ରାଜଗାଙ୍ଗପୁର: ପରିମଳ ବିବାଦ ତୀବ୍ର, ଉପାଧ୍ୟକ୍ଷ ଓ ୭ କାଉନସିଲରଙ୍କ ବିକ୍ଷୋଭ
ରାଜଗାଙ୍ଗପୁର,ତା:୨୫-୧୧-୨୫. ରାଜଗାଙ୍ଗପୁର ପରିମଳ ବ୍ୟବସ୍ଥାର ପୁନଃଟେଣ୍ଡରକୁ କେନ୍ଦ୍ରକରି ପୁଣି ବିବାଦ ମୁଣ୍ଡ ଟେକିଛି। ଟେଣ୍ଡରକୁ ନେଇ ପୌରପରିଷଦର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚରମ ସୀମାକୁ ପହଞ୍ଚିଛି। ଉପାଧ୍ୟକ୍ଷଙ୍କ ସହିତ ୮ ଜଣ କାଉନସିଲର ଟେଣ୍ଡର ଦାବି କରି ଗତ ୨ ତାରିଖ ଧାରଣା…