ନିର୍ମାଣ ବିଭାଗ ପକ୍ଷରୁ ନବନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ
ଆଧୁନିକ ଜ୍ଞାନକୌଶଳ ଓ ଗୁଣବତ୍ତା ଉପରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱ
ଇଂଜିନିୟରମାନେ ବିକାଶର କର୍ଣ୍ଣଧାର : ମନ୍ତ୍ରୀ ରବି ନାରାୟଣ ନାଏକ
ଭୁବନେଶ୍ୱର ୧୮/୦୨/୨୦୨୬: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…