୪୫ତମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ କେନ୍ଦୁଝରର ଝିଅ ସୁନିତା ଓ ସାବିତ୍ରୀଙ୍କ କମାଲ
କେନ୍ଦୁଝର,ତା୨୫/୧୨- ଛତିଶଗଡ଼ର ରାଏପୁର ଠାରେ ସଦ୍ୟ ସମାପ୍ତ ହୋଇଥିବା ଏନଟିପିସି ଜାତୀୟ ଜୁନିଅର ତୀରନ୍ଦାଜ ପ୍ରତିଯୋଗିତାର ୪୫ତମ ସଂସ୍କରଣରେ କେନ୍ଦୁଝର କ୍ରୀଡ଼ା ଛାତ୍ରlବାସର ଝିଅ ସୁନିତା ନାଏକ ଓ ସାବିତ୍ରୀ ପାତ୍ର ରିଜର୍ଭ ରାଉଣ୍ଡ ଟିମ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ…