ସେଚ୍ଛାସେବୀ ସଂଗଠନ ଭଞ୍ଜସେନା ର ପ୍ରଥମ ବୈଠକ

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )- ଘୁମୁସର ମାଟିର ଏକ ପ୍ରମୁଖ ସମାଜସେବୀ ଅନୁଷ୍ଠାନ ଭଞ୍ଜସେନା ସଂଗଠନର ପ୍ରଥମ ବୈଠକ ଏବଂ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ବେଲଗୁଣ୍ଠା ବ୍ଲକ ତନରଡା ସ୍ଥିତ ମାଆ ବାସଙ୍ଗ ପୀଠରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ…

୧୪୦ ତମ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସୋରଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ୍ ର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ପିସିସି ସଦସ୍ୟ ତଥା ସୋରଡା କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ଆଜି ସକାଳ ଦଶ ଘଣ୍ଟ ସମୟରେ ବଡ଼ଗଡ଼ ଠାରୁ ଏକ…

“ଏନସିଇଆରଟି ଢ଼ାଞ୍ଚାରେ ଏସ୍‌ସିଇଆରଟି ହେବ”

କେନ୍ଦୁଝର ବଣିଆପାଟ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ୍ୟ ପୁସ୍ତକ ମିଳିବ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦିଏ ଶିଶୁମନ୍ଦିର: ମୁଖ୍ୟମନ୍ତ୍ରୀ କେନ୍ଦୁଝର,ତା୨୮/୧୨- ଭାରତୀୟ ସଂସ୍କୃତି ଓ ପରମ୍ପରାକୁ…

ଆଦିବାସୀ କୁଡୁମି ସମାଜର ଓଡିଶା ଶାଖା ତରଫରୁ ବନ୍ଧୁମିଳନ ସହ ରାଜ୍ୟ କମିଟି ଗଠନ

କେନ୍ଦୁଝର,ତା୨୮/୧୨- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନରଣପୁର ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ଠାରେ ଓଡିଶା ଆଦିବାସୀ କୁଡୁମୀ ସମାଜର ବନ୍ଧୁମିଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମାବେଶ ୨୦୨୫ ଅନୁଷ୍ଠିତ ହୋଇଯାଇଛି ତା ସହ ରାଜ୍ୟ କମିଟି ମଧ୍ୟ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ଅଭିଯୋଗ: ମହୁଲପାଟି ପେକ୍ସରେ ଚାଷୀ ଶୋଷଣ, କଟଣୀ–ଛଟଣୀ କରି କି ହଇରାଣ

ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) ୨୮/୧୨ :- ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲପାଟି ପେକ୍ସରେ ଚାଷୀମାନେ ଭୟଙ୍କର ଶୋଷଣର ଶିକାର ହେଉଥିବା ଅଭିଯୋଗ ଉଠିଛି। ମୁଣ୍ଡଝାଳ ତୁଣ୍ଡେ ମାରି ଦିନରାତି ପରିଶ୍ରମ କରୁଥିବା ଚାଷୀ ନିଜ ପରିବାରର ପେଟ ପୋଷଣ ଓ ମୌଳିକ ଆବଶ୍ୟକତା…

ଘଟଗାଁ ବେଢାପାଳ ଠାରେ କଳାକାର ସମ୍ମିଳନୀ।

  କେନ୍ଦୁଝର,ତା୨୮/୧୨- ଘଟଗାଁ ବ୍ଲକ ଅନ୍ତର୍ଗତ ତରା ପଞ୍ଚାୟତ ବେଢାପାଳ ଠାରେ ଦ୍ଵିତୀୟବାର୍ଷିକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଶ୍ରୀ ବଳଦେବ ଜୀଉ ପାଲା କଳାକାର ସଂଘ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆଜିର ଉଦଘାଟନୀ ଉତ୍ସବରେ ନିମନ୍ତ୍ରିତ ହୋଇ…

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ପାଠପଢ଼ାରେ ବୈଷୟିକ ଜ୍ଞାନ ବ୍ୟବହାର ଉପରେ ଗୁରୁତ୍ବ ଦିଅ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ଗୁଣର ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀ କେନ୍ଦୁଝର,ତା୨୮/୧୨-ସମସ୍ତ ପାଖରେ କିଛି ନା କିଛି ଲୁକ୍କାୟିତ ଗୁଣ ବା ପ୍ରତିଭା ରହିଛି। ତେଣୁ ପାଠ ପଢ଼ା ସହିତ ଏହି ଲୁଚି ରହିଥିବା ପ୍ରତିଭାକୁ…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ବିକାଶ ପରିଷଦ ତରଫରୁ ଦାବିପତ୍ର

ରାଜଗାଙ୍ଗପୁର,୨୭-୧୨-୨୫. କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ଶୁକ୍ରବାର ପୁର ରାଉରକେଲା ହାଉସ୍‌ରେ ପହଞ୍ଚିଥିଲେ । ଏହି ଅବସରରେ କଂସବାହାଲ ବିକାଶ ପରିଷଦ ତରଫରୁ ରଫରୁ ରାଜଗାଙ୍ଗପୁ ନିର୍ବାଚନ ମଣ୍ଡଳୀର ବିଜେପିର ଏକ ପ୍ରତିନିଧୁ ମଣ୍ଡଳୀ…

ଗୋଁଡ଼ ପାରମ୍ପରିକ ଖଣ୍ଡା ନୃତ୍ୟରେ ଦର୍ଶକ ବିଭୋର

 କେନ୍ଦୁଝର,ତା୨୮/୧୨- କେନ୍ଦୁଝର ଷ୍ଟାଡିୟମ ପଡିଆରେ ଚାଲିଥିବା ଗୋନାସିକା କେନ୍ଦୁଝର ମେହାତ୍ସବ-୨୦୨୫ ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଶନିବାର କେନ୍ଦୁଝର ଜିଲ୍ଲା ଗୋଁଡ଼ ସାଂସ୍କୃତିକ ସମାଜ ତରଫରୁ ଗୋଁଡ଼ ପାରମ୍ପାରିକ ଯୁଦ୍ଧ କଳା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଗୋଁଡ ସମ୍ପ୍ରଦାୟର…

ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟ କମିଟି ଘୋଷିତ

୪ଜଣ କାର୍ଯ୍ୟକାରୀ ସଭାପତି ସମେତ ବିଜୁ ଯୁବ ଜନତା ଦଳର ୧୬୦ କର୍ମକର୍ତ୍ତା ଘୋଷିତ\ ବିଜୁ ଛାତ୍ର ଜନତା ଦଳର ୫ ଜଣ କାର୍ଯ୍ୟକାରୀ ସଭାପତି ସମେତ ୧୪୫ କର୍ମକର୍ତ୍ତା ଘୋଷିତ ପ୍ରତିଷ୍ଠା ଦିବସ ପରେ ସଂଗଠନକୁ ଗୁରୁତ୍ୱ ଦେଇ ସଭାପତି ୧୧ଟି ଜିଲ୍ଲା କମିଟି ଘୋଷଣା କରିଥିଲେ ।…