ଟାଟା ପାୱାର ବିରୋଧରେ କଂଗ୍ରେସର ଗର୍ଜନ; ଅତିରିକ୍ତ ସୁରକ୍ଷା ଜମା ଲାଗୁକୁ ବିରୋଧ
ପୁରୀ (ଅନିମେଶ ପଟ୍ଟନାୟକ): ସୋମବାର ବିଶାଳ ଶୋଭାଯାତ୍ରାରେ ଟାଟା ପାୱାର ବିରୁଦ୍ଧରେ ଗର୍ଜନ କରିଛି କଂଗ୍ରେସ । ଅତିରିକ୍ତ ସୁରକ୍ଷା ଜମା ରାଶି ଓ ବିଦ୍ୟୁତ ବିଲରେ ଅନିୟମିତତାକୁ ପାଥେୟ କରି ଟାଟା ପାୱାର ଅଫିସ ଘେରିଛି କଂଗ୍ରେସ ।
ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ. ରାଜେଶ କୁମାର…