ଜାତୀୟ ମାନବାଧିକାର କମିଶନ ସଭ୍ୟ ଡ.ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ପରିବାର ସହିତଙ୍କ ରଘୁନାଥ ଦର୍ଶନ
ଓଡ଼ଗାଁ ୨୯/୧୧(ଶ୍ରୀକାନ୍ତ କୁମାର ମିଶ୍ର): ଜାତୀୟ ମାନବାଧିକାର କମିଶନ ସଭ୍ୟ ତଥା ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି ଡ.ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ପରିବାର ସହିତ ଶନିବାର ସନ୍ଧ୍ୟାରେ ଓଡ଼ଗାଁ ଠାରେ ବିଜେ ଶ୍ରୀରଘୁନାଥ ଜୀଉଙ୍କ ଦର୍ଶନ କରି ପ୍ରଭୁଙ୍କର କୃପା…