ବିଏସ୍ଏଫର ଜନସମ୍ପର୍କ ଶିବିର: ଦୁର୍ଗମ ଅଞ୍ଚଳକୁ ମୁଖ୍ୟଧାରା ସହ ଯୋଡ଼ି ରଖୀବାକୁ ପ୍ରୟାସ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଆ ସଦର ମହକୁମାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଖେଳ ପଡ଼ିଆରେ ୧୧୦ ନମ୍ବର ବାଟାଲିଅନ ବିଏସ୍ଏଫ୍ ଯବାନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ମୁକ୍ତ ସ୍ବାସ୍ଥ୍ୟ ଶିବିର…