର୍ ଗ୍ରାମରେ ଥିବା ଆଶ୍ରା ବରିଷ୍ଠ ନାଗରିକ ଗୃହ ଠାରେ ଜଷ୍ଟିସ କର୍ଣ୍ଣର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଦୀପାବଳୀ ମହୋତ୍ସବ ପାଳିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ଜଷ୍ଟିସ କର୍ଣ୍ଣର ସଭାପତି…

ଭାରତୀୟ ଜନତା ପାର୍ଟି ଅନ୍ତରା ମଣ୍ଡଳ କମିଟି ଗଠିତ

(ଖଇରା ) ବୁଲୁ ଲେଙ୍କା ୨୦/୧୦/୨୦୨୫ ଭାରତୀୟ ଜନତା ପାର୍ଟି ର ବାଲେଶ୍ଵର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରାଙ୍କ ଅନୁମୋଦନ କ୍ରମେ ସିମୁଳିଆ ନିର୍ବାଚନ ମଣ୍ଡଳୀ ର ଅନ୍ତରା ମଣ୍ଡଳ କମିଟି ଘୋଷଣା କରାଯାଇଛି ମଣ୍ଡଳ ସଭାପତି ରମେଶ ଜେନାଙ୍କ ଙ୍କ ସମେତ ଛଅ ଜଣ ଉପସଭାପତି…

ବିନା ସୂଚନାଫଳକରେ ଚାଲିଛି ମହିଳା କଲେଜ ଭବନ ନିର୍ମାଣ

ଟିଟିଲାଗଡ ମହିଳା କଲେଜରେ ଦୁର୍ନୀତି ଗନ୍ଧ - ବିଭାଗୀୟ ଅଧିକାରୀଙ୍କ ନୀରବତା ଉପରେ ପ୍ରଶ୍ନ ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ଟିଟିଲାଗଡ ବେଲଗାଁ ରାସ୍ତାରେ ନିର୍ମାଣାଧୀନ ମହିଳା କଲେଜ ଭବନ କାମ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି। କାମ ଚାଲିଥିବା…