ବିଭିନ୍ନ ବାମପନ୍ଥୀ ସଂଗଠନ ର ଭାରତ ବନ୍ଦ ଡାକରା
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ବାମପନ୍ଥି ଦଳମାନଙ୍କର ପାଖାପାଖି ୧୦ଟି ଶ୍ରମିକ ସଂଗଠନମାନେ ଶ୍ରମିକ ବିରୋଧି ୪ଶ୍ରମ କୋଡ୍ ବାତିଲ କରିବା, ସ୍କିମ, ଠିକା ଓ ଆଉଟସୋର୍ସିଙ୍ଗ ନିଯୁକ୍ତି ବନ୍ଦ କରିବା, ମଣ୍ଡି ଅବ୍ଯବସ୍ଥା ଦୂର କରିବା, ରାଷ୍ଟ୍ରୀୟ ଉଦ୍ଯୋଗକୁ ଘରୋଇକରଣ ବନ୍ଦ…