ଓଡ଼ଗାଁ ବ୍ଳକର ବିଚ୍ଛିନ୍ନାଞ୍ଚଳ ନେପାଳ ଗ୍ରାମକୁ ନୟାଗଡ଼ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ
ରାସ୍ତା ନଥିବା ଗାଁକୁ ମିଳିବ ପକ୍କା ସଡ଼କ
ଖୋଲିବ ନୂତନ ବିଦ୍ୟାଳୟ
ଘରକୁ ମିଳିବ ସୋଲାର ବିଦ୍ୟୁତ୍
ଓଡ଼ଗାଁ,୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ନେପାଳ ଗ୍ରାମକୁ ଗୁରୁବାର ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ…