ବନ ବିଭାଗ ପକ୍ଷରୁ କୃଷି ସାମଗ୍ରୀ ବଣ୍ଟନ ସମାରୋହ l
ଅସ୍ତରଙ୍ଗ: ବନ ବିଭାଗ ର,ପୁରୀ ଜିଲ୍ଲା ଅସ୍ତରଙ୍ଗ ରେଞ୍ଜ ତରଫରୁ ଚାଷୀ ଓ ମହିଳା ଦଳ ମାନଙ୍କୁ କୃଷି ସାମଗ୍ରୀ ବଣ୍ଟନ ସମାରୋହ ସୋମବାର ଦିନ କାକଟପୁର ତହସିଲ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ଉପଲକ୍ଷେ ଏକ ଚାଷୀ ଓ ମହିଳା ସମାବେଶ ଅନୁଷ୍ଠିତ ସୋଇଥିଲା l ଏହି ସମାବେଶ କୁ ଉପ…